ପ୍ରମୁଖ ଖବର
୮୦ ବର୍ଷରୁ ଅଧିକ ବୟସ୍କ, ଦିବ୍ୟାଙ୍ଗଙ୍କୁ ଭତ୍ତା ବଣ୍ଟାଗଲା
୪.୧୭ ଲକ୍ଷ ଦିବ୍ୟାଙ୍ଗଙ୍କୁ ମାସିକ - ୩୫୦୦ ରାଜ୍ୟର ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ୮୦ ପ୍ରତିଶତ ବା ତା’ଠାରୁ ଅଧିକ ଦିବ୍ୟାଙ୍ଗ ଏଣିକି ମାସକୁ ୩୫୦୦ ଟଙ୍କା ଭତ୍ତା ପାଇବେ। ବିଜେପି ସରକାରର ଏହି ମହତ୍ତ୍ବାକାଂକ୍ଷୀ ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝରରେ ଶୁଭାରମ୍ଭ କରିଛନ୍ତି। କେନ୍ଦୁଝର/ଭୁବନେଶ୍ୱର ୧୬-୦୧-୨୦୨୫(ପିପିଏସ) : ରାଜ୍ୟର ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ୮୦ ପ୍ରତିଶତ ବା ତା’ଠାରୁ ଅଧିକ ଦିବ୍ୟାଙ୍ଗ ଏଣିକି ମାସକୁ ୩୫୦୦ ଟଙ୍କା ଭତ୍ତା […]
ପ୍ଲାଣ୍ଟ ଭିତରେ ତହସିଲଦାର ଓ ପୁଲିସ୍
ସିମେଣ୍ଟ ପ୍ଲାଣ୍ଟରେ କୋଲ୍ହପର୍ ଭୁଶୁଡ଼ିବା ଘଟଣା ରାଜଗାଙ୍ଗପୁର/ଭୁବନେଶ୍ୱର ୧୬-୦୧-୨୦୨୫(ପିପିଏସ) : ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ଏକ ସିମେଣ୍ଟ ପ୍ଲାଣ୍ଟରେ କୋଲ୍ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା ପ୍ରକାଶ ପାଇଛି। ଷ୍ଟକ ରଖାଯାଉଥିବା କୋଇଲା ହପର୍ ଭୁଶୁଡ଼ି ପଡ଼ିବାରୁ କାର୍ଯ୍ୟରତ ଶ୍ରମିକମାନେ ଏହା ତଳେ ଚାପି ହୋଇ ରହିଯାଇଛନ୍ତି। ଏକାଧିକ ଶ୍ରମିକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି ।ତିନିରୁ ୪ ଜଣ ଶ୍ରମିକ ଚାପି ହୋଇଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ […]
ମାଟିରେ ମିଶିବ ବୈକୁଣ୍ଠଧାମ ଆଶ୍ରମ
ଶୁକ୍ରବାର ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମ ମାଟିରେ ମିଶିବ। ମାଇକ୍ ଯୋଗେ ବିଡ଼ିଏ ପକ୍ଷରୁ ଗୁରୁବାର ଏନେଇ ଘୋଷଣା କରାଯାଇଛି। ସରକାରୀ ଜମି ଜବର ଦଖଲ କରି ବୈକୁଣ୍ଠଧାମ ତିଆରି ହୋଇଥିବା ବିଡ଼ିଏ ପକ୍ଷରୁ କୁହାଯାଇଛି । ଯଥାଶୀଘ୍ର ସେହି ଜମି ଖାଲି କରିବାକୁ ବିଡ଼ିଏ କହିଛି ଭୁବନେଶ୍ୱର ୧୬-୦୧-୨୦୨୫(ପିପିଏସ) : ଶୁକ୍ରବାର ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମ ମାଟିରେ ମିଶିବ। ମାଇକ୍ ଯୋଗେ ବିଡ଼ିଏ ପକ୍ଷରୁ ଗୁରୁବାର ଏନେଇ ଘୋଷଣା କରାଯାଇଛି। ସରକାରୀ ଜମି ଜବର […]
୧୮ ଜାନୁଆରିରୁ ଭିତରକନିକାରେ ପକ୍ଷୀ ଗଣନା
