1 min read

କ’ଣ ରାହୁଲ ଗାନ୍ଧୀ ଏମଏସପିର ସଂପୂର୍ଣ୍ଣ ଅର୍ଥ ଜାଣିଛନ୍ତି : ଅମିତ ଶାହା

 ନୂଆଦିଲ୍ଲୀ/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : କୃଷକଙ୍କ ସ୍ୱାର୍ଥକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି ଯେ ସେ ଏମଏସପିର ସମ୍ପୂର୍ଣ୍ଣ ଅର୍ଥ ଜାଣିଛନ୍ତି କି? ସେ ଆହୁରି ମଧ୍ୟ କହିଛନ୍ତି ଯେ ହରିୟାଣାର ବିଜେପି ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସପି)ରେ ୨୪ଟି ଫସଲ କିଣୁଛନ୍ତି। ରେଓ୍ଵାରିରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଅମିତ ଶାହା ଦୁର୍ନୀତି ଓ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ […]

1 min read

ଆଗାମୀ ଦିନରେ ଓଡ଼ିଶାକୁ ସାରା ବିଶ୍ୱର ଲୋକଙ୍କ ସୁଅ ଛୁଟିବ: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ବିଶ୍ୱ ପର୍ଯ୍ୟଟନ ଦିବସରେ ଆଜି ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ବାଇକ ରାଲି ହୋଇଯାଇଛି।  ଏହି ଅବସରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଧଉଳିରୁ କୋଣାର୍କ ପର୍ଯ୍ୟନ୍ତ ଏକ “ଐତିହ ସୁପରବାଇକ ରାଲି”ର ଶୁଭାରମ୍ଭ କରାଯାଇଛି। ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ସୁପରବାଇକ ରାଲିକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଆଗାମୀ ଦିନରେ ଓଡ଼ିଶାକୁ ସାରା ବିଶ୍ୱର ଲୋକଙ୍କ ସୁଅ ଛୁଟିବ। ପର୍ଯ୍ୟଟନ ବିଭାଗ ଏ […]

1 min read

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ବରୀ

ପାର୍ବଣରେ ମହାମାୟୀ ସମ୍ବଲପୁର/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ। ଓଡ଼ିଆମାନଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ପରେ ସମ୍ଭବତଃ ମା’ ସମଲେଇ ବା ସମ‌ଲେଶ୍ବରୀ ଓଡ଼ିଶାର ଏକମାତ୍ର ଅଧିଷ୍ଠାତ୍ରୀ ଦେବୀ ଯିଏ ସମଗ୍ର ପଶ୍ଚିମ ଓଡ଼ିଶା ସହିତ ଛତିଶଗଡ଼ ଓ ଝାଡ଼ଖଣ୍ଡର ଅନେକ ଅଞ୍ଚଳ ଭଳି ଏକ ବିଶାଳ ଭୂଖଣ୍ଡର ଲୋକମାନଙ୍କ ଆସ୍ଥାର କେନ୍ଦ୍ର। ଓଡ଼ିଶାର ଜୀବନରେଖା ମହାନଦୀ କୂଳରେ ପୂଜା ପାଉଥିବା ମା’ ସମଲେଇ ଆଦିଶକ୍ତି, ଜଗଜ୍ଜନନୀ, ମହାଲକ୍ଷ୍ମୀ, ମହାସରସ୍ବତୀ ଆଦି […]

1 min read

ନୀଳଗିରି ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା

ନୀଳଗିରି/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ନୀଳଗିରି ବିଜ୍ଞପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଭୋଟିଂରେ ପରାସ୍ତ ହୋଇଛନ୍ତି ବିଜେଡି ସମର୍ଥିତ ଅଧ୍ୟକ୍ଷା ଅମ୍ବିକା ଦାସ। ନୀଳଗିରି ଏନଏସି ମୋଟ ୧୩ଜଣ କାଉନସିଲର ଥିବା ବେଳେ ଏହି ଭୋଟିଂରେ ମୋଟ ୧୧ ଜଣ ଉପସ୍ଥିତ ରହିଥିବା ବେଳେ ଦୁଇଜଣ ଭୋଟିଂ ପକ୍ରିୟାରେ ନିଜକୁ ସାମିଲ କରିନଥିଲେ। ୭ ନମ୍ବର ଓ ୧୩ ନମ୍ବର କାଉନସିଲର ଏହି ଭୋଟିଂ ପକ୍ରିୟାରେ ନିଜକୁ ସାମିଲ କରିନଥିଲେ। ୧୧ ଗୋଟି ଭୋଟରୁ […]

