ଭର୍ତ୍ତୃହରି ମହତାବ
ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ସଂସଦୀୟ ରାଜଭାଷା ସମିତିର ନିରୀକ୍ଷଣ ବୈଠକ
ନୂଆଦିଲ୍ଲୀ/ଅମ୍ବାଲା: ସାଂସଦ ତଥା ସଂସଦୀୟ ରାଜଭାଷା ସମିତିର ପ୍ରଥମ ଉପ-ସମିତିର ଉପାଧ୍ୟକ୍ଷ ଶ୍ରୀ ଭର୍ତ୍ତୃହରି ମହତାବ ଆଜି ସମିତିର ରାଜଭାଷା ସମ୍ବନ୍ଧୀୟ ନିରୀକ୍ଷଣ ଗସ୍ତର ଅଧ୍ୟକ୍ଷତା କରିଛନ୍ତି। ବୈଠକ ପୂର୍ବରୁ ଶ୍ରୀ ମହତାବ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ। ଏହି ଅବସରରେ ସେ ସଂସ୍ଥାଗୁଡ଼ିକର କାର୍ଯ୍ୟ ଏବଂ ରାଜଭାଷା ହିନ୍ଦୀର ପ୍ରୟୋଗ ସମ୍ପର୍କରେ ସୂଚନା ନେଇଥିଲେ। ଏହି ନିରୀକ୍ଷଣ କାର୍ଯ୍ୟକ୍ରମରେ TRIFED, ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗ, ଇଣ୍ଡିଆନ ଅଏଲ କର୍ପୋରେସନ, GAIL, […]