1 min read

ଫେବ୍ରୁଆରି ୧୦ରୁ ପୁଣି ଯାନବାହନ ଚେକିଂ, ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ନେବ ପୁଲିସ

ଦୀର୍ଘ ଦିନର ବ୍ୟବଧାନ ପରେ ଦ୍ବୈତନଗରୀ ଯାନବାହନ ଯାଞ୍ଚ ହେବ। ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ୧୦ ତାରିଖରୁ ପୁଣି ଥରେ ଗାଡ଼ି ଚେକିଂ କଡ଼ାକଡ଼ି ହେବ। ଭୁବନେଶ୍ୱର ୦୬-୦୨-୨୦୨୫(ପିପିଏସ ) : ଦୀର୍ଘ ଦିନର ବ୍ୟବଧାନ ପରେ ଦ୍ବୈତନଗରୀ ଯାନବାହନ ଯାଞ୍ଚ ହେବ। ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆସନ୍ତା ୧୦ ତାରିଖରୁ ପୁଣି ଥରେ ଗାଡ଼ି ଚେକିଂ କଡ଼ାକଡ଼ି ହେବ। କମିସନରେଟ […]

1 min read

ରାଜ୍ୟର ବିକାଶ ପାଇଁ ଅର୍ଥ କମିସନଙ୍କୁ ପ୍ରସ୍ତାବ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ଯେ, ଅର୍ଥ କମିସନଙ୍କ ସହିତ ହୋଇଥିବା ବୈଠକରେ ରାଜ୍ୟର ଆର୍ଥିକ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟର ବିକାଶ ପାଇଁ ଅର୍ଥ କମିସନଙ୍କୁ ପ୍ରସ୍ତାବ ଦିଆଯାଇଛି। ଅର୍ଥ କମିସନଙ୍କ ନିକଟରେ ୧୨,୫୬, ୧୪୮ କୋଟିର ଦାବି କରାଯାଇଛି ଭୁବନେଶ୍ୱର ୦୬-୦୨-୨୦୨୫(ପିପିଏସ ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଷୋଡ଼ଶ ଅର୍ଥ କମିସନ ଡ଼କ୍ଟର ଅରବିନ୍ଦ ପାନଗେରିୟାଙ୍କର ବୈଠକ ହୋଇଛି । ସାକ୍ଷାତ ପରେ ଏକ ସାମ୍ବାଦିକ ସମ୍ମିଳନୀରେ […]

1 min read

ଶିକ୍ଷା ବିଭାଗରେ ୨୭୬୭ ଜଣଙ୍କୁ ମିଳିବ ନିଯୁକ୍ତି

ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରି ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା। ଏହିକ୍ରମରେ ଭୁବନେଶ୍ବର ୟୁନିଟ-୩ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆଠାରେ ଫେବ୍ରୁଆରି ୭ରେ ଆୟୋଜିତ ହେବ ନିଯୁକ୍ତି ମେଳା। ଭୁବନେଶ୍ୱର ୦୬-୦୨-୨୦୨୫(ପିପିଏସ ) :  ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରି ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା। ଏହିକ୍ରମରେ ଭୁବନେଶ୍ବର ୟୁନିଟ-୩ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆଠାରେ ଫେବ୍ରୁଆରି ୭ରେ ଆୟୋଜିତ ହେବ ନିଯୁକ୍ତି […]

1 min read

 କଟକ ବାଲିଯାତ୍ରାକୁ ‘ଜାତୀୟ ମାନ୍ୟତା’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରତିଶ୍ରୁତି ରଖିଛନ୍ତି। ତାଙ୍କର ପ୍ରତିଶ୍ରୁତି ଅନୁସାରେ କଟକ ବାଲିଯାତ୍ରାକୁ ‘ଜାତୀୟ ମାନ୍ୟତା’ ମିଳିଛି। ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ‘ଜାତୀୟ ମାନ୍ୟତା’ ନେଇ ସୂଚନା ଜାରି ହୋଇଛି। କଟକ/ଭୁବନେଶ୍ୱର ୦୬-୦୨-୨୦୨୫(ପିପିଏସ ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରତିଶ୍ରୁତି ରଖିଛନ୍ତି। ତାଙ୍କର ପ୍ରତିଶ୍ରୁତି ଅନୁସାରେ କଟକ ବାଲିଯାତ୍ରାକୁ ‘ଜାତୀୟ ମାନ୍ୟତା’ ମିଳିଛି। ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ‘ଜାତୀୟ ମାନ୍ୟତା’ ନେଇ ସୂଚନା ଜାରି ହୋଇଛି। ଆଜି ରାଜ୍ୟସଭାରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ […]

