କାଠଯୋଡ଼ି ନଦୀ ପଠାରୁ କୁମ୍ଭୀର ଛୁଆ ଉଦ୍ଧାର
1 min read

କାଠଯୋଡ଼ି ନଦୀ ପଠାରୁ କୁମ୍ଭୀର ଛୁଆ ଉଦ୍ଧାର

କଟକ,୧୭-୦୯-୨୦୨୪(ପିପିଏସ) : କଟକ ସିଡିଏ ୧୧ ନମ୍ବର୍ ନିକଟ କାଠଯୋଡ଼ି ନଦୀପଠାରୁ କୁମ୍ଭୀର ଛୁଆ ଉଦ୍ଧାର। ଚାରି ମାସର କୁମ୍ଭୀର ଛୁଆ ଉଦ୍ଧାର କଲା ବନ ବିଭାଗ। ଘଡିଆଳ ପ୍ରଜାତିର ଚାରିମାସ ର କୁମ୍ଭୀର ଛୁଆ ଉଦ୍ଧାର ।ଉଦ୍ଧାର ପରେ କୁମ୍ଭୀର ଛୁଆ ଟିକୁ ସିଟି ଫରେଷ୍ଟ ରେଞ୍ଜ ଅଫିସ କୁ ଅଣାଯାଇଛି। ଉଦ୍ଧାର ସମୟରେ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ଥିବା ବେଳେ ଲମ୍ୱ ଦୁଇ ଫୁଟ ରହିଛି। ଆଗକୁ ସଂପୂର୍ଣ୍ଣ ସ୍ବାସ୍ଥ୍ୟ ପରୀକ୍ଷା ପରେ କେଉଁଠି ଛାଡ଼ିବେ ନିଷ୍ପତ୍ତି ନେବ ବନ ବିଭାଗ। କଟକ ସିଟି ଫରେଷ୍ଟ ଡିଭିଜନ କର୍ମଚାରୀ ଓ ନନ୍ଦନକାନନ ବିଶେଷଜ୍ଞଙ୍କ ଉପସ୍ଥିତିରେ ଉଦ୍ଧାର ହେଲା କୁମ୍ଭୀର ବୋଲି ସୂଚନା ଦେଲେ ରେଞ୍ଜ ଅଫିସର ରଶ୍ମିରେଖା ପରିଡା ପରିଡା।

Leave a Reply

Your email address will not be published. Required fields are marked *