Prajatantra

The Prajatantra is a prominent Odia-language daily newspaper founded on July 4, 1947, and officially launched as a daily on August 8, 1947. Conceived by Dr. Harekrushna Mahtab, it is headquartered near the High Court in Chandinchowk, Cuttack. As a fierce symbol of struggle against feudalism and orthodoxy, it publishes daily editions, maintains a strong local presence, and runs digital news.The newspaper has played a pivotal role in shaping Odisha's history, championing causes like the amalgamation of princely states, the SRC movement, and the establishment of the capital at Bhubaneswar. The publication operates under The Prajatantra Prachar Samity, which also produces popular sister publications including: The Jhankar: A monthly literary journal. The Meenabazar: A monthly magazine for children. The Saptahiki: The largest circulated Odia news weekly.

ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ

ପୁରୀ/ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ) : ଆସନ୍ତା ୧୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ହେବ। ଏଥିଲାଗି ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ। ଏଏସଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ଏକ...

ହଜିବାକୁ ବସିଲାଣି କାଙ୍ଗୁଚାଷ।

କୋରାପୁଟ ଜିଲ୍ଲାରେ ୭୪ହଜାର ହେକ୍ଟର ଜମିରେ ମାଣ୍ଡିଆ ଓ ସୁଆଁ, କାଙ୍ଗୁ, ବାଜରା, ଖେଦଜନା ଚାଷ ହେଉଛି। ଏଥିରୁ ୫୫ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ ହେଉଥିବା...

ଭରାନଈ ପାର ହୋଇ ଚିକତ୍ସା ପାଇଁ ଗଲେ ଡାକ୍ତର

ମାଲକାନଗିରି/ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ) : ଜିଲ୍ଲାର ମାଥିଲି ବ୍ଲକରେ ଏବେ ଝାଡାବାନ୍ତି ବ୍ୟାପିଛି। ଜିଲ୍ଲାରେ ବନ୍ୟା ପରେ ସଂକ୍ରାମକ ରୋଗର ଶିକାର ହେଉଛନ୍ତି ଲୋକେ।ଗତ ଏକ ସପ୍ତାହ ମଧ୍ୟରେ...

ଗଣମାଧ୍ୟମକୁ ଦେଖି ଅଶ୍ଲୀଳ ଇଙ୍ଗିତ କଲେ ଦର୍ଶନ

ଗଣମାଧ୍ୟମକୁ ଦେଖି ଅଶ୍ଲୀଳ ଇଙ୍ଗିତ କଲେ କନ୍ନଡ଼ ସୁପରଷ୍ଟାର ଦର୍ଶନ । ଭାଇରାଲ ହେଲା ଭିଡିଓ । ପ୍ରଶଂସକ ରେଣୁକା ସ୍ବାମୀଙ୍କ ହତ୍ୟା ମାମଲାରେ ଏବେ ଜେଲରେ...

ଦଣ୍ଡିତ ହେଲେ ଝାରସୁଗୁଡ଼ାର ପୂର୍ବତନ ଉପ-ଜିଲ୍ଲାପାଳ

ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ) : ଝାରସୁଗୁଡ଼ାର ଅବସରପ୍ରାପ୍ତ ପୂର୍ବତନ ଉପ-ଜିଲ୍ଲାପାଳ ପ୍ରଦୀପ କୁମାର ବାରିକଙ୍କୁ ୨ ବର୍ଷ ସଶ୍ରମ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଭୁବନେଶ୍ୱରର ଏକ ସ୍ୱତନ୍ତ୍ର କୋର୍ଟ।...

ଅବକାରୀ ନୀତିରେ ପରିବର୍ତ୍ତନ : ପୁରୀ ବେଳାଭୂମିରେ ଖୋଲିବନି ମଦଦୋକାନ

ଭୁବନେଶ୍ବର,୧୩-୦୯-୨୦୨୪ (ପିପିଏସ) : ରାଜ୍ୟ ସରକାର ଅବକାରୀ ନୀତିରେ କେତେକ ପରିବର୍ତ୍ତନ କରିଛନ୍ତି। ତାହା ଅନୁଯାୟୀ, ପୁରୀ ବେଳାଭୂମିରେ ଆଉ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବନାହିଁ।...

ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ : ଆସନ୍ତାକାଲି ସମସ୍ତ ସ୍କୁଲ ଛୁଟି

ବାରିପଦା/ଭୁବନେଶ୍ୱର,୧୩-୦୯-୨୦୨୪ (ପିପିଏସ) : ମୟୂରଭଞ୍ଜ ଜିଲ୍ଲାରେ ଆସନ୍ତାକାଲି ବନ୍ଦ ରହିବ ସମସ୍ତ ସ୍କୁଲ୍‌। ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।...

ଭୁବନେଶ୍ୱର ବିମାନ ବନ୍ଦରରୁ ୨୦ କେଜି ସୁନା ଜବତ

ଭୁବନେଶ୍ୱର,୧୩-୦୯-୨୦୨୪ (ପିପିଏସ) : ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ଜବତ ହେଲା ୨୦ କେଜି ସୁନା । ମୁମ୍ବାଇରୁ ଆସୁଥିବା ଇଣ୍ଡିଗୋ ବିମାନରୁ ସୁନା ଜବତ କରିଛି...

କଢ଼େଇରେ ମହାପ୍ରସାଦ ପ୍ରସ୍ତୁତ ପ୍ରସଙ୍ଗ : ୭ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ପୁରୀ/ଭୁବନେଶ୍ୱର,୧୩-୦୯-୨୦୨୪ (ପିପିଏସ) : ଶ୍ରୀମନ୍ଦିର ରୋଷ ଘରେ ମାଟି କୁଡୁଆରେ ରନ୍ଧନ ପରମ୍ପରା ଥିବା ବେଳେ ଲୁହା କଢ଼େଇରେ ମହାପ୍ରସାଦ ରୋଷେଇ ହେଉଥିବା ଅଭିଯୋଗ ଆସିବା ପରେ...

୨ ଜଣଙ୍କୁ ଧକ୍କା ଦେଇ ନାଳ ଭିତରକୁ ପଶିଗଲା ପୁଲିସ ଗାଡ଼ି

କଟକ,୧୩-୦୯-୨୦୨୪ (ପିପିଏସ) : ୨ ଜଣଙ୍କୁ ଧକ୍କା ଦେବାପରେ ଭାରସାମ୍ୟ ହରାଇ ନାଳ ଭିତରକୁ ପଶିଗଲା ପୁଲିସ ଗାଡ଼ି। କଟକ ଜିଲ୍ଲା ବିଜୁ ପଟ୍ଟନାୟକ ଛକରେ ଏହି...