1 min read

ବୁଥ୍ ବାହୁଡ଼ା ମତ: ବିଜେପିକୁ ଅଧିକ ଆସନ

ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ୫ ଫେବ୍ରୁଆରିରେ ମତଦାନ ଶେଷ ହୋଇଛି। ଦିଲ୍ଲୀର୭୦ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍ ହୋଇଛି। ଯାହାର ଫଳାଫଳ ଫେବ୍ରୁଆରି ୮ ତାରିଖରେ ଘୋଷଣା କରାଯିବ। ଏହା ପୂର୍ବରୁ ଏକଜିଟ୍ ପୋଲ ଫଳାଫଳ ଆସିଛି ନୂଆଦିଲ୍ଲୀ/ଭୁବନେଶ୍ୱର ୦୫-୦୨-୨୦୨୫(ପିପିଏସ ) : ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ୫ ଫେବ୍ରୁଆରିରେ ମତଦାନ ଶେଷ ହୋଇଛି। ଦିଲ୍ଲୀର୭୦ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ […]

1 min read

‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଖୋର୍ଦ୍ଧାରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏଥିରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବ, ଏକାମ୍ର ବିଧାୟକ ବାବୁ ସିଂହ ଓ ଜିଲ୍ଲାପାଳ ଚଞ୍ଚଲ ରାଣା ପ୍ରମୁଖ ଉପସ୍ଥିତ ଅଛନ୍ତି। ଭୁବନେଶ୍ୱର ୦୫-୦୨-୨୦୨୫(ପିପିଏସ ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ବାରା ଖୋର୍ଦ୍ଧାରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ […]

1 min read

ମଣପୁରମ୍‌ ଫାଇନାନ୍ସ କାର୍ଯ୍ୟାଳୟରୁ ଡକାୟତି ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ସମ୍ବଲପୁର ବୁଢ଼ାରଜାସ୍ଥିତ ମଣପୁରମ୍‌ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ଉତ୍ତମ ପାଶ୍ବୱାନ ସମ୍ବଲପୁର ପୁଲିସ ଗୌହ୍ବାଟୀରୁ ଗରିଫ କରିଛି। ଭୁବନେଶ୍ୱର ୦୫-୦୨-୨୦୨୫(ପିପିଏସ ) : ସମ୍ବଲପୁର ବୁଢ଼ାରଜାସ୍ଥିତ ମଣପୁରମ୍‌ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ ଉତ୍ତମ ପାଶ୍ବୱାନ ସମ୍ବଲପୁର ପୁଲିସ ଗୌହ୍ବାଟୀରୁ ଗରିଫ କରିଛି। ତାକୁ ୭ଦିନିଆ ରିମାଣ୍ଡରେ ଆଣି ପୁଲିସ ପଚରାଉଚରା କରିବ ବୋଲି ସୂଚନା ରହିଛି।ସୂଚନାଯୋଗ୍ୟ, ବୁଢ଼ାରଜାସ୍ଥିତ ମଣପୁରମ୍‌ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି ଘଟଣାରେ […]

