1 min read

ପଦ୍ମାବତୀ ପ୍ୟାଲେସ୍‌ରେ ଶୋଭା ପାଇବେ ମା’

ପାର୍ବଣରେ ମହାମାୟୀ ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ଧରାବତାରଣ କରିବେ ମା’ ଦୁର୍ଗା। ମା’ଙ୍କ ପୁଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଭିନ୍ନ ଭିନ୍ନ ଡିଜାଇନର ତୋରଣ ସାଙ୍ଗକୁ ଆଖିଝଲସା ସାଜସଜ୍ଜାରେ ଲାଗିପଡ଼ିଛନ୍ତି ଆୟୋଜକ। କଟକ ରୋଡ ବ୍ୟବସାୟୀ ସଂଘର ପୂଜା ଏଥର ୪୪ବର୍ଷରେ ପହଞ୍ଚିଛି। ଏଥର ଚିତ୍ତୋରଗଡ଼ ରାଜ ପ୍ରସାଦର ରାଣୀ ପଦ୍ମାବତୀ ପ୍ୟାଲେସ ସଦୃଶ ତୋରଣ ପ୍ରସ୍ତୁତ ହେଉଛି। ଦେଢ଼ମାସ ହେବ ବଙ୍ଗୀୟ କାରିଗରମାନେ ମୂର୍ତ୍ତି ଓ ତୋରଣ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।  ଧରାବତାରଣ […]

1 min read

ନିଲାମ ହେଲା ମହାପ୍ରଭୁଙ୍କ ଅର୍ପଣ ଚାଉଳ

ଅର୍ପଣ ଚାଉଳକୁ ୨କୋଟି ୮୬ ଲକ୍ଷ ଟଙ୍କାରେ ବିକ୍ରି କରିଛି ଶ୍ରୀମନ୍ଦିର ପ୍ରଶାସନ ପୁରୀ/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ମହାପ୍ରଭୁଙ୍କ ଅର୍ପଣ ଚାଉଳ ନିଲାମ ହୋଇଛି। ମୋଟ ୧୦ହଜାର ୩୨୨ କ୍ବିଣ୍ଟାଲ ଅର୍ପଣ ଚାଉଳକୁ ୨କୋଟି ୮୬ ଲକ୍ଷ ଟଙ୍କାରେ ବିକ୍ରି କରିଛି ଶ୍ରୀମନ୍ଦିର ପ୍ରଶାସନ। କ୍ବିଣ୍ଟାଲ ପିଛା ୨୭ ଶହ ୮୦ ଟଙ୍କାରେ ଅର୍ପଣ ଚାଉଳ ବିକ୍ରି ହୋଇଛି। ଅର୍ପଣ ଚାଉଳକୁ ଟେଣ୍ଡର ମାଧ୍ୟମରେ ବିକ୍ରି କରିବାକୁ ନିକଟରେ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଶ୍ରୀମନ୍ଦିର […]

1 min read

‘କଂଗ୍ରେସ ଯୁବପିଢ଼ୀମାନଙ୍କୁ “ଡ୍ରଗ୍ସର ଅନ୍ଧକାର ଦୁନିଆ”କୁ ନେଇଯାଉଛି: ଶାହା

ଦିଲ୍ଳୀରେ ୫ ହଜାର କୋଟି ଟଙ୍କାର ଡ୍ରଗ୍ସ ଧରାପଡ଼ିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନ କଂଗ୍ରେସ ଦଳ ଉପରେ ଅଭିଯୋଗ ଲଗାଇ କହିଛନ୍ତି ଯେ ‘କଂଗ୍ରେସ ଯୁବପିଢ଼ୀମାନଙ୍କୁ “ଡ୍ରଗ୍ସର ଅନ୍ଧକାର ଦୁନିଆ”କୁ ନେଇଯାଉଛି।  ନୂଆଦିଲ୍ଳୀ/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ଦିଲ୍ଳୀରେ ୫ ହଜାର କୋଟି ଟଙ୍କାର ଡ୍ରଗ୍ସ ଧରାପଡ଼ିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦିନ କଂଗ୍ରେସ ଦଳ ଉପରେ ଅଭିଯୋଗ ଲଗାଇ କହିଛନ୍ତି ଯେ ‘କଂଗ୍ରେସ ଯୁବପିଢ଼ୀମାନଙ୍କୁ “ଡ୍ରଗ୍ସର […]

