ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ଆଫ୍ରିକାରେ ଚମକିଲେ ଓଡ଼ିଆ ପୁଅ

 ହାଫ୍‌ ମାରାଥନ୍‌ ଦେଲା ସଫଳତା, ଉଡ଼ାଇଲେ ତ୍ରିରଙ୍ଗା

ଓଡ଼ିଆ ପୁଅ ସୌଭାଗ୍ୟ କୁମାର ରଥ ପୁଣି ଏକ ସ୍ମୁତି ସାଉଟିବା ସହିତ ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ଆଇରନ୍‌ ମ୍ୟାନ୍‌ ଭାବେ ଜଣାଶୁଣା ଶ୍ରୀ ରଥ ଆଫ୍ରିକାର କିଲିମାନଜାରୋ ଆନ୍ତର୍ଜାତୀୟ ମାରାଥନରେ ହାଫ୍‌ ମାରାଥନ୍‌ରେ ସଫଳତା ହାସଲ କରିଛନ୍ତି।

ଭୁବନେଶ୍ୱର ୨୩-୦୨-୨୦୨୫(ପିପିଏସ ) : ଓଡ଼ିଆ ପୁଅ ସୌଭାଗ୍ୟ କୁମାର ରଥ ପୁଣି ଏକ ସ୍ମୁତି ସାଉଟିବା ସହିତ ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ଆଇରନ୍‌ ମ୍ୟାନ୍‌ ଭାବେ ଜଣାଶୁଣା ଶ୍ରୀ ରଥ ଆଫ୍ରିକାର କିଲିମାନଜାରୋ ଆନ୍ତର୍ଜାତୀୟ ମାରାଥନରେ ହାଫ୍‌ ମାରାଥନ୍ (୨୧କିମି) ସମାପ୍ତ କରି ସେଠାରେ ଭାରତୀୟ ଜାତୀୟ ପତାକା ଉଡ଼ାଇଛନ୍ତି। ଶ୍ରୀ ରଥ ଓ ତାଙ୍କର ଧର୍ମପତ୍ନୀ ଡ. ସାଗରିକା ମିଶ୍ର ଆସନ୍ତାକାଲିଠାରୁ ଆଫ୍ରିକାର ସର୍ବୋଚ୍ଚ ପର୍ବତ ଆରୋହଣ କରିବାକୁ ଯାତ୍ରା ଆରମ୍ଭ କରିବେ।

publive-image

Leave a Reply

Your email address will not be published. Required fields are marked *