1 min read

ଗାନ୍ଧୀଜୀଙ୍କ ପ୍ରକୃତ ଲକ୍ଷ୍ୟ ମୋଦୀଜୀ ପୂରଣ କରିଛନ୍ତି: ମୁଖ୍ୟମନ୍ତ୍ରୀ

କଟକ/ଫୁଲନଖରା,୦୩-୧୦-୨୦୨୪ (ପିପିଏସ) : ଗାନ୍ଧିଜୀଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ହୋଇଯାଇଥିଲା। ଗାନ୍ଧିଜୀ ହେଉଛନ୍ତି ସମଗ୍ର ମାନବ ଜାତିର ସଂପଦ। ସମଗ୍ର ବିଶ୍ୱର ଆଦର୍ଶ। ତାଙ୍କ ଜୀବନ ଥିଲା ସତ୍ୟ ସହ ନିରନ୍ତର ପରୀକ୍ଷା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଜିଲ୍ଲା ତେଲେଙ୍ଗାପେଣ୍ଠରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବରେ ଯୋଗଦେଇ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗାନ୍ଧୀଜୀ ତେଲେଙ୍ଗାପେଣ୍ଠକୁ ଆସି ଏଠାରେ ସମସ୍ତଙ୍କୁ ସ୍ବାଧୀନତା ସଂଗ୍ରାମ ପାଇଁ ଅନୁପ୍ରାଣିତ କରିଥିଲେ। ଗାନ୍ଧୀଜୀଙ୍କ […]

1 min read

ପୁଲିସ୍‌ ଷ୍ଟେସନ୍‌ ସମ୍ମୁଖରେ ଧାରଣାରେ ବସି ଗିରଫ ହେଲେ ରୁପା ଗାଙ୍ଗୁଲୀ

କୋଲକାତା/ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) :  ବାଂସଦ୍ରୋଣୀ ପୁଲିସ ଷ୍ଟେସନରେ ସାରା ରାତି ଧାରଣାରେ ବସିବା ପରେ ବିଜେପିର ବରି‌ଷ୍ଠ ନେତ୍ରୀ ତଥା ପୂର୍ବତନ ସାଂସଦ ରୁପା ଗାଙ୍ଗୁଲୀଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସ୍‌। ଏକ ସଡ଼କ ଦୁର୍ଘଟଣା ମାମଲାରେ ଗିରଫ ହୋଇଥିବା ବିଜେପି ନେତାଙ୍କୁ ମୁକ୍ତ କରିବାକୁ ଗାଙ୍ଗୁଲି ଦାବି କରି ପୁଲିସ୍‌ ଷ୍ଟେସନ୍‌ ସମ୍ମୁଖରେ ରାତି ସାରା ଧାରଣାରେ ବସିଥିବାରୁ ତାଙ୍କୁ ପୁଲିସ୍‌ ଗିରଫ କରିଛି। ସେ ପୁଲିସ୍‌କୁ ତା’ର କାର୍ଯ୍ୟ କରିବାରେ ବାଧା ଉପୁଜାଉଥିବା […]

1 min read

ଇଟାରେ ଛେଚି ମା’କୁ ହତ୍ୟା!

ଝାରସୁଗୁଡ଼ା/ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ଟଙ୍କା କେଇଟା ପାଇଁ ପୁଅ ସାଜିଲା ଦାନବ। ନିଜେ ନଖାଇ ପେଟକୁ ଦାନା ଯୋଗାଇଥିବା ମା’ର ସବୁ ବଳିଦାନକୁ ଭୁଲିଗଲା ପୁଅ। ଶେଷରେ ଇଟାରେ ‌ଛେଚି ମା’କୁ ହତ୍ୟା କଲା ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲିମଡିହି ଗ୍ରାମରେ। ଏହି ଘଟଣାରେ ଭଗବତୀ ମିର୍ଦ୍ଧା(୬୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ […]