1 min read

ରାଜଧାନୀରେ ବଢୁଛି ଛିନ୍‌ତାଇ

ପାର୍ବଣ ସମୟରେ ବାରମ୍ବାର ଏଭଳି ଛିନ୍‌ତାଇ ଘଟୁଥିବାରୁ ରାଜଧାନୀବାସୀଙ୍କ ଭିତରେ ଆତଙ୍କ ଖେଳିଯାଇଛି ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ରାଜଧାନୀରେ ପୁଣି ଦିନ ଦିପହରରେ ଲୁଟ୍‌ ଘଟିଛି। ଆଜି ଅପରାହ୍ଣରେ ଲୁଟେରାମାନେ ବ୍ୟାଙ୍କ୍‌ରୁ ଫେରୁଥିବା ଜଣେ ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଇଛନ୍ତି। ଲୁଟ୍‌ର ଶିକାର ହୋଇଛନ୍ତି ଚନ୍ଦ୍ରଶେଖରପୁର ପ୍ରଗତି ଏନ୍‌କ୍ଲେଭ୍‌ରେ ରହୁଥିବା ପ୍ରତିମା ବେହେରା। ଏକ କଳାରଙ୍ଗର ପଲସର୍‌ ୨୨୦ରେ ଥିବା ୨ ଦୁର୍ବୃତ୍ତ ପ୍ରତିମାଙ୍କ ହାତରୁ ୩ ଲକ୍ଷରୁ ଅଧିକ ଟଙ୍କା ଥିବା ବ୍ୟାଗ୍‌ […]

1 min read

ଡ୍ରୋନ୍‌ କରିବ ଡ୍ରେନ୍‌ ସର୍ଭେ

ଗତବର୍ଷ ବି ସମ୍ବେଦନଶୀଳ ଜାଗା ଖୋଜିଥିଲେ ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ଭୁବନେଶ୍ବରରେ ଥିବା ଡ୍ରେନ୍‌ଗୁଡ଼ିକର ଡ୍ରୋନ୍‌ ସର୍ଭେ ହେବ। ଡ୍ରୋନ୍‌ ଉଡ଼ି ସମ୍ବେଦନଶୀଳ ଜାଗା ଖୋଜିବ। ଏହି ସବୁ ଜାଗା ଚିହ୍ନଟ ହେବା ପରେ ବିଏମ୍‌ସି ଏକ ସ୍ବତନ୍ତ୍ର ପ୍ଲାନ୍‌ ପ୍ରସ୍ତୁତ କରିବ। ଫଳରେ ଜଳବନ୍ଦି ସମସ୍ୟାରୁ ମୁକ୍ତି ମିଳିବ ବୋଲି ବିଏମ୍‌ସି ଯୋଜନା କରିଛି। କାର୍ଯ୍ୟାଦେଶ ଦିଆଯିବାର ମାସେ ମଧ୍ୟରେ ଏହି ସର୍ଭେ ସାରି ସଂସ୍ଥା ବିଏମ୍‌ସିକୁ ରିପୋର୍ଟ ପ୍ରଦାନ କରିବ। ରିପୋର୍ଟ ଆଧାରରେ […]

1 min read

ବନ୍ଧୁକମୁନରେ ଲୁଟିନେଲେ ବସ୍ତା ବସ୍ତା କେନ୍ଦୁପତ୍ର

ଦଶପଲ୍ଲା ବନାଞ୍ଚଳ ସାକେଣୀ କେନ୍ଦୁପତ୍ର ଫଡ଼ିରେ ବଡ଼ ଧରଣର ଡକାୟତି ହୋଇଛି। ବନ୍ଧୁକ ଦେଖାଇ ମୁଖା ପିନ୍ଧା ୧୦ଜଣ ଯୁବକ ଲୁଟିନେଇଛନ୍ତି ବସ୍ତା ବସ୍ତା କେନ୍ଦୁପତ୍ର। ଦଶପଲ୍ଲା/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ସାକେଣୀ କେନ୍ଦୁପତ୍ର ଫଡ଼ିରେ ବଡ଼ ଧରଣର ଡକାୟତି ହୋଇଛି। ବନ୍ଧୁକ ଦେଖାଇ ଲୁଟିନେଇଛନ୍ତି ବସ୍ତା ବସ୍ତା କେନ୍ଦୁପତ୍ର। ସରକାରଙ୍କ  ପକ୍ଷରୁ କେନ୍ଦୁପତ୍ର ଫଡିରେ ପତ୍ର ବାନ୍ଧିବା ସହ ଭଲ ପତ୍ର ଗୁଡିକୁ ବାଛି ରଖା ଯାଉଥିଲା ଏହି କାମରେ […]

