ପ୍ରମୁଖ ଖବର
ଭଙ୍ଗା ଘରେ ଗୋଟିଏ ପରିବାରର ୧୨ଜଣ ସଦସ୍ୟଙ୍କ ଜୀବନ
କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ କୁଡୁତେଲି ପଞ୍ଚାୟତ ଅନ୍ତର୍ଗତ ପ୍ରେମାକିଆ ଗାଁ ଯୁଧିଷ୍ଟିର ଦିଗାଲ ନିଜ ବାପା ମା’ ଭାଇ ଭଉଣୀମାନଙ୍କୁ ନେଇ ଦୀର୍ଘ ବର୍ଷରୁ ଭଙ୍ଗା କୁଡ଼ିଆ ଘରେ ରହିଆସୁଛନ୍ତି। ପରିବାର କହିବା ମୁତାବକ ଦୀର୍ଘ ବର୍ଷରୁ ୧୨ ଜଣ ସଦସ୍ୟ ବର୍ଷା ଖରା ଏହି ଝାଟିମାଟି କୁଡ଼ିଆରେ ଦିନ କାଟୁଛନ୍ତି। ଘୁ.ଉଦୟଗିରି/ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ କୁଡୁତେଲି ପଞ୍ଚାୟତ ଅନ୍ତର୍ଗତ ପ୍ରେମାକିଆ ଗାଁ ଯୁଧିଷ୍ଟିର ଦିଗାଲ ନିଜ […]
ସ୍କୁଲ୍ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ
ସ୍କୁଲ୍ରେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି। ଯେତିକି ସଂଖ୍ୟକ ପିଲାଙ୍କ ନାମ ଲେଖା ହେଉଛି, ସେହି ତୁଳନାରେ ଶ୍ରେଣୀଗୃହ ନାହିଁ। ଶିକ୍ଷକ ଅଭାବରୁ ଅଧାଦିନ ଶ୍ରେଣୀଗୃହ ଫାଙ୍କା ପଡ଼ୁଛି। ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ସ୍କୁଲ୍ରେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି। ଯେତିକି ସଂଖ୍ୟକ ପିଲାଙ୍କ ନାମ ଲେଖା ହେଉଛି, ସେହି ତୁଳନାରେ ଶ୍ରେଣୀଗୃହ ନାହିଁ। ଶିକ୍ଷକ ଅଭାବରୁ ଅଧାଦିନ ଶ୍ରେଣୀଗୃହ ଫାଙ୍କା ପଡ଼ୁଛି। ପିଲା ସ୍କୁଲକୁ ପଢ଼ିବାଲାଗି ଆସୁଛନ୍ତି ସତ, ହେଲେ ବସି ବସି ଘରକୁ ଫେରୁଛନ୍ତି। ଏହାକୁ ନେଇ […]
ସଲ୍ମାନଙ୍କ ଘର ସାମ୍ନାରେ ଗୁଳି କରିଥିବା ଅଭିଯୁକ୍ତର ଜାମିନ୍ ଆବେଦନ ଖାରଜ
ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବାନ୍ଦ୍ରାସ୍ଥିତ ‘ଗାଲାକ୍ସି ଆପାର୍ଟମେଣ୍ଟ’ ବାହାରେ ଗୁଳି ଚଳାଇଥିବା ଅଭିଯୁକ୍ତ ଭିକି ଗୁପ୍ତାଙ୍କ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ମୁମ୍ବାଇ/ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବାନ୍ଦ୍ରାସ୍ଥିତ ‘ଗାଲାକ୍ସି ଆପାର୍ଟମେଣ୍ଟ’ ବାହାରେ ଗୁଳି ଚଳାଇଥିବା ଅଭିଯୁକ୍ତ ଭିକି ଗୁପ୍ତାଙ୍କ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ମହାରାଷ୍ଟ୍ର କଣ୍ଟ୍ରୋଲ୍ ଅଫ୍ ଅର୍ଗାନାଇଜଡ୍ କ୍ରାଇମ୍ ଆକ୍ଟର ସ୍ୱତନ୍ତ୍ର କୋର୍ଟ କହିଛନ୍ତି ଯେ ଅଭିଯୁକ୍ତଙ୍କ ମଧ୍ୟରେ ହତ୍ୟା କରିବାର ଉଦ୍ଦେଶ୍ୟ ରହିଛି। […]
ବାତ୍ୟାର ମୁକାବିଲା ଲାଗି ଅଧିକ ଏନଡିଆରଏଫ ଟିମ୍ ମାଗିଲେ ରାଜ୍ୟ ସରକାର
