October 2024
ସିମୁଳିଆରେ ବିପୁଳ ପରିମାଣର କଳା ହୀରା ଜବତ
ସିମୁଳିଆ/ଭୁବନେଶ୍ୱର ୧୮-୧୦-୨୦୨୪(ପିପିଏସ) : ଧାମରା-ଭଦ୍ରକ ରେଳ ଲାଇନରେ ଚଳନ୍ତା ଟ୍ରେନରୁ କୋଇଲା ଚୋରୀ ହୋଇ ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଣ୍ଡିମାନ ଖୋଲାଯାଇ ଚୋରା ବିକ୍ରି ଚାଲିଛି । କୋଇଲା ମାଫିଆଙ୍କ ଚ୍ୟାଲେଞ୍ଜ ଓ କିଛି ଅସାଧୁ ପୋଲିସଙ୍କ ପାଇଁ ପୋଲିସକୁ ଚିନ୍ତାରେ ପକାଇଥିବା ବେଳେ । ଆଜି ସିମୁଳିଆ ଅଂଚଳରୁ ବିପୁଳ ପରିମାଣରେ କଳାହିରା ଜବତ ହେବା ଘଟଣା ବେପାରୀଙ୍କ ମଧ୍ୟରେ କୋକୁଆଭୟ ଖେଳାଇ ଦେଇଛି ସୂଚନାରୁ ପ୍ରକାଶ ବିଦେଶରୁ ଧାମରାକୁ ରେଳ […]
ପୁରୀ ବିମାନବନ୍ଦର ପାଇଁ ଖୁବ୍ ଶୀଘ୍ର ଜମି ଅଧିଗ୍ରହଣ
ପୁରୀରେ ନିର୍ମାଣ ହେବାକୁ ଥିବା ‘ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର’ ପାଇଁ ଖୁବ୍ ଶୀଘ୍ର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ଭୁବନେଶ୍ୱର ୧୮-୧୦-୨୦୨୪(ପିପିଏସ) : ପୁରୀରେ ନିର୍ମାଣ ହେବାକୁ ଥିବା ‘ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର’ ପାଇଁ ଖୁବ୍ ଶୀଘ୍ର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ୧୨ଜଣିଆ କମିଟି ଗଠନ ହୋଇଛି। ଏହି କମିଟି ଜମି ଅଧିଗ୍ରହଣ କରିବା ସହ ଜମି ମାଲିକମାନଙ୍କୁ ତୁରନ୍ତ ଉଚିତ ପ୍ରାପ୍ୟ […]
ଦୁର୍ଗାପୂଜା ପାଇଁ ନିର୍ମିତ ତୋରଣ ଭୁଶୁଡ଼ିଲା
ଚାପି ହୋଇଗଲା କାର୍-ବାଇକ୍ ରାସ୍ତାକଡ଼ରେ ମଣ୍ଡପ ଓ ତୋରଣଗୁଡ଼ିକ ଅସଜଡ଼ା ହୋଇଥିବା ଦେଖିବାକୁ ମିଳୁଛି। ପୂର୍ବରୁ ପୂଜା ମଣ୍ଡପ ସ୍ଥଳ ଓ ଏହାର ଆଖପାଖ ଯେମିତି ସଫାସୁଥୁରା ଥିଲା, ସେମିତି ନାହିଁ। ତୋରଣ ଓ ମଣ୍ଡପଗୁଡ଼ିକରୁ ବାଉଁଶ ଓ ଅନ୍ୟାନ୍ୟ ସାମଗ୍ରୀ ଖୋଲିବା ପାଇଁ ଆହୁରି ଅନେକ ଦିନ ଲାଗିପାରେ ବୋଲି ଆଶା କରାଯାଉଛି। କଟକ,୧୮-୧୦-୨୦୨୪(ପିପିଏସ) : ଶାରଦୀୟ ଦୁର୍ଗାପୂଜା ସରିଛି। ଧରାପୃଷ୍ଠରୁ ମା’ ଦୁର୍ଗା ବିଦାୟ ନେଇସାରିଛନ୍ତି। କିନ୍ତୁ ମା’ଙ୍କ ସ୍ବାଗତ ପାଇଁ ସୁସଜ୍ଜିତ କରାଯାଇଥିବା […]
ବାରବାଟୀରେ ରଣଜୀ ଟ୍ରଫି : ୫ ୱିକେଟ ଅକ୍ତିଆର କଲେ ସୁମିତ ଶର୍ମା
ତ୍ରିପୁରା ବିପକ୍ଷରେ ଗୋଟିଏ ବି ବଲ୍ ଖେଳିପାରି ନଥିବା ଓଡ଼ିଶା ସୁବିଧାରେ ୧ ପଏଣ୍ଟ ପାଇ ଖାତା ଖୋଲିଥିଲା। ବାରବାଟୀ ଷ୍ଟାଡିୟମ୍ରେ ଜମ୍ମୁ କାଶ୍ମୀର ବିପକ୍ଷରେ ଅସଲ ପରୀକ୍ଷାର ସମ୍ମୁଖୀନ ହେବ ଗୋବିନ୍ଦ ପୋଦ୍ଦାରଙ୍କ ଦଳ। କଟକ,୧୮-୧୦-୨୦୨୪(ପିପିଏସ) : ବାରବାଟୀ ଲଢେଇ। ରଣଜୀ ଟ୍ରଫିର ଉଦଘାଟନୀ ମ୍ୟାଚରେ ୫ ୱିକେଟ ଅକ୍ତିଆର କଲେ ସୁମିତ ଶର୍ମା। ହୋମଗ୍ରାଉଣ୍ଡ ବାରବାଟୀ ଷ୍ଟାଡିଅମରେ ରଚିଲେ ରେକର୍ଡ। ଜମୁ କଶ୍ମୀର ବିପକ୍ଷରେ ସେ ଏହି ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଶୁକ୍ରବାର […]
