Prajatantra

The Prajatantra is a prominent Odia-language daily newspaper founded on July 4, 1947, and officially launched as a daily on August 8, 1947. Conceived by Dr. Harekrushna Mahtab, it is headquartered near the High Court in Chandinchowk, Cuttack. As a fierce symbol of struggle against feudalism and orthodoxy, it publishes daily editions, maintains a strong local presence, and runs digital news.The newspaper has played a pivotal role in shaping Odisha's history, championing causes like the amalgamation of princely states, the SRC movement, and the establishment of the capital at Bhubaneswar. The publication operates under The Prajatantra Prachar Samity, which also produces popular sister publications including: The Jhankar: A monthly literary journal. The Meenabazar: A monthly magazine for children. The Saptahiki: The largest circulated Odia news weekly.

ଦିଗପହଣ୍ଡିରେ ପୁଣି ବୋମାମାଡ଼: ଅଞ୍ଚଳବାସୀ ଆତଙ୍କିତ

ଦିଗପହଣ୍ଡିରେ ପୁଣି ବୋମାମାଡ଼ କରାଯାଇଥିବାର ଖବର ମିଳିଛି। ଏନେଇ ଅଞ୍ଚଳବାସୀ ଆତଙ୍କିତ ଥିବା ଜଣାଯାଇଛି।  କେନାଲ ସାହିର ରାଜେନ୍ଦ୍ର ସେଠୀଙ୍କ ଘରକୁ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା...

ବଢ଼ିଲା ଏଲ୍‌ପିଜି ଦର; ଆହୁରି ୬୨ ଟଙ୍କା ଅଧିକରେ କିଣିବେ ଗ୍ରାହକ

ଦୀପାବଳି ପରେ ପରେ ଲୋକଙ୍କୁ ଲାଗିଛି ବଡ଼ ଧରଣର ଝଟ୍‌କା। ଆଜିଠାରୁ ଏଲ୍‌ପିଜି ଗ୍ୟାସ୍‌ର ଦର ୬୨ ଟଙ୍କା ବୃଦ୍ଧି ପାଇଛି। ତୈଳ କମ୍ପାନି ୧୯ କିଲୋର...

ପୁଣି ମହଙ୍ଗା ମାଡ଼: ବଢ଼ିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ/ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) : ଉପଭୋକ୍ତାଙ୍କ ଉପରେ ଗୋଟିଏ ପରେ‌ ଗୋଟିଏ ମହଙ୍ଗା ମାଡ଼ ଜାରି ରହିଛି। ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଛି। ଦୀପାବଳି ଉତ୍ସବରେ...

ଆସୁଛି ଆଉ ଏକ ଲଘୁଚାପ, ପୁଣି ଭିଜିବ ଓଡିଶା!

ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) : ଆସୁଛି ଆଉ ଏକ ଲଘୁଚାପ । ପୁଣି ଭିଜିବ ଓଡିଶା । ୫ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ...

ୟୁରୋପ ପାଇଁ ଇନ୍ଧନ ଯୋଗାଣରେ ଆଗୁଆ ଭାରତ

ଇନ୍ଧନ ଯୋଗାଣ ମାମଲାରେ ଭାରତ ୟୁରୋପର ଏକ ପ୍ରମୁଖ ଯୋଗାଣକାରୀ ପାଲଟିଛି। କରୋନା ମହାମାରୀ ସମୟରେ ୟୁରୋପର ତୈଳ ବିଶୋଧନାଗାର ବନ୍ଦ ହେବା ଏବଂ ପରେ ରୁଷିଆ-ୟୁକ୍ରେନ...

ବିପଦସଂକୂଳ ଅବସ୍ଥାରେ ମାଲକାନଗିରି ଜିଲ୍ଲାର ଶତାଧିକ ବିଦ୍ୟାଳୟ ଗୃହ

ମାଲକାନଗିରି ଜିଲ୍ଲାର ସାତୋଟି ବ୍ଲକରେ ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା। କେଉଁଠି ବିଦ୍ୟାଳୟ ଅଛି ତ  ଛାତ୍ରଛାତ୍ରୀ ନାହାନ୍ତି ତ ଆଉ କେଉଁଠି ଭଙ୍ଗା ଦଦରା କୋଠାରେ...

ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଭୁବନେଶ୍ୱରରେ ଭୟାବହ ଅଗ୍ନିକାଣ୍ଡ ଘଟି କେତେକ ଦୋକାନର ସାମଗ୍ରୀ ଜଳିପୋଡ଼ିପାଉଁଶ ହୋଇଯାଇଛି।  ଭୁବନେଶ୍ୱର,୦୧-୧୧-୨୦୨୪(ପିପିଏସ):ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଭୁବନେଶ୍ୱରରେ ଭୟାବହଅଗ୍ନିକାଣ୍ଡଘଟିକେତେକଦୋକାନରସାମଗ୍ରୀଜଳିପୋଡ଼ିପାଉଁଶହୋଇଯାଇଛିମାର୍କେଟ ବିଲ୍ଡିଂରୁ ଏକ ନମ୍ବର ହାଟକୁ ସଂଯୋଗ କରୁଥିବା ଅଣ୍ଡର ଗ୍ରାଉଣ୍ଡରେ ନିଆଁଲାଗିଥିଲାଅଣ୍ଡର ଗ୍ରାଉଣ୍ଡ ମାର୍କେଟରେଥିବା କପଡା ଦୋକାନରେ ନିଆଁ ଲାଗିବା ଯୋଗୁଁ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା।ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଣ୍ଡର ଗ୍ରାଉଣ୍ଡରେ ଲାଗିଥିବା ନିଆଁକୁ ଆୟତ୍ତ କରିଛନ୍ତି ।  ଅଣ୍ଡର...

ଜନ୍ମମାଟିରେ  କାଳୀ ପୂଜା ଓ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝରକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ଦିନରେ  ନିଜ ଗାଁ ରାଇକଳାରେ କାଳୀ ପୂଜା ଓ ଦୀପାବଳି ଉତ୍ସବ ପାଳନ...

ପୁରୀରେ ବାଣ ବିସ୍ଫୋରଣ

ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ଆଖି ବୁଜିଲେ ଯୁବକ ପୁରୀ/ଭୁବନେଶ୍ୱର ୦୧-୧୧-୨୦୨୪ (ପିପିଏସ) : ପୁରୀ ସଦର ଥାନା ଅନ୍ତର୍ଗତ ବାଟ ଗାଁରେ ବାଣ ବିସ୍ଫୋରଣରେ ଜଣେ ଯୁବକ...

ଏ ଏସ ଆଇର ମନମାନି:ସୂର୍ଯ୍ୟମନ୍ଦିରରେ ବଙ୍ଗୀୟ ପର୍ଯ୍ୟଟକ ଆହତ

ଆମ୍ବୁଲାନ୍ସ ପାଇଁ ବି ଫିଟୁନି ତାଲା କୋଣାର୍କ/ଭୁବନେଶ୍ୱର, ୩୦-୧୦-୨୦୨୪ (ପିପିଏସ ) : ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ସୁରକ୍ଷା ଓ ସଂରକ୍ଷଣ ଦାୟିତ୍ଵରେ ଥିବା...