ଜାନୁଆରି ୧୮ରୁ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ରାଜନଗର ଜଙ୍ଗଲ ବିଭାଗ ଦ୍ବାରା ରାଜନଗର, କନିକା, ଗହିରମଥା, ମହାକାଳପଡା ଏବଂ କୁଜଙ୍ଗ ଆଦି ପାଞ୍ଚଟି ରେଞ୍ଜ୍ରେ ପକ୍ଷୀ ଗଣନା କରାଯିବ ରାଜନଗର/ଭୁବନେଶ୍ୱର ୧୬-୦୧-୨୦୨୫(ପିପିଏସ) : ଜାନୁଆରି ୧୮ରୁ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ରାଜନଗର ଜଙ୍ଗଲ ବିଭାଗ ଦ୍ବାରା ରାଜନଗର, କନିକା, ଗହିରମଥା, ମହାକାଳପଡା ଏବଂ କୁଜଙ୍ଗ ଆଦି ପାଞ୍ଚଟି ରେଞ୍ଜ୍ରେ ପକ୍ଷୀ ଗଣନା କରାଯିବ। ଜାନୁଆରି ୧୭ରେ […]
ପଦ୍ମ ବିଜେତାଙ୍କୁ ମାସକୁ ମିଳିବ ୩୦ ହଜାର
ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ପକ୍ଷରୁ ସମ୍ମାନସୂଚକ ସହାୟତା ରାଶି ଘୋଷଣା କରାଯାଇଛି । ସେମାନଙ୍କୁ ମାସିକ ୩୦ ହଜାର ଟଙ୍କା ମିଳିବ ଭୁବନେଶ୍ୱର ୧୬-୦୧-୨୦୨୫(ପିପିଏସ) : ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ସରକାରଙ୍କ ପକ୍ଷରୁ ସମ୍ମାନସୂଚକ ସହାୟତା ରାଶି ଘୋଷଣା କରାଯାଇଛି। ସେମାନଙ୍କୁ ମାସିକ ୩୦ ହଜାର ଟଙ୍କା ମିଳିବ । ଓଡ଼ିଶା ସରକାର ଏହି ସହାୟତା ରାଶି ଘୋଷଣା କରିଛନ୍ତି ।ଚଳିତ ଜାନୁଆରି ମାସ […]
ରାଜଧାନୀରେ ବିଭତ୍ସ ଦୃଶ୍ୟ: ଶିଶୁପୁତ୍ରର ମୃତଦେହ ଝୁଣି ଖାଇଲା କୁକୁର
ରାଜଧାନୀ ଭୁବନେଶ୍ବରରେ ଏକ ଅଭାବନୀୟ ଘଟଣା ଘଟିଛି । ଶିଶୁପୁତ୍ରର ମୃତଦେହକୁ କୁକୁର ଝୁଣି ଖାଇବା ଘଟଣା ଘଟିଛି। ମାନବିକତା ହରାଇଥିବା କେହି ଜଣେ ମଣିଷ ନବଜାତ ଶିଶୁର ମୃତଦେହକୁ ରାସ୍ତାକଡ଼ରେ ପକାଇ ଦେଇଥିବା କୁହାଯାଉଛି ଭୁବନେଶ୍ୱର ୧୬-୦୧-୨୦୨୫(ପିପିଏସ) : ରାଜଧାନୀ ଭୁବନେଶ୍ବରରେ ଏକ ଅଭାବନୀୟ ଘଟଣା ଘଟିଛି । ଶିଶୁପୁତ୍ରର ମୃତଦେହକୁ କୁକୁର ଝୁଣି ଖାଇବା ଘଟଣା ଘଟିଛି। ମାନବିକତା ହରାଇଥିବା କେହି ଜଣେ ମଣିଷ ନବଜାତ ଶିଶୁର ମୃତଦେହକୁ ରାସ୍ତାକଡ଼ରେ ପକାଇ ଦେଇଥିବା କୁହାଯାଉଛି […]
କଟକରେ ବନ୍ଦ ହେବ ୨ ମାଇକ୍ରୋ କମ୍ପୋଷ୍ଟ୍ ପ୍ଲାଣ୍ଟ୍: ହାଇକୋର୍ଟ
କଟକରେ ୨ ଟି ମାଇକ୍ରୋ କମ୍ପୋଷ୍ଟ୍ ପ୍ଲାଣ୍ଟ୍ ବନ୍ଦ ହେବ। ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେଲେଙ୍ଗା ବଜାର ଓ ସତୀଚୌରା ମାଇକ୍ରୋ କମ୍ପୋଷ୍ଟ୍ ପ୍ଲାଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ ଜାରି ହୋଇଛି କଟକ ୧୬-୦୧-୨୦୨୫(ପିପିଏସ) : କଟକରେ ୨ ଟି ମାଇକ୍ରୋ କମ୍ପୋଷ୍ଟ୍ ପ୍ଲାଣ୍ଟ୍ ବନ୍ଦ ହେବ। ଏନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେଲେଙ୍ଗା ବଜାର ଓ ସତୀଚୌରା ମାଇକ୍ରୋ କମ୍ପୋଷ୍ଟ୍ ପ୍ଲାଣ୍ଟ ବନ୍ଦ ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ଆସନ୍ତା କାଲିଠାରୁ ଏହି ଦୁଇ […]
