corona virus
ପୁଣି କରୋନା ଆଲର୍ଟ! ଆନ୍ଧ୍ରପ୍ରଦେଶରେ ୨ ଜଣଙ୍କ ମୃତ୍ୟୁ, ୪ ସଂକ୍ରମିତ;
ଆନ୍ଧ୍ରପ୍ରଦେଶ, ୧୧୵୭(ଉଦୟ): ଦେଶରେ ପୁଣିଥରେ ମାରାତ୍ମକ କରୋନା ଭାଇରସ୍ (Covid-19) ଫେରିବାର ଆଶଙ୍କା ଜୋର୍ ଧରିଛି। ଆନ୍ଧ୍ରପ୍ରଦେଶରୁ ଏଭଳି ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି, ଯାହା ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି। ରାଜ୍ୟର କଡ଼ପ୍ପା ଜିଲ୍ଲାରେ କୋଭିଡ୍-୧୯ର ନୂଆ ମାମଲା ଚିହ୍ନଟ ହେବା ସହ ସଂକ୍ରମଣ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଆଉ ୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୪ ବର୍ଷ ପରେ ପ୍ରଥମ ମୃତ୍ୟୁ: ସ୍ୱାସ୍ଥ୍ୟ […]