1 min read

ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବଢ଼ାଇଲା କେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରତିଷ୍ଠାନରେ କାର୍ଯ୍ୟରତ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ କୋଠା ନିର୍ମାଣ, ମାଲ ବୋଝେଇ ଓ ଖଲାସ, ସୁରକ୍ଷା, ସଫେଇ, ହାଉସକିପିଂ, କୃଷି ଏବଂ ଖଣି କାର୍ଯ୍ୟ କରୁଥିବା ଶ୍ରମିକମାନେ ଏହାଦ୍ବାରା ଉପକୃତ ହେବେ। ଆସନ୍ତା ଅକ୍ଟୋବର ପହିଲାରୁ ବର୍ଦ୍ଧିତ ମଜୁରି ମିଳିବ। କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରତିଷ୍ଠାନରେ କାର୍ଯ୍ୟରତ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାରଙ୍କ […]

1 min read

ସ୍ପାମ୍‌ କଲ୍‌ ଓ ଏସ୍‌ଏମ୍‌ଏସ୍‌ ସମସ୍ୟାର ସମାଧାନ ଆଣୁଛି ଏୟାର୍‌ଟେଲ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ଆଜିକାଲି ସ୍ପାମ୍‌ କଲ୍‌ ଓ ଏସ୍‌ଏମ୍‌ଏସ୍‌ର ସମସ୍ୟା ପ୍ରାୟ ସମସ୍ତେ ଅନୁଭବ କରୁଥିବେ। ଏହି ସମସ୍ୟାର ସାମ୍ନା କରୁଥିବା ଅନେକ ଲୋକ ଏନେଇ ଅଭିଯୋଗ କରୁଛନ୍ତି। ଏହି ଅସୁବିଧାକୁ ଦୂର କରିବା ପାଇଁ ଏୟାର୍‌ଟେଲ୍‌ ଏକ ଖାସ୍‌ ଉପାୟ ଚିନ୍ତା କରିଛି। କମ୍ପାନି ଏବେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ପାୱାର୍ଡ ସ୍ପାମ୍‌ ଡି‌ଟେକ୍ସନ ସଲ୍ୟୁସନ୍‌ ରିଲିଜ୍‌ କରିଛି।  ଏହି ସେବା ଏଆଇର ସହଯୋଗରେ ଗ୍ରାହକଙ୍କୁ ସମ୍ଭାବିତ ସ୍ପାମ୍‌ କଲ୍‌ ଏବଂ ଏସ୍‌ଏମ୍‌ଏସ୍‌କୁ ବଞ୍ଚାଇବ। କମ୍ପାନିର କହିବା […]

1 min read

ଛିନତାଇ କରୁଥିବା ୪ଜଣଙ୍କୁ କାବୁ କଲା କମିଶନରେଟ ପୁଲିସ

ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : କମିଶନରେଟ ପୁଲିସ ପଞ୍ଝରେ ଚେନ ଲୁଟେରା ଗ୍ୟାଙ୍ଗ। କଟକ ଓ ଭୁବନେଶ୍ବରରୁ ଚେନ ଛିନତାଇ କରୁଥିବା ୪ଜଣଙ୍କୁ କାବୁ କଲା ସ୍ପେଶାଲ୍ ସ୍କ୍ବାଡ। ସୁରତରୁ ଆସି ଓଡ଼ିଶାରେ ଲୁଟ କରୁଥିଲେ ଲୁଟେରା। ପଲ୍ସର୍ ବାଇକ୍ ରେ ଆସି ଯୁବତୀ ଓ ମହିଳାଙ୍କୁ ଟାର୍ଗେଟ କରୁଥିଲେ ସେମାନେ। ଲୁଟ୍ କରୁଥିବା ସୁନା ଚେନକୁ ବିକ୍ରି ନକରି ଲୁଟେରା ଗ୍ୟାଙ୍ଗ ବନ୍ଧା ପକେଇ ଟଙ୍କା ଆଣୁଥିଲେ। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ମାଳମାଳ ମାମଲା ରହିଛି।ସେମାନଙ୍କ ନିକଟରୁ ୮ଟି ସୁନା […]