ସିମେଣ୍ଟ ପ୍ଲାଣ୍ଟରେ ଅଘଟଣ: କୋଲ୍ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା
ରାଜଗାଙ୍ଗପୁରରେ ଏକ ସିମେଣ୍ଟ ପ୍ଲାଣ୍ଟରେ କୋଲ୍ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା ପ୍ରକାଶ ପାଇଛି। ଷ୍ଟକ ରଖାଯାଉଥିବା କୋଇଲା ହପର୍ ଭୁଶୁଡ଼ି ପଡ଼ିବାରୁ କାର୍ଯ୍ୟରତ ଶ୍ରମିକମାନେ ଏହା ତଳେ ଚାପି ହୋଇ ରହିଯାଇଛନ୍ତି ରାଜଗାଙ୍ଗପୁର/ଭୁବନେଶ୍ୱର ୧୬-୦୧-୨୦୨୫(ପିପିଏସ) : ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ଏକ ସିମେଣ୍ଟ ପ୍ଲାଣ୍ଟରେ କୋଲ୍ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା ପ୍ରକାଶ ପାଇଛି। ଷ୍ଟକ ରଖାଯାଉଥିବା କୋଇଲା ହପର୍ ଭୁଶୁଡ଼ି ପଡ଼ିବାରୁ କାର୍ଯ୍ୟରତ ଶ୍ରମିକମାନେ ଏହା ତଳେ ଚାପି […]
ଅଙ୍ଗନୱାଡି କର୍ମଚାରୀଙ୍କ ଦରମା ବୃଦ୍ଧି କରିବେ ସରକାର: ଉପମୁଖ୍ୟମନ୍ତ୍ରୀ
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର କହିଛନ୍ତି ଯେ, ପ୍ରସ୍ତାବ ଅନୁଯାୟୀ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା ବୃଦ୍ଧି ଉପରେ ଓଡ଼ିଶା ସରକାର ବିଚାର କରୁଛନ୍ତି। ବେତନ ବୃଦ୍ଧି ଦ୍ୱାରା ରାଜ୍ୟର ୭୪,୦୦୦ କେନ୍ଦ୍ରର ପ୍ରାୟ ୧.୪ ଲକ୍ଷ ଅଙ୍ଗନୱାଡି କର୍ମଚାରୀ ଉପକୃତ ହେବେ ଭୁବନେଶ୍ୱର ୧୬-୦୧-୨୦୨୫(ପିପିଏସ) : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର କହିଛନ୍ତି ଯେ, ପ୍ରସ୍ତାବ ଅନୁଯାୟୀ ଅଙ୍ଗନୱାଡି କର୍ମଚାରୀଙ୍କ ଦରମା ବୃଦ୍ଧି ଉପରେ ଓଡ଼ିଶା ସରକାର ବିଚାର କରୁଛନ୍ତି। କେନ୍ଦ୍ରୀୟ ଅନୁମୋଦନ ଲୋଡିଥିବା ଏହି ପ୍ରସ୍ତାବ […]
ଭାଇରାଲ ରୋକିବ ମାଟ୍ରିକ୍ ପ୍ରଶ୍ନପତ୍ରର ନମ୍ବରିଂ, ବାରକୋର୍ଡ ବ୍ୟବସ୍ଥା!
କିଛି ବର୍ଷ ହେଲା ମାଟ୍ରିକ୍ ପରୀକ୍ଷାରେ ବିଭ୍ରାଟ ହେଉଛି। ଏହା ଦ୍ବାରା ଭଲ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନିରାଶ ହେବାକୁ ପଡୁଛି। ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା-୨୦୨୫ର ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ମାଧ୍ୟମିକ ଶିକ୍ଷା ବୋର୍ଡ ବଡ଼ ପଦକ୍ଷେପ ନେଇଛି। କଟକ ୧୫ୃ୦୧-୨୦୨୫(ପିପିଏସ ) : ବିଗତ କିଛି ବର୍ଷ ହେଲା ମାଟ୍ରିକ୍ ପରୀକ୍ଷାରେ ବିଭ୍ରାଟ ହେଉଥିବା ନେଇ ଖବର ଆସୁଛି। ଏହା ଦ୍ବାରା ଭଲ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନିରାଶ ହେବାକୁ ପଡୁଛି। […]
