1 min read

ରୁପା ଆଚ୍ଛାଦିତ ହେବ ପତିତପାବନଙ୍କ ମନ୍ଦିର ଓ ସିଂହଦ୍ବାର ଜମଶିଳା

ଶ୍ରୀମନ୍ଦିର ସିଂହଦ୍ବାର ଜମଶିଳା ଓ ପତିତପାବନଙ୍କ ମନ୍ଦିର ସଂପୂର୍ଣ୍ଣ ରୁପା ଆଚ୍ଛାଦିତ କରାଯିବ। ଡିସେମ୍ବର ୨୫ ପୂର୍ବରୁ ଏହି କାମ ଶେଷ ହେବ। ଇଂରାଜୀ ନବବର୍ଷରେ ଶ୍ରୀମନ୍ଦିର ଓ ପତିତପାବନଙ୍କ ମନ୍ଦିରର ଏହି ନୂଆରୂପ ଭକ୍ତମାନେ ଦେଖିପାରିବେ। ପୁରୀ,ଭୁବନେଶ୍ୱର ୧୪-୧୧-୨୦୨୪ (ପିପିଏସ ) : ଶ୍ରୀମନ୍ଦିର ସିଂହଦ୍ବାର ଜମଶିଳା(ଦ୍ବାର ବନ୍ଧ) ଓ ପତିତପାବନଙ୍କ ମନ୍ଦିର ସଂପୂର୍ଣ୍ଣ ରୁପା ଆଚ୍ଛାଦିତ କରାଯିବ। ଡିସେମ୍ବର ୨୫ ପୂର୍ବରୁ ଏହି କାମ ଶେଷ ହେବ। ଇଂରାଜୀ ନବବର୍ଷରେ ଶ୍ରୀମନ୍ଦିର ଓ ପତିତପାବନଙ୍କ […]

1 min read

ପୁଣି ମୁମ୍ବାଇ ବିମାନବନ୍ଦରକୁ ମିଳିଲା ବୋମା ଧମକ

ଗତ କିଛି ଦିନ ମଧ୍ୟରେ ଅନେକ ବିମାନକୁ ବୋମା ଧମକ ମିିଳି ସାରିଥିବା ବେଳେ ବୁଧବାର ଅପରାହ୍ନରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ଧମକ ମିଳିଛି। ମୁମ୍ବାଇ/ଭୁବନେଶ୍ୱର ୧୪-୧୧-୨୦୨୪ (ପିପିଏସ ) :  ଥମୁନାହିଁ ବିମାନକୁ ବୋମା ଧମକ। କିଛି ଦିନ ଅନ୍ତରରେ ପୁଣି ଥରେ ଏକ ଅଜଣା ବ୍ୟକ୍ତି ବିମାନବନ୍ଦରକୁ ବୋମା ଧମକ ଦେଇଥିବାର ଏକ ମାମଲା ସାମ୍ନାକୁ ଆସିଛି। ଗତ କିଛି ଦିନ ମଧ୍ୟରେ ଅନେକ ବିମାନକୁ ବୋମା ଧମକ […]

1 min read

ନୀଳମାଧବ ବସ୍ତି ଉଚ୍ଛେଦ ଓ ଥଇଥାନ: ରାସ୍ତାରେ ବିଜେପି-ବିଜେଡି ମୁହାଁମୁହିଁ

ନୀଳମାଧବ ବସ୍ତି ଉଚ୍ଛେଦ ଓ ଥଇଥାନକୁ ନେଇ ଆଜି ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି। ବିଏମ୍‌ସିର ୧୩ ନମ୍ବର ୱାର୍ଡ ଧୀନରେ ଆସୁଥିବା ଏହି ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାଲାଗି ଆବାସ ଯୋଜନାରେ ଚିହ୍ନଟ ହୋଇଥିବା ବସ୍ତିବାସିନ୍ଦାଙ୍କୁ ପର୍ଯ୍ୟାୟକ୍ରମେ ଟ୍ରାଞ୍ଜିଟ୍‌ ଭୁବନେଶ୍ୱର ୧୪-୧୧-୨୦୨୪ (ପିପିଏସ ) : ନୀଳମାଧବ ବସ୍ତି ଉଚ୍ଛେଦ ଓ ଥଇଥାନକୁ ନେଇ ଆଜି ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି। ବିଏମ୍‌ସିର ୧୩ ନମ୍ବର ୱାର୍ଡ ଧୀନରେ ଆସୁଥିବା ଏହି […]