ବାତ୍ୟାର ମୁକାବିଲା ଲାଗି ଅଧିକ ଏନଡିଆରଏଫ ଟିମ୍ ମାଗିଲେ ରାଜ୍ୟ ସରକାର। ଅତିରିକ୍ତ ୧୦ ଏନଡିଆରଏଫ ଟିମ ପଠାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର। ଟିମ୍ ମୁତୟନ ଆଇନଶୃଙ୍ଖଳା ଏଡ଼ିଜିଙ୍କୁ ଚିଠି ଲେଖି ଅଵଗତ କରିଛନ୍ତି ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନର ପଦ୍ମନାଭ ବେହେରା। ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ବାତ୍ୟାର ମୁକାବିଲା ଲାଗି ଅଧିକ ଏନଡିଆରଏଫ ଟିମ୍ ମାଗିଲେ ରାଜ୍ୟ ସରକାର। ଅତିରିକ୍ତ ୧୦ ଏନଡିଆରଏଫ ଟିମ ପଠାଇବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ […]
ମାଲଗୋଦାମରେ ୧୫ ଦିନ ପାଇଁ ସାମଗ୍ରୀ ମହଜୁଦ: ୨୪ ଘଣ୍ଟିଆ ଖୋଲା ରହିବ ଗୋଦାମ
ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ମାଲଗୋଦାମ ଓ ଛତ୍ରବଜାରରେ ଆଜି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ସୋମବାର ସନ୍ଧ୍ୟା ସୁଦ୍ଧା ପାଖାପାଖି ୧୬ କୋଟିରୁ ଅଧିକ ଟଙ୍କାର ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ବ୍ୟବସାୟୀମାନେ ବୋହି ନେଇଛନ୍ତି। କଟକ,୨୨-୧୦-୨୦୨୪(ପିପିଏସ) : ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ମାଲଗୋଦାମ ଓ ଛତ୍ରବଜାରରେ ଆଜି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ସୋମବାର ସନ୍ଧ୍ୟା ସୁଦ୍ଧା ପାଖାପାଖି ୧୬ କୋଟିରୁ ଅଧିକ ଟଙ୍କାର ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା […]
ଓଡ଼ିଶାମୁହାଁ ‘ଦାନା’ ୬ ଜିଲ୍ଲାକୁ ରେଡ୍ ଆଲର୍ଟ
ସମୁଦ୍ର ଭିତରେ ବଳ ଗୋଟାଉଥିବା ଲଘୁଚାପ ଭୀଷଣ ବାତ୍ୟା ରୂପରେ ଉପକୂଳକୁ ସ୍ପର୍ଶ କରିବ। ଓଡ଼ିଶାରେ ମାଡ଼ ହୋଇପାରେ ବାତ୍ୟା। ଜଗତ୍ସିଂହପୁର ଜିଲ୍ଲାର ପାରାଦୀପରୁ ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ମଧ୍ୟରେ ସ୍ଥଳଭାଗ ଛୁଇଁବ। ଭୁବନେଶ୍ୱର ୨୨-୧୦-୨୦୨୪(ପିପିଏସ) : ଓଡ଼ିଶାରେ ମାଡ଼ ହୋଇପାରେ ବାତ୍ୟା। ଜଗତ୍ସିଂହପୁର ଜିଲ୍ଲାର ପାରାଦୀପରୁ ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ମଧ୍ୟରେ ସ୍ଥଳଭାଗ ଛୁଇଁବ। ସମୁଦ୍ର ଭିତରେ ବଳ ଗୋଟାଉଥିବା ଲଘୁଚାପ ଭୀଷଣ ବାତ୍ୟା ରୂପରେ ଉପକୂଳକୁ ସ୍ପର୍ଶ କରିବ। ଓଡ଼ିଶା ଭିତରକୁ […]
ସ୍ପା ଓ ମହିଳା କର୍ମଚାରୀଙ୍କ ତଥ୍ୟ ରଖିବ ପୁଲିସ
