1 min read

ଜାପାନରେ ରାଜନାଥ

ଭାରତ ଓ ଜାପାନ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ କରିବାକୁ ହେବ ବଡ଼ ପ୍ରସ୍ତୁତି । ଏଥିପାଇଁ ଜାପାନ ଗସ୍ତରେ ଯାଉଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବୈଦେଶିକ ମନ୍ତ୍ରୀ ଡ. ଏସ୍. ଜୟଶଙ୍କର । ଟୋକିଓରେ ଉଭୟ ଦେଶ ମଧ୍ୟରେ ଚତୁର୍ଥ ‘2+2’ ବୈଠକ ଅନୁଷ୍ଠିତ ହେବ । ଏହି ଉଚ୍ଚସ୍ତରୀୟ ଆଲୋଚନାରେ ପ୍ରତିରକ୍ଷା ସହଯୋଗ, ସାମରିକ ଅଭ୍ୟାସ ଏବଂ ସମୁଦ୍ର ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହେବ ।

Leave a Reply

Your email address will not be published. Required fields are marked *