1 min read

୬ ପେସାଦାର ଲୁଟେରାଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

କଟକ,୧୪-୧୧-୨୦୨୪ (ପିପିଏସ ) : ଗତ ୧୫ ଦିନ ମଧ୍ୟରେ କଟକରେ ଘଟିଥିବା ତିନୋଟି ଛିନତାଇ ଲୁଟ୍ ଘଟଣାରେ କମିଶନରେଟ ପୋଲିସ ୬ ପେସାଦାର ଲୁଟେରାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏ ନେଇ କଟକ ଡିସିପି କହିଛନ୍ତି ଲୁଟେରା ମାନଙ୍କ ନାଁ’ ରେ ପୂର୍ବରୁ ବିଭିନ୍ନ ଅପରାଧିକ ମାମଲା ରହିଛି । ଗିରଫ ବେଳେ ସେମାନଙ୍କ ଠାରୁ ଅପରାଧରେ ବ୍ୟବହାର ହୋଇଥିବା ବନ୍ଧୁକ ଗୁଳି ବାଇକ୍ ମୋବାଇଲ କୁ ଜବତ କରିଛି […]

1 min read

ଐତିହାସିକ ବାଲିଯାତ୍ରା କଟକ ଉତ୍ସବ-୨୦୨୪

ଚୂଡାନ୍ତ ପର୍ଯ୍ୟାୟରେ ସମସ୍ତ ପ୍ରସ୍ତୁତି, ସ୍ଥାନ ପାଇଛି ୨୫୦୦ରୁ ଅଧିକ ଷ୍ଟଲ୍ କଟକ, ୧୪-୧୧-୨୦୨୪ (ପିପିଏସ ) : ଐତିହାସିକ ବାଲିଯାତ୍ରା କଟକ ଉତ୍ସବ ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ୧୫ ତାରିଖ ସନ୍ଧ୍ୟା ୫ଘଟିକା ୩୦ମିନିଟ୍ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ବାଲିଯାତ୍ରାର ଶୁଭ ଉଦଘାଟନ କରିବେ । ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ଦତାତ୍ରୟ ଭାଉସାହେବ ଶିନ୍ଦେ ଆଜି […]

1 min read

୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆର୍‌ଆଇ

ଭଦ୍ରକ/ଭୁବନେଶ୍ୱର ୧୪-୧୧-୨୦୨୪ (ପିପିଏସ ) : ଭଦ୍ରକ ଜିଲ୍ଲା ଗଦି ରାଜସ୍ୱ ସର୍କଲର ରାଜସ୍ୱ ଅଧିକାରୀ (ଆର୍‌ଆଇ) ଗୁରୁବାର ଦିନ ଓଡିଶା ଭିଜିଲାନ୍ସ ହାତରେ ପଡ଼ିଛନ୍ତି। ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି। ଅଭିଯୁକ୍ତ ଆର୍‌ଆଇଙ୍କ ନାମ ଭାଗବତ ଖଟୁଆ ବୋଲି ଜଣାପଡିଛି।ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲାର ତିହିଡି ତହସିଲ ଅଧୀନରେ ଥିବା ରାଜସ୍ୱ ଇନ୍ସପେକ୍ଟର ଭାଗବତ ଖଟୁଆ, ୫ ହଜାର ଟଙ୍କା ଲାଞ୍ଚ ନେଉଥିବ‌ା ବେଳେ ଓଡିଶା ଭିଜିଲାନ୍ସ […]

1 min read

ପିଲାଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲିବାକୁ ଷଡ଼ଯନ୍ତ୍ର କରିଥିଲେ ପୂର୍ବ ସରକାର: ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ନେଇ ପୁଣି ପୂର୍ବର ବିଜେଡି ସରକାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାର୍ଗେଟ କରିଛନ୍ତି। ୫-ଟି ସ୍କୁଲ୍‌ର ଦୂରାବସ୍ଥା ସହ ପ୍ରାଥମିକ ଶିକ୍ଷାର ମାନକୁ ନେଇ ପୂର୍ବ ସରକାରଙ୍କ ଉପରେ ମୁଖ୍ୟମନ୍ତ୍ରୀ ବର୍ଷିଛନ୍ତି ଭୁବନେଶ୍ୱର ୧୪-୧୧-୨୦୨୪ (ପିପିଏସ ) : ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ନେଇ ପୁଣି ପୂର୍ବର ବିଜେଡି ସରକାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାର୍ଗେଟ କରିଛନ୍ତି।  ୫-ଟି ସ୍କୁଲ୍‌ର ଦୂରାବସ୍ଥା ସହ ପ୍ରାଥମିକ ଶିକ୍ଷାର ମାନକୁ ନେଇ ପୂର୍ବ […]