ହବିଷ୍ୟାଳି ମା’ମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ
ହବିଷିଆଳି ଯୋଜନା ଯଦି ହେଉଛି, ସବୁ ହବିଷିଆଳିଙ୍କ ପାଇଁ ହେଉ। କିନ୍ତୁ ଅଧା ରହିବେ, ଆଉ ଅଧା କାହିଁକି ରହିବେନି? ଏ ପାତରଅନ୍ତର ନ ହେଉ। ହବିଷିଆଳି ଶିବିରରେ ପହଞ୍ଚି ରହିବାକୁ ଜାଗା ନ ପାଇ ଦହଗଞ୍ଜ ହେବା ପରେ ଜିଲ୍ଲାରୁ ଆସିଥିବା ହବିଷିଆଳିମାନେ ଏଭଳି ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ୧୮-୧୦-୨୦୨୪(ପିପିଏସ) : ପୂଣ୍ୟମାସ ‘କାର୍ତ୍ତିକ’ ପାଇଁ ପୁରୀ ଶ୍ରୀମନ୍ଦିରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ହବିଷ୍ୟାଳିମାନେ ଏକଜୁଟ ହୋଇଛନ୍ତି। ବ୍ରତରଖି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବରିଷ୍ଠ ନାଗରିକମାନେ […]
ଓଡ଼ିଶାରେ ଆଉ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନୀଲ ଅଗ୍ରଓ୍ବାଲ ବେଦାନ୍ତ ରାଜ୍ୟରେ ଆଉ ୧ଲକ୍ଷ କୋଟି ଟଙ୍କାର ନୂତନ ପୁଞ୍ଜି ବିନିଯୋଗ କରିବାକୁ ଘୋଷଣା କରିଛି । ମୁମ୍ବାଇରେ ମେକ୍ ଇନ୍ ଓଡ଼ିଶା ରୋଡ୍ ସୋ’ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ବାଲଙ୍କ ଆଲୋଚନାବେଳେ କମ୍ପାନି ଏହି ନିବେଶ ସଂପର୍କରେ ଘୋଷଣା କରିଛି । ମୁମ୍ବାଇ/ଭୁବନେଶ୍ୱର ୧୮-୧୦-୨୦୨୪(ପିପିଏସ) : ବେଦାନ୍ତ ଗତ ଦୁଇ ଦଶନ୍ଧିରେ ଓଡ଼ିଶାରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ […]
ବୌଦ୍ଧରେ ମାଓ ଦମନ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କଲେ ପୁଲିସ ଡିଜି
ପୁଲିସ ଡିଜି ୱାଇ. ବି. ଖୁରାନିଆ ବୌଦ୍ଧ ଗସ୍ତରେ ଯାଇ ମାଓ ଦମନ ଏବଂ ଆଇନଶୃଙ୍ଖଳା ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ତାଙ୍କ ସହ ଆଇଜି ଅପରେସନ୍ ଜୟନାରାୟଣ ପଙ୍କଜ, ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ, ବୌଦ୍ଧ ଏସପି ନାଗରାଜ ଦେବାରକୋଣ୍ଡାଙ୍କ ସମେତ ବିଭିନ୍ନ ଥାନା ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି ପୁଲିସ ଡିଜି। ବୌଦ୍ଧ/ଭୁବନେଶ୍ୱର ୧୮-୧୦-୨୦୨୪(ପିପିଏସ) : ପୁଲିସ ଡିଜି ୱାଇ. ବି. ଖୁରାନିଆ ବୌଦ୍ଧ ଗସ୍ତରେ ଯାଇ […]
