March 2025
ଆଇଏଫ୍ଏସ୍ ସୁରେଶ ପନ୍ତଙ୍କୁ ନୂଆ ଦାୟିତ୍ବ ଦେଲେ ରାଜ୍ୟ ସରକାର
ରାଜ୍ୟ ସରକାର ଭାରତୀୟ ବନ ସେବା (ଆଇଏଫ୍ଏସ୍) ଅଧିକାରୀ ସୁରେଶ ପନ୍ତଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି। ଶ୍ରୀ ପନ୍ତଙ୍କୁ ମୋହନ ସରକାର ପିସିସିଏଫ୍ ପଦବିରେ ନିଯୁକ୍ତି ଦେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର ୦୧-୦୩-୨୦୨୫ (ପିପିଏସ ) : ରାଜ୍ୟ ସରକାର ଭାରତୀୟ ବନ ସେବା (ଆଇଏଫ୍ଏସ୍) ଅଧିକାରୀ ସୁରେଶ ପନ୍ତଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି। ଶ୍ରୀ ପନ୍ତଙ୍କୁ ମୋହନ ସରକାର ପିସିସିଏଫ୍ ପଦବିରେ ନିଯୁକ୍ତି ଦେଇଛନ୍ତି। ଏନେଇ ସାଧାରଣ […]
ବ୍ୟକ୍ତି କୈନ୍ଦ୍ରିକ ଭାବେ ଖର୍ଚ୍ଚ ହେଉଥିଲା ପର୍ଯ୍ୟଟନ ଟଙ୍କା: ଉପମୁଖ୍ୟମନ୍ତ୍ରୀ
ରାଜ୍ୟରେ ପର୍ଯ୍ୟଟନ ବିକାଶକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୂର୍ବତନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। କାହାରି ନାମ ନନେଇ ସେ ପୂର୍ବତନ ସରକାରରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ଙ୍କ ବିରୋଧରେ ପ୍ରତକ୍ଷ୍ୟ ଭାବେ ନହେଲେ ବି ପରୋକ୍ଷାରେ ବର୍ଷିଛନ୍ତି। ଭୁବନେଶ୍ୱର ୦୧-୦୩-୨୦୨୫ (ପିପିଏସ ) : ରାଜ୍ୟରେ ପର୍ଯ୍ୟଟନ ବିକାଶକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୂର୍ବତନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। କାହାରି ନାମ ନନେଇ ସେ ପୂର୍ବତନ ସରକାରରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ଙ୍କ ବିରୋଧରେ […]
ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ତ୍ରୁଟି
ଦୋଷ ସ୍ବୀକାର କଲେ ବୋର୍ଡ ସଭାପତି ମାଟ୍ରିକ ପରୀକ୍ଷାରେ ଆଜି ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ୫୦ ମାର୍କ ବଦଳରେ ୪୬ ମାର୍କର ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ। ‘ସି’ ସେଟରେ ୨ଟି ବର୍ଣ୍ଣନାତ୍ମକ ପ୍ରଶ୍ନରୁ ଗୋଟିଏ ରହିଛି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅବିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଭୁବନେଶ୍ୱର ୦୧-୦୩-୨୦୨୫ (ପିପିଏସ ) : ମାଟ୍ରିକ ପରୀକ୍ଷାରେ ଆଜି ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ୫୦ ମାର୍କ ବଦଳରେ ୪୬ […]
ଝୁରୁଛି ଜନ୍ମମାଟି, ଝୁରୁଛନ୍ତି ପ୍ରିୟଜନ
ଲିଭର୍ ସିରୋସିସ୍ ସହ ଲଢ଼ି ଶେଷରେ ନିରବି ଗଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ମହାନାୟକ ଭଞ୍ଜମାଟିର କୁନିଆ ଦାଦା (ଉତ୍ତମ ମହାନ୍ତି)। ବାରିପଦା ସହରରୁ ଅଭିନୟର ଖଡ଼ିଛୁଆଁ ହୋଇଥିଲା ତାଙ୍କର। ବାରିପଦାରେ କଟିଥିଲା ପିଲାଦିନ ଓ ଆଦ୍ୟ ଯୁବାବସ୍ଥା। ବାରିପଦା/ଭୁବନେଶ୍ୱର ୦୧-୦୩-୨୦୨୫ (ପିପିଏସ ) : ଲିଭର୍ ସିରୋସିସ୍ ସହ ଲଢ଼ି ଶେଷରେ ନିରବି ଗଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ମହାନାୟକ ଭଞ୍ଜମାଟିର କୁନିଆ ଦାଦା (ଉତ୍ତମ ମହାନ୍ତି)। ବାରିପଦା ସହରରୁ ଅଭିନୟର ଖଡ଼ିଛୁଆଁ ହୋଇଥିଲା ତାଙ୍କର। […]