1 min read

ସହିଦ ରଘୁ ସଦ୍ଦାର, ପ୍ରତୀକ୍ଷା ଓ ଦମନକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ବିଗତ ୩ ବର୍ଷ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ ଲେଖକ, ନିର୍ଦ୍ଦେଶକ ଓ ନାଟ୍ୟକାର ମୋହନ ସୁନ୍ଦରଦେବ ଗୋସ୍ବାମୀ ପୁରସ୍କାର (ଜୀବନବ୍ୟାପି ସାଧନା ପୁରସ୍କାର) ପାଇଁ ଅନନ୍ତ ମହାପାତ୍ରଙ୍କୁ ଚୟନ କରାଯାଇଛି। ଭୁବନେଶ୍ୱର ୧୪-୧୧-୨୦୨୪ (ପିପିଏସ ) : ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ବିଗତ ୩ ବର୍ଷ (୨୦୨୦, ୨୦୨୧ ଓ ୨୦୨୨) ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ […]

1 min read

ଭାଇ-ଭାଉଜଙ୍କୁ ହତ୍ୟ: ସ୍ତ୍ରୀ ଓ ପୁଅ ସମେତ ସାନଭାଇକୁ ଗିରଫ କଲା ପୁଲିସ

ଆସିକା/ଭୁବନେଶ୍ୱର ୧୪-୧୧-୨୦୨୪ (ପିପିଏସ ) : ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତର ସମେଇଗୁଡା ଗ୍ରାମରେ ବୁଧବାର ଦିନ ସକାଳୁ ସ୍ବାମୀ-ସ୍ତ୍ରୀଙ୍କୁ ହତ୍ୟା ଘଟଣାର ୨୪ ଘଣ୍ଟା ମଧ୍ୟରେ ପୁଲିସ ତିନି ଅଭିଯୁକ୍ତକୁ ଗିରଫ କରିଛି। ଏଥି ସହିତ ହତ୍ୟାରେ ବ୍ୟବହୃତ ଖଣ୍ଡା, ବିଷ ବୋତଲ ଓ ଏକ ବାଇକ ଜବତ କରିଛି। ତିନି ଅଭିଯୁକ୍ତ ହେଲେ ଭୋବନୀ ପାତ୍ର, ତାର ସ୍ତ୍ରୀ  ରଞ୍ଜିତା ପାତ୍ର ଓ ପୁଅ ପପୁନ ପାତ୍ର। ସେମାନଙ୍କ ଡ଼ାକ୍ତରୀ […]

1 min read

ଫେବ୍ରୁଆରି ୨୧ରୁ ମାଟ୍ରିକ୍‌ ପରୀକ୍ଷା: ଜାରି ହେଲା ସୂଚୀ

ମାଟ୍ରିକ୍‌ ପରୀକ୍ଷା-୨୦୨୫ ଆସନ୍ତା ଫେବ୍ରୁଆରି ୨୧ ତାରିଖ ଠାରୁ ଆରମ୍ଭ ହେବ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ କ୍ୟାରିୟରର ଏହି ସ୍ମରଣୀୟ ପରୀକ୍ଷା ମାର୍ଚ୍ଚ ୬ ତାରିଖ ଯାଏଁ ଜାରି ରହିବ। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। କଟକ/ଭୁବନେଶ୍ୱର ୧୪-୧୧-୨୦୨୪ (ପିପିଏସ ) : ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍‌ଇ) ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା-୨୦୨୫ ଆସନ୍ତା ଫେବ୍ରୁଆରି ୨୧ ତାରିଖ ଠାରୁ ଆରମ୍ଭ ହେବ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ କ୍ୟାରିୟରର ଏହି ସ୍ମରଣୀୟ ପରୀକ୍ଷା ମାର୍ଚ୍ଚ […]