October 2024
ସୁପର ପୱାରଙ୍କ ବନ୍ଧୁତା
ଯୁଦ୍ଧ ନୁହେଁ, ଶାନ୍ତି ଆଲୋଚନା ଜରୁରୀ : ବ୍ରିକ୍ସ ପ୍ଲାଟଫର୍ମରୁ ଚୀନ୍ ସମେତ ସମଗ୍ର ବିଶ୍ୱକୁ ପରାମର୍ଶ ଦେଲେ ମୋଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସରେ ଆତଙ୍କବାଦକୁ ନେଇ ଉଦ୍ବେଗ ପ୍ରକାଶ କରିଥିବାବେଳେ ବିସ୍ତାରବାଦ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ରୁଷିଆ ସହିତ ସେ ଚୀନ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ। ଶାନ୍ତି ଆଲୋଚନା ଜରୁରୀ କଜାନ: ରୁଷିଆର କଜାନ ସହରରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ […]
ସ୍ଥଳଭାଗ ଅଭିମୁଖେ ‘ଦାନା’
ବାତ୍ୟା ସମୟରେ ପବନ ଅପେକ୍ଷା ବର୍ଷାର ପ୍ରଭାବ ଓଡ଼ିଶା ଉପରେ ଅଧିକ ରହିବ। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗିତ୍ସିଂହପୁର ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହୋଇପାରେ। କଟକ, ଖୋର୍ଦ୍ଧା, ଢେଙ୍କାନାଳ ଓ ପୁରୀରେ ଅତିପ୍ରବଳ ବର୍ଷା ହେବ। ପାଖାପାଖି ୧୯ଟି ଜିଲ୍ଲାରେ ବର୍ଷା ପବନର ତାଣ୍ଡବ ଦେଖିବାକୁ ମିଳିବ। ଭୁବନେଶ୍ୱର ୨୩-୧୦-୨୦୨୪(ପିପିଏସ ) : ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସାମୁଦ୍ରିକ ବାତ୍ୟା ‘ଦାନା’ ସୃଷ୍ଟି ହୋଇଛି। ‘ଦାନା’ର ପ୍ରଭାବ କେନ୍ଦ୍ରାପଡ଼ାଠାରୁ ବାଲେଶ୍ବର ଉପକୂଳ […]
ବାତ୍ୟା ପାଇଁ ବିଜେପିର ସବୁ କାର୍ଯ୍ୟକ୍ରମ ବନ୍ଦ ରହିବ: ମନମୋହନ ସାମଲ
ବାତ୍ୟା ପାଇଁ ବିଜେପିର ସାଂଗଠନିକ ନିର୍ବାଚନ କାମକୁ ସ୍ଥଗିତ ରଖାଯାଇଛି। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମନମୋହନ ସାମଲ କହିଛନ୍ତି, ବାତ୍ୟା ପାଇଁ ବିଜେପିର ସବୁ କାର୍ଯ୍ୟକ୍ରମ ବନ୍ଦ ରହିବ। ଭୁବନେଶ୍ୱର ୨୩-୧୦-୨୦୨୪(ପିପିଏସ ) : ବାତ୍ୟା ପାଇଁ ବିଜେପିର ସାଂଗଠନିକ ନିର୍ବାଚନ କାମକୁ ସ୍ଥଗିତ ରଖାଯାଇଛି। ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମନମୋହନ […]
କୃତ୍ରିମ ଅଭାବ ଜନିତ ଦରବୃଦ୍ଧି ରୋକିବା ପାଇଁ ପ୍ରଶାସନିକ ଚଢ଼ଉ
ବାତ୍ୟା ପରିସ୍ଥିତିର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ଜିନିଷର କୃତ୍ରିମ ଅଭାବ ସୃଷ୍ଟି କରି କଳାବଜାରୀ, ଦରବୃଦ୍ଧି, ବେଆଇନ୍ ଭାବେ ମହଜୁଦ ଭଳି ଖବର ଓ ଅଭିଯୋଗ ଆଧାରରେ ଜିଲ୍ଲା ପ୍ରଶାସନ ତରଫରୁ ଚଢ଼ଉ କରାଯାଇଛି। ଭଦ୍ରକ/ଭୁବନେଶ୍ୱର ୨୩-୧୦-୨୦୨୪(ପିପିଏସ ) : ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ଜିନିଷର କୃତ୍ରିମ ଅଭାବ ସୃଷ୍ଟି କରି କଳାବଜାରୀ, ଦରବୃଦ୍ଧି, ବେଆଇନ୍ ଭାବେ ମହଜୁଦ […]