ଭରତପୁର ଥାନା ଘଟଣା: କେସ୍ ଡାଏରି ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ ,୧୮-୧୦-୨୦୨୪(ପିପିଏସ) : ରାଜଧାନୀ ଭୁବନେଶ୍ବରର ବହୁଚର୍ଚ୍ଚିତ ଭରତପୁର ଥାନା ଘଟଣାରେ ନିଲମ୍ବିତ ପୁଲିସ ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସାଗରିକା ରଥ, ସଲିଳାମୟୀ ସାହୁ, କନଷ୍ଟେବଳ ବଳରାମ ହାଁସଦାଙ୍କ ଅଡ଼ୁଆ ବଢିଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠରେ ଏହି ଚାରି ପୁଲିସ କର୍ମଚାରୀଙ୍କ ତରଫରୁ ଦାୟର ପୃଥକ ଆଗୁଆ ଜାମିନ ଆବେଦନ ଗୁଡ଼ିକର ଏକତ୍ର ପ୍ରାରମ୍ଭିକ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ମାମଲାରେ କେସ୍ ଡାଏରି ଦାଖଲ ପାଇଁ ସରକାରଙ୍କ […]
ଶାଶୁଘରେ ପହଞ୍ଚିବା ପୂର୍ବରୁ ନବବଧୂଙ୍କ ମଥାରୁ ଲିଭିଲା ସିନ୍ଦୁର
ଧୁମଧାମରେ ବିବାହ ପରେ ନବବଧୂଙ୍କୁ ନେଇ ଟ୍ରେନ ଯୋଗେ ଘରକୁ ଫେରୁଥିଲେ ବର। ବାଟରେ ଦୁର୍ଘଟଣାରେ ସମ୍ମୁଖୀନ ହେଲେ ବର। ଶାଶୁଘରେ ପହଞ୍ଚିବା ପୂର୍ବରୁ ନବବଧୂଙ୍କ ମଥାରୁ ଲିଭିଲା ସିନ୍ଦୂର। ନୂଆଦିଲ୍ଲୀ/ଭୁବନେଶ୍ୱର ୧୮-୧୦-୨୦୨୪(ପିପିଏସ) : ଉତ୍ତରପ୍ରଦେଶ ସିକରିରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବିବାହ ପରେ ଶାଶୁଘରେ ପହଞ୍ଚିବା ପୂର୍ବରୁ ନବବଧୂର ମଥାରୁ ସିନ୍ଦୁର ଲିଭି ଯାଇଛି। ରେଳ ଧାରଣାରୁ ମିଳିଛି ବରର ମୃତଦେହ। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ସିକରିର ବେନିୟା ବାସ ଗ୍ରାମରେ ବସବାସ କରୁଥିବା […]
ଶ୍ରୀମନ୍ଦିର ବରିଷ୍ଠ ସେବାୟତଙ୍କୁ ଭୁଜାଲିରେ ଆକ୍ରମଣ
ପୁରୀ/ଭୁବନେଶ୍ୱର ୧୮-୧୦-୨୦୨୪(ପିପିଏସ) : କୋଟିକୋଟି ଜନତାଙ୍କ ଆରାଧ୍ୟ ଦେବତା ତଥା ଆସ୍ଥା ଓ ବିଶ୍ବାସର ପ୍ରବିତ୍ର ତୀର୍ଥସ୍ଥଳୀ ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ପୁଣି ଅଭାବନୀୟ ଘଟଣା ଘଟିଛି। ସନ୍ଧ୍ୟାରେ ମହାପ୍ରଭୁଙ୍କର ଜଣେ ସେବାୟତଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଶ୍ରୀମନ୍ଦିର ଅଧିକାରୀ ବକ୍ସି ପଢ଼ିଆରୀଙ୍କୁ ପଶ୍ଚିମଦ୍ୱାର ନିକଟରେ ଜଣେ ଦୁର୍ବୃତ୍ତ ଭୁଜାଲିରେ ହାଣି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଶ୍ରୀମନ୍ଦିର ଅଧିକାରୀ ବକ୍ସି ପଢ଼ିଆରୀ ସନ୍ଧ୍ୟାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପରିସରରେ ଥିବା ପଶ୍ଚିମ ଦ୍ବାର ଦେଇ ଯାଉଥିବା […]