1 min read

ଓଡିଶାରେ ପୁଞ୍ଚିନିବେଶ ପାଇଁ ସକରାତ୍ମକ ଆଲୋଚନା ହୋଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆମ୍ବାସଡର ସମ୍ମିଳନୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ, ହାଇ କମିସନର, କନ୍‌ସଲ୍‌ ଜେନେରାଲ୍‌, ଟ୍ରେଡ୍‌ କମିସନର ଓ କୂଟନୀତିଜ୍ଞମାନଙ୍କୁ ଭେଟିବା ପରେ କହିଛନ୍ତି ଯେ କମିଶନର, ହାଇକମିଶନର ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ହୋଇଛି। ଓଡିଶାରେ ଶିଳ୍ପ ବାତାବରଣ ଏବଂ ପୁଞ୍ଚିନିବେଶ ପାଇଁ ସକରାତ୍ମକ ଆଲୋଚନା ହୋଇଛି। ଏଥିରେ ଆନ୍ତର୍ଜାତିକ ସହଭାଗୀତା ଭିତ୍ତିରେ ଓଡିଶାରେ କିପରି ବିଦେଶୀ ପୁଞ୍ଜି ନିବେଶ ହୋଇ ପାରିବ ଆଜିର […]

1 min read

ନୂଆ ସିପିଙ୍କ ଆଗରେ ଅନେକ ଆହ୍ବାନ

କମିସନରେଟ୍‌ ପୁଲିସରେ ଅପରାଧୀଙ୍କ ସ୍ଥାନ ନାହିଁ। ଭୁବନେଶ୍ୱର ୦୧-୧୦-୨୦୨୪ (ପିପିଏସ) : କମିସନରେଟ୍‌ ପୁଲିସରେ ଅପରାଧୀଙ୍କ ସ୍ଥାନ ନାହିଁ। ରାସ୍ତାଘାଟରେ କମେଣ୍ଟ କରୁଥିବା ଅସାମାଜିକଙ୍କ ଠାରୁ ଆରମ୍ଭ କରି ବଡ଼ ଅପରାଧ ଘଟାଉଥିବା କୁଖ୍ୟାତ ଅପରାଧୀ, କାହାକୁ ଛଡ଼ାଯିବ ନାହିଁ। ପୁଲିସ ଅପରାଧୀଙ୍କୁ ଅପରାଧ ଭାଷାରେ ବୁଝାଇବ। କୌଣସି ପ୍ରକାର ଅପରାଧକୁ ବରଦାସ୍ତ କରାଯିବ ନାହିଁ। ହେଲେ ଥାନାକୁ ଆସୁଥିବା ଲୋକଙ୍କୁ ଯଥାସମ୍ଭବ ନ୍ୟାୟ ଦେବାକୁ ଚେଷ୍ଟା କରିବ। ଲୋକଙ୍କ ପ୍ରତି ନମ୍ର ଆଚରଣ ପ୍ରଦର୍ଶନ କରିବ। […]

1 min read

ତେଜିଲା ଭଦ୍ରକ ହିଂସା ରାଜନୀତି

ସାମ୍ପ୍ରଦାୟିକ ହିଂସାକୁ ନେଇ ତେଜିଲା ରାଜନୀତି । ଭଦ୍ରକ ଘଟଣାରେ ବିଜେଡିକୁ ବିଜେପିର କଡ଼ା ଟାର୍ଗେଟ୍ । ଭୁବନେଶ୍ୱର ୦୧-୧୦-୨୦୨୪ (ପିପିଏସ) : ସାଂପ୍ରଦାୟିକ ହିଂସାକୁ ନେଇ ପୁଣି ତେଜିଲା ରାଜନୀତି। ଭଦ୍ରକ ଘଟଣାକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି। ନୂଆ ସରକାରକୁ ଦୋଷ ଦେଲା ବିଜେଡି। ବିଜେପି କହିଲା- ଭଦ୍ରକ ହିଂସା ପଛରେ ବିଜେଡି ! ଭଦ୍ରକ ଘଟଣାକୁ ନେଇ ଗତକାଲି ବିଜେଡି ଅଭିଯୋଗ କରିଥିଲା,ବିଜେପି ସରକାର ଆସିବାର ତିନି ମାସ ଭିତରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ […]