1 min read

କୁଆଖାଇ ନେଲା ପୁଣି ୨ ମୁଣ୍ଡ

ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତ ଅଧୀନ ରଙ୍ଗବଜାର ନିକଟରେ ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ କୁଆଖାଇରେ ବୁଡ଼ି ପୁଣି ୨ ଛାତ୍ରଙ୍କ ଅକାଳରେ ଦେହାନ୍ତ ଘଟିଛି | ଭୁବନେଶ୍ୱର ୦୫-୦୨-୨୦୨୫(ପିପିଏସ ) : ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ ସତ୍ୟଭାମାପୁର ପଞ୍ଚାୟତ ଅଧୀନ ରଙ୍ଗବଜାର ନିକଟରେ ସରସ୍ବତୀ ମୂର୍ତ୍ତି ବିସର୍ଜନ ବେଳେ କୁଆଖାଇରେ ବୁଡ଼ି ପୁଣି ୨ ଛାତ୍ରଙ୍କ ଅକାଳରେ ଦେହାନ୍ତ ଘଟିଛି |ବାଲିଅନ୍ତା ପୁଲିସ ସୂଚନା ଅନୁସାରେ ୨ ମୃତକ ହେଲେ ଭୁବନେଶ୍ୱର […]

1 min read

ଆଗାମୀ ୫ ବର୍ଷ ମଧ୍ୟରେ ଓଡ଼ିଶାର ପ୍ରତି ଗାଁକୁ ବିକଶିତ କରାଯିବ: ମୁଖ୍ୟମନ୍ତ୍ରୀ

ରାଜନୀତି ଓ ବିକାଶ ଦୁଇଟି ପ୍ରସଙ୍ଗକୁ ଅଲଗା ରଖିବାକୁ ପଡ଼ିବ। ଫାଇଭ୍-ଟି ନାଁରେ ସଂପୂର୍ଣ୍ଣ ଭାବେ ଭୋଟ୍ ବ୍ୟାଙ୍କ ତିଆରି କରିବାକୁ ପୂର୍ବ ୨୪ ବର୍ଷର ସରକାର ଷଡ଼ଯନ୍ତ୍ର କରିଥିଲେ। ଏହା ଜରିଆରେ ବିକାଶ ନ କରି ହୀନମଣ୍ୟତାର ପ୍ରଦର୍ଶନ କରିଥିଲେ। ଭୁବନେଶ୍ୱର ୦୫-୦୨-୨୦୨୫(ପିପିଏସ ) : ରାଜନୀତି ଓ ବିକାଶ ଦୁଇଟି ପ୍ରସଙ୍ଗକୁ ଅଲଗା ରଖିବାକୁ ପଡ଼ିବ। ଫାଇଭ୍-ଟି ନାଁରେ ସଂପୂର୍ଣ୍ଣ ଭାବେ ଭୋଟ୍ ବ୍ୟାଙ୍କ ତିଆରି କରିବାକୁ ପୂର୍ବ ୨୪ ବର୍ଷର ସରକାର ଷଡ଼ଯନ୍ତ୍ର […]

1 min read

‘ଆମ ଓଡିଶା, ନବୀନ ଓଡିଶା’ର ଅଧା ପ୍ରକଳ୍ପ ବି ବିକଶିତ ଗାଁ ଯୋଜନାରେ ସମ୍ପୂର୍ଣ୍ଣ ହୋଇପାରିବ

ମୋହନ କହିଥିଲେ ଯେ ପୂର୍ବରୁ ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଯେଉଁ ପ୍ରକଳ୍ପ ଗୁଡିକରେ ସର୍ବନିମ୍ନ ୨୦ ପ୍ରତିଶତ ବ୍ୟୟ ହୋଇଥିବ, ସେଗୁଡିକ ମଧ୍ୟ ଏହି ଯୋଜନାରେ ସମ୍ପୂର୍ଣ୍ଣ କରାଯାଇ ପାରିବ | ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ପାଇଁ ବିକାଶ ରାଜନୀତିରୁ ଉର୍ଦ୍ଧ୍ଵରେ । ଭୁବନେଶ୍ୱର ୦୫-୦୨-୨୦୨୫(ପିପିଏସ ) : ପୂର୍ବ ସରକାରଙ୍କ ଅଧାରେ ଅଟକିଥିବା ପ୍ରକଳ୍ପକୁ ବି ସମ୍ପୂର୍ଣ୍ଣ କରିବେ ରାଜ୍ୟ ସରକାର | ବିକାଶ ରାଜନୀତିରୁ ଉର୍ଦ୍ଧ୍ବରେ କହି ମୋହନ ସରକାର […]