ବଡ଼ଗଡ଼ ଥାନା ରବି ଟକିଜ୍ ଛକ ଅଞ୍ଚଳର ଡାଇମଣ୍ଡ୍ ସେଲୁନ ଆଣ୍ଡ ସ୍ପା ମାମଲାକୁ ନେଇ ଖୋଳତାଡ଼ ଜାରି ରହିଛି। ଜଣେ ନାବାଳିକାଙ୍କୁ ଏଠାରେ ଅର୍ଥ ଲୋଭ ଦେଖାଇ ଯୌନ ନିର୍ଯାତନା ଦିଆଯାଉଥିଲା ବୋଲି ପ୍ରମାଣ ମିଳିବା ପରେ ସ୍ପା ପରିଚାଳନା କରୁଥିବା ଜଣେ ଯୁବତୀ ପ୍ରତିଭା ରାଣୀ ରାଉତ ଭୁବନେଶ୍ୱର ୨୧-୧୦-୨୦୨୪(ପିପିଏସ) : ବଡ଼ଗଡ଼ ଥାନା ରବି ଟକିଜ୍ ଛକ ଅଞ୍ଚଳର ଡାଇମଣ୍ଡ୍ ସେଲୁନ ଆଣ୍ଡ ସ୍ପା ମାମଲାକୁ ନେଇ ଖୋଳତାଡ଼ ଜାରି ରହିଛି। ଜଣେ […]
ଇତିହାସ ରଚିଲେ ବଣ୍ଡା ସଂପ୍ରଦାୟର ଝିଅ
ୟୁଟ୍ୟୁବରୁ ଶିକ୍ଷା ଗ୍ରହଣ କରି ହେଲେ ଅଫିସର ସର୍ବପୁରାତନ ଜନଜାତି ହେଉଛନ୍ତି ବଣ୍ଡା ଜନଜାତି। ଏହି ଜନଜାତିର ଜଣେ ଝିଅ ଏବେ ଓଏଏସ୍ ହୋଇଛନ୍ତି। ବଣ୍ଡା ଜନଜାତିର ଝିଅଟି ପିଲାଦିନରୁ ଅଭାବ ଅନାଟନରେ ବଢିଛନ୍ତି। ପାଠ ପଢିବାର ପରିବେଶ ନଥିବା ବେଳେ ମଧ୍ୟ ସେ ନିଜର ସ୍ବପ୍ନକୁ ସାକାର କରିବାକୁ ସବୁ କଷ୍ଟକୁ ପଛରେ ପକାଇ ଦେଇଛନ୍ତି। ମାଲକାନଗିରି/ଭୁବନେଶ୍ୱର ୨୧-୧୦-୨୦୨୪(ପିପିଏସ) : ଜିଲ୍ଲାର ସବୁଠାରୁ ସର୍ବପୁରାତନ ଜନଜାତି ହେଉଛନ୍ତି ବଣ୍ଡା ଜନଜାତି। ଏହି ଜନଜାତିର ଜଣେ ଝିଅ […]
ଅକ୍ଟୋବର ୨୩ରେ ଓଡ଼ିଶା ଗସ୍ତରେ ଆସିବେନି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୩ ତାରିଖରେ ଓଡ଼ିଶା ଆସିବେ ନାହିଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଗ୍ରସ୍ତ ସ୍ଥଗିତ କରାଯାଇଛି। ଏନେଇ ମୟୂରଭଂଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ହେବ। ଭୁବନେଶ୍ୱର ୨୧-୧୦-୨୦୨୪(ପିପିଏସ) :ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୩ ତାରିଖରେ ଓଡ଼ିଶା ଆସିବେ ନାହିଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଗ୍ରସ୍ତ ସ୍ଥଗିତ ରଖା ଯାଇଛି। ଏନେଇ ମୟୂରଭଂଜ ଜିଲ୍ଲା ପ୍ରଶାସନ […]
ମଦ ବେପାରୀଠୁ ଲାଞ୍ଚ ନେଇ ଧରାପଡ଼ିଲେ ଖଣ୍ଡପଡ଼ା ଥାନା ଏସଆଇ
ମଦ ବେପାରୀଠୁ ଲାଞ୍ଚ ନେଇ ଧରାପଡ଼ିଲେ ଖଣ୍ଡପଡ଼ା ଥାନା ଏସଆଇ ଏସ୍କେ ରେହମାନ। ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଖଣ୍ଡପଡ଼ା ଥାନା ଏଏସ ଏସ୍କେ ରେହମାନଙ୍କୁ ଧରିଛି ନୟାଗଡ଼ ଏବଂ ଭୁବନେଶ୍ୱର ଭିଜିଲାନ୍ସ ଟିମ୍। କଟକ/ଖଣ୍ଡପଡ଼ା,୨୧-୧୦-୨୦୨୪(ପିପିଏସ) : ମଦ ବେପାରୀଠୁ ଲାଞ୍ଚ ନେଇ ଧରାପଡ଼ିଲେ ଖଣ୍ଡପଡ଼ା ଥାନା ଏଏସଆଇ ଏସ୍କେ ରେହମାନ। ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଖଣ୍ଡପଡ଼ା ଥାନା ଏସଆଇ ଏସ୍କେ ରେହମାନଙ୍କୁ ଧରିଛି ନୟାଗଡ଼ ଏବଂ ଭୁବନେଶ୍ୱର ଭିଜିଲାନ୍ସ ଟିମ୍।ମିଳିଥିବା ସୂଚନା […]