ପଞ୍ଚମ ଜାତୀୟ ଜଳ ପୁରସ୍କାର-୨୦୨୩
ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ ପୁରସ୍କୃତ କଲେ ରାଷ୍ଟ୍ରପତି ନୂଆଦିଲ୍ଲୀ/ଭୁବନେଶ୍ୱର ୨୩-୧୦-୨୦୨୪(ପିପିଏସ ) : ପଞ୍ଚମ ଜାତୀୟ ଜଳ ପୁରସ୍କାର-୨୦୨୩ରେ ଓଡ଼ିଶାକୁ ଚାରିଟି ବର୍ଗରେ ପୁରସ୍କୁତ କରାଯାଇଛି। ଆଜି ସ୍ଥାନୀୟ ବିଜ୍ଞାନ ଭବନର ପ୍ଲିନାରି ହଲ୍ରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରେଷ୍ଠ ରାଜ୍ୟ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିବା ଓଡ଼ିଶାକୁ ପୁରସ୍କୁତ କରିଥିଲେ। ଉନ୍ନୟନ କମିସନର୍ ତଥା ଜଳ ସଂପଦ […]
ବାତ୍ୟା ପ୍ରସ୍ତୁତି: ହେଡ୍କ୍ୱାର୍ଟର ଛାଡ଼ିବେନି ବିଏମ୍ସି ଅଧିକାରୀ
ସମ୍ଭାବ୍ୟ ବାତ୍ୟା ‘ଦାନା’ର ସଫଳ ମୁକାବିଲା ପାଇଁ ବିଏମ୍ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ପୁଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ୱାଟ୍କୋ, ଟିପିସିଓଡିଏଲ୍, ଇଡ୍କୋ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଯନ୍ତ୍ରୀ, ଏନ୍ଏଚ୍ଏଆଇ, ଓଡ୍ରାଫ, ବ୍ଲକ ଶିକ୍ଷା ଅଧିକାରୀ, ଖାଦ୍ୟ ଓ ଯୋଗାଣ ବିଭାଗ ଅଧିକାରୀ ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ସମ୍ଭାବ୍ୟ ବାତ୍ୟା ‘ଦାନା’ର ସଫଳ ମୁକାବିଲା ପାଇଁ ବିଏମ୍ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ପୁଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ୱାଟ୍କୋ, ଟିପିସିଓଡିଏଲ୍, ଇଡ୍କୋ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଯନ୍ତ୍ରୀ, […]
କୋଟିଆବାସୀ ହେବେନି ଆନ୍ଧ୍ର ମୁହାଁ, ଓଡ଼ିଶାରେ ଦେବେ ଭୋଟ୍
କୋରାପୁଟ ଜିଲ୍ଲାର ୫ ବିଧାନସଭା ଆସନରେ ମୋଟ ୧୧୫୮ଟି ପୁଲିଂ ବୁଥ୍ ରହିଛି। ଏହାପରେ ବର୍ତ୍ତମାନ ଜିଲ୍ଲାରେ ବୁଥ୍ ସଂଖ୍ୟା ୧୧୬୫କୁ ବୃଦ୍ଧି ପାଇଥିଛି। ଆବଶ୍ୟକତା ଦୃଷ୍ଟିରୁ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆହୁରି ୭ଟି ନୂଆ ବୁଥ୍ ସ୍ଥାପନ ପାଇଁ ଅନୁମୋଦନ ମିଳିଛି। କୋରାପୁଟ/ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ‘ଏକ ଦେଶ, ଏକ ନିର୍ବାଚନ’ ବ୍ୟବସ୍ଥା ପରିଚାଳନା ପୂର୍ବରୁ ମତଦାତାଙ୍କ ସୁବିଧାକୁ ଗୁରୁତ୍ବ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଦେଶର ସମସ୍ତ ବିଧାନସଭା କ୍ଷେତ୍ର ଗୁଡ଼ିକର ସମୀକ୍ଷା କରାଯାଇଥିଲା। […]