1 min read

ନିଲମ୍ବିତ ହେଲେ ପାଳିଆ ସେବକ

ଭୁବନେଶ୍ୱର ୦୧-୧୦-୨୦୨୪ (ପିପିଏସ) : ଶ୍ରୀମନ୍ଦିର ରୋଷରେ ଲୁହା କଡ଼େଇ ବ୍ୟବହାର ନେଇ ଆକ୍ସନ । ୩ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଶ୍ରୀମନ୍ଦିର ତଥା ରୋଷଘରେ ପ୍ରବେଶ ନିଷିଦ୍ଧ କରାଯାଇଛି । ଜଣେ ପାଳିଆ ସେବକଙ୍କୁ ମହାପ୍ରଭୁଙ୍କ ସେବାପୂଜାରୁ ନିଲମ୍ବିତ କରାଯାଇଛି । କାର୍ଯ୍ୟାନୁଷ୍ଠାନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀଙ୍କ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ରୋଷରେ […]

1 min read

କଟକର ନୂଆ ଡିସିପି ଭାବେ ଦାୟିତ୍ୱ ଜଗମୋହନ ମୀନା

କଟକ,୦୧-୧୦-୨୦୨୪ (ପିପିଏସ) : କଟକର ନୂତନ ଡିସିପି ଭାବେ ଦାୟିତ୍ୱ ନେଲେ ୨୦୧୩ ବ୍ୟାଚର ଆଇପିଏସ ଜଗମୋହନ ମୀନା । ଆଇ ପି ଏସ ପ୍ରକାଶ ଆର୍ ଙ୍କ ବଦଳି ପରେ ଜଗମୋହନ ମୀନା ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ କଟକ ର ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଦାୟିତ୍ବ ଗ୍ରହଣ ପରେ ଡିସିପି ପତିକ୍ରିୟା ଦେଇ କହିଛନ୍ତି ଆଗକୁ ପାର୍ବଣ ଋତୁ ଆରମ୍ଭ ହେଉଛି ତେଣୁ ତାହା […]

1 min read

କଳିଙ୍ଗ ଛକରେ ଗଳିପୋଲ ପାଇଁ ସ୍ଥିତି ପରଖିଲେ ସାଂସଦ

କଟକ-ଚୌଦ୍ୱାର,୦୧-୧୦-୨୦୨୪ (ପିପିଏସ) : ନିର୍ମାଣାଧୀନ ୫୫ ନମ୍ବର ଜାତୀୟ ରାଜପଥର କଳିଙ୍ଗଛକଠାରେ ରାଜପଥରେ ଏକ ଗଳିପୋଲ ନିର୍ମାଣ କରିବା ପାଇଁ କଳିଙ୍ଗ ବଜାର କମିଟି କଟକ ସାଂସଦ ଭତ୍ତୃହରି ମହତାବଙ୍କୁ ପୂର୍ବରୁ ଏକ ଲିଖିତ ଆବେଦନ କରିଥିଲେ ।ବ୍ୟସ୍ତ ବହୁଳ କଳିଙ୍ଗ ଛକରେ ଜାତୀୟ ରାଜପଥରରେ ଗଳିପୋଲି ନିର୍ମାଣ ସମ୍ପର୍କରେ ଅନୁଧ୍ୟନ ପାଇଁ ସାଂସଦ ଶ୍ରୀ ମହତାବ ସୋମବାର ଦିନ କଳିଙ୍ଗଛକରେ ପହଞ୍ଚିଥିଲେ । କଳିଙ୍ଗ ବଜାର କମିଟି ତରଫରୁ କିଶୋର କୁମାର ସାହୁ, ସୋରେନ୍ ବେହେରା, […]

1 min read

ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲା

ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌ କଟକ,୦୧-୧୦-୨୦୨୪ (ପିପିଏସ) : ବିଜୁ ଜନତା ଦଳ (ବିଜେଡି)ର ରାଉରକେଲା ବିଧାୟକ ସାରଦା ନାୟକଙ୍କ ନାଁରେ ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲା ନେଇ ଓଡ଼ିଶା ହାଇକୋର୍ଟ ମଙ୍ଗଳବାର ଶୁଣାଣି କରିଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଉତ୍ତର ରଖିବାକୁ ସାରଦା ନାୟକଙ୍କୁ ନୋଟିସ୍‌ ଜାରି କରିଛନ୍ତି। ୧୯ ନଭେମ୍ବର ମାମଲାର ପରବର୍ତ୍ତୀ ଶୁଣାଣି ହେବ। ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ନେଇ ଅନ୍ୟ ଏକ ମାମଲାରେ […]