1 min read

ଦାଦନ ଜନିତ ବିସ୍ଥାପନ ସମସ୍ୟାର ନିରାକରଣ ନେଇ ଗଠିତ ଟାସ୍କଫୋର୍