ଛାନିଆରେ ବୋହିନେଲେ ଆଳୁ: ଆଳୁ ୬୫, ପିଆଜ ୭୦
ବାତ୍ୟା ପ୍ରତି ସତର୍କ ରହିବାକୁ ସରକାରଙ୍କ ପରାମର୍ଶ ପରେ ଆଳୁ ଗୋଦାମ ଉପରେ ଏହାର ପ୍ରଚଣ୍ଡ ପ୍ରଭାବ ଦେଖିବାକୁ ମିଳିଛି। ବାତ୍ୟା ହେଲେ ସେହି ସମୟରେ ତଥା ତା’ର ଆଉକିଛି ଦିନଯାଏ ଦୋକାନ ବଜାର ବନ୍ଦ ରହିବା ସହିତ ଯୋଗାଣ ବନ୍ଦ ହୋଇଯିବାରୁ ଜିନିଷପତ୍ରର ଅଭାବ ସୃଷ୍ଟିହେବାର ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ବାତ୍ୟା ପ୍ରତି ସତର୍କ ରହିବାକୁ ସରକାରଙ୍କ ପରାମର୍ଶ ପରେ ଆଳୁ ଗୋଦାମ ଉପରେ ଏହାର ପ୍ରଚଣ୍ଡ ପ୍ରଭାବ ଦେଖିବାକୁ ମିଳିଛି। ବାତ୍ୟା ହେଲେ ସେହି […]
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ମୁଖ୍ୟଯନ୍ତ୍ରୀ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର ଏଣ୍ଡ ବେସିନ ମେନେଜର (ବୈତରଣୀ ବେସିନ)ର କୈଳାସ ଚନ୍ଦ୍ର ସାହୁ । ତାଙ୍କର ଓଡ଼ିଶାର ୧୦ଟି ସ୍ଥାନରେ ଚଢାଉ ଚାଲିଛି। ବର୍ତ୍ତମାନ ଯାଏ ୩୬ଟି ଜାଗା , ୩ଟି ଫ୍ଲାଟ ଓ ଯାଜପୁରର କୋରେଇଠାରେ ଏକ ୩ ମହଲା କୋଠା ଓ ଏକ ଡଷ୍ଟର ଗାଡ଼ି ଠାବ ହୋଇଛି । କେନ୍ଦୁଝର/ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ମୁଖ୍ୟଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁ କେନ୍ଦୁଝର ଓ ଭଦ୍ରକ […]
ଜମ୍ମୁ-କଶ୍ମୀରରେ ନୂତନ ଆତଙ୍କବାଦୀ ସଂଗଠନର ପର୍ଦ୍ଦାଫାସ
ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀ ମଙ୍ଗଳବାର ଦିନ ଏକ ନୂଆ ଆତଙ୍କବାଦୀ ସଂଗଠନର ପର୍ଦ୍ଦାଫାସ କରିଛନ୍ତି। ଅନୁମାନ କରାଯାଉଛି ଯେ ଏହି ସଂଗଠନ ହେଉଛି ନିଷିଦ୍ଧ ସଂଗଠନ ଲସ୍କର-ଏ-ତୋଏବାର ଏକ ଅଂଶ। ଶ୍ରୀନଗର/ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀ ମଙ୍ଗଳବାର ଦିନ ଏକ ନୂଆ ଆତଙ୍କବାଦୀ ସଂଗଠନର ପର୍ଦ୍ଦାଫାସ କରିଛନ୍ତି। ଅନୁମାନ କରାଯାଉଛି ଯେ ଏହି ସଂଗଠନ ହେଉଛି ନିଷିଦ୍ଧ ସଂଗଠନ ଲସ୍କର-ଏ-ତୋଏବାର ଏକ ଅଂଶ। ଅଧିକାରୀମାନେ କହିଛନ୍ତି ଯେ ଶ୍ରୀନଗର, ଗାନ୍ଦେରବାଲ୍, ବାନ୍ଦିପୋରା, କୁଲଗାମ, ବୁଦଗାମ, […]