1 min read

ବାଘ ଆତଙ୍କ! ଆଳିରେ ପହଞ୍ଚିଲେ ବନବିଭାଗ ଅଧିକାରୀ

ଆଳି/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ଆଳିରେ ବାଘ ପଇଁତରା ମାରୁଛି। ଏମିତି ଭିଡିଓ ଭାଇରାଲକୁ ନେଇ ଗତ ରାତି ଠାରୁ ଆଳିରେ ଆତଙ୍କିତ ଅବସ୍ଥା ସୃଷ୍ଟି ହୋଇଛି।ଆଳିର ଏକ ନିକାଞ୍ଚନ ପଡ଼ିଆରେ ବାଘ ବୁଲୁଛି। ସିମେଣ୍ଟ ପାଚେରୀ ଉପରେ କୁଦିକୁଦି ଚାଲୁଛି।ଗଛ ଉପରେ ଶୋଇଛି। ଏମିତି ସବୁ ଦୃଶ୍ୟର ଗୋଟିଏ ପରେ ଗୋଟିଏ ଭିଡିଓ ପୋଷ୍ଟରେ ଘୂରି ବୁଲୁଥିବାର ଦେଖି ଅଞ୍ଚଳବାସୀ  ଆତଙ୍କିତ ହୋଇପଡ଼ିଥିଲେ। ଆଳିରେ ବାଘ ପଇଁତରା ମାରୁଛି। ଏମିତି ଭିଡିଓ ଭାଇରାଲକୁ ନେଇ ଗତ […]

1 min read

କିଡ୍‌ନି ରୋଗ ନେଉଛି ମୁଣ୍ଡ

୨୮ ପରିବାରର ୩୧ ମୃତ ବୌଦ୍ଧ/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ସ୍ବାଧୀନତାର ୭୭ବର୍ଷ ପରେ ବି ପିଇବା ପାଣି ପାଇଁ ଡହଳବିକଳ। ଯେଉଁ ପାଣି ପିଉଛନ୍ତି, ତାହା ପାଲଟିଛି ଜହର। ଆଉ ଏହାର ଭୟଙ୍କର ମୂଲ୍ୟ ଦେବାକୁ ପଡୁଛି ଗ୍ରାମବାସୀଙ୍କୁ। ଦୂଷିତ ପାଣି ବ୍ୟବହାର କରି ଲୋକେ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି। ଏଭଳି ଏକ ଗାଁ ହେଉଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ଅନ୍ତର୍ଗତ ଜବଲପୁର। ୨୮ ପରିବାର ରହୁଥିବା ଏହି ଗାଁରେ […]

1 min read

ସ୍ଥାୟୀ ଡିଜିପି ନିଯୁକ୍ତି ପ୍ରସଙ୍ଗ

କେନ୍ଦ୍ର, ଓଡ଼ିଶା ସମେତ ସାତ ରାଜ୍ୟକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌ ନୂଆଦିଲ୍ଲୀ/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ପୁଲିସ ମହାନିର୍ଦ୍ଦେଶକଙ୍କ ନିଯୁକ୍ତି ନେଇ ପ୍ରକାଶ ସିଂହ ମାମଲା ମାର୍ଗଦର୍ଶିକାକୁ ଲାଗୁ କରିବା ତଥା ଦୁଇ ବର୍ଷର ନିଶ୍ଚିତ କାର୍ଯ୍ୟକାଳ ପାଇଁ ନିୟମିତ ନିଯୁକ୍ତି ଦାବି ସଂପର୍କିତ ଅର୍ଜିର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ସହ ଓଡ଼ିଶା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡକୁ ନୋଟିସ୍‌ ଜାରି କରିଛନ୍ତି। ଛଅ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ […]

1 min read

ଦଶହରା ଛୁଟି ପରେ ନବମ, ଦଶମ ଷାଣ୍ମାସିକ ପରୀକ୍ଷା

କଟକ,୦୪-୧୦-୨୪ (ପିପିଏସ) : ଚଳିତ ବର୍ଷ ଅକ୍ଟୋବର ୪ରୁ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। କିନ୍ତୁ ବ୍ଲକ୍‌ସ୍ତରୀୟ ସୁରଭି, ଜିଲ୍ଲା ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା, ପ୍ରାଥମିକ ବିଦ୍ୟାଳୟରେ ସ୍କ୍ରିମାଟିକ୍ ଶିକ୍ଷକ ନିଯୁକ୍ତି ମେଳା ଆଦି ସରକାରୀ କାର୍ଯ୍ୟକ୍ରମ ପାଇଁ ଅର୍ଦ୍ଧବାର୍ଷିକ ପରୀକ୍ଷାକୁ ଦଶହରା ଛୁଟି ପରେ କରାଯିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟର ପ୍ରାୟ ସମସ୍ତ ମାଧ୍ୟମିକ ବିଦ୍ୟାଳୟରେ ଏହି ଅର୍ଦ୍ଧବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ଏହି […]