1 min read

ଖ୍ରୀଷ୍ଟକଲେଜରେ ଅଧ୍ୟାପିକା ଗାୟତ୍ରୀ ମହାପାତ୍ର ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା.

କଟକ ଖ୍ରୀଷ୍ଟ କଲେଜ ଶିକ୍ଷକ ସଂଘ ତରଫରୁ ଇତିହାସ ବିଭାଗମୁଖ୍ୟ ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ଗାୟତ୍ରୀ ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କଲେଜର ଅଧ୍ୟକ୍ଷା ଶ୍ରୀମତୀ ମଧୁମିତା ପାତ୍ର ସଭାପତିତ୍ବ କରି ଶ୍ରୀମତୀ ମହାପାତ୍ରଙ୍କର ବନ୍ଧୁବତ୍ସଳତା, କାର୍ଯ୍ୟନିପୁଣତା, ସମୟାନୁବର୍ତିତା ସମ୍ପର୍କରେ ସ୍ମୃତିୟରଣ କରିଥିଲେ । ଶିକ୍ଷକ ସଂଘର ସଂପାଦକ ଡଃ ଅଶୋକ କୁମାର ସାହୁ ସ୍ବାଗତ ଭାଷଣ ପ୍ରଦାନ ଅବସରରେ ଶ୍ରୀମତୀ ମହାପାତ୍ରଙ୍କର ଅଧ୍ୟାପନା ଓ ବ୍ୟକ୍ତିତ୍ଵ ଉପରେ ଆଲୋକପାତ କରିଥିଲେ । ଶ୍ରୀମତୀ […]