1 min read

ପୁରୀରେ ପ୍ରବଳ ବର୍ଷା; ଅସ୍ତବ୍ୟସ୍ତ ଜନଜୀବନ

ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ପୁରୀରେ ପ୍ରବଳ ବର୍ଷା ଯୋଗୁ ବଡ଼ଦାଣ୍ଡରେ ଜମିଲା ଆଣ୍ଠୁଏ ଉଚ୍ଚର ପାଣି । ଏବେ ବି ପୁରୀରେ ବର୍ଷା ଜାରି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ମାର୍କେଟ ଛକ, ବଡ଼ଶଙ୍ଖ, ଭିଆଇପି ରୋଡ୍, ଫାୟାର ଷ୍ଟେସନ ସମ୍ମୁଖ, ଅବକାଶ ଲେନ, ଗଜପତି ନଗର, ସୁଦର୍ଶନ ନଗର, ମାଟିଆପଡ଼ା ଆଦି ଅଞ୍ଚଳରେ ପାଣି ଜମିଛି । ସେହିପରି ଗୁଣ୍ଡିଚା ମନ୍ଦିର ଆଖପାଖ ଅଞ୍ଚଳରେ ବି ପାଣି ଜମିଛି । ଫଳରେ […]

1 min read

ଲୋକସେବା ଆୟୋଗର ଅଧ୍ୟକ୍ଷ ହେଲେ ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ଷଡ଼ଙ୍ଗୀଙ୍କୁ ୬ ବର୍ଷ ପାଇଁ ଏହି ନିଯୁକ୍ତି ଦିଆଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଶୁକ୍ରବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ପୁଲିସ ବିଭାଗର ଅନ୍ୟତମ ଦକ୍ଷ ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ଏବେ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି। ୧୯୯୦ ବ୍ୟ‌|ଚ୍‌ର […]

1 min read

ଭର୍ତ୍ତୃହରି ମହତାବ ଅର୍ଥ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ

୨୦୧୪ରେ ଅର୍ଥମବୀ ଅରୁଣ ଜେଟ୍‌ଲିଙ୍କ ପ୍ରସ୍ତାବକୁ ଗ୍ରହଣ କରିନଥିଲେ ନବୀନ ନୂଆଦିଲ୍ଲୀ/ଭୁବନେଶ୍ୱର ୨୭-୦୯-୨୦୨୪(ପିପିଏସ) : ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସଂସଦର ଗୁରୁତ୍ୱପୂର୍ଣ୍ଣ ଅର୍ଥ ଷ୍ଟାଣ୍ଡିଙ୍ଗ୍ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ପାର୍ଲାମେଣ୍ଟାରୀ ବୁଲେଟିନ୍‌ରୁ ମିଳିଥିବା ସୂଚନାନୁଯାୟୀ, ନବଗଠିତ କମିଟିରେ ରାଜ୍ୟସଭାରୁ ୧୦ ଏବଂ ଲୋକସଭାରୁ ୨୧ଜଣ ସଦସ୍ୟଙ୍କୁ ସାମିଲ କରାଯାଇଛି । ଶ୍ରୀ ମହତାବ କମିଟିର ଅଧ୍ୟକ୍ଷ ରହିଥିବା ବେଳେ ଅନେକ ବରିଷ୍ଠ ଓ ଅଭିଜ୍ଞସାଂସଦଙ୍କୁ ଏଥିରେ ସ୍ଥାନ ମିଳିଛି । ସୂଚନାଯୋଗ୍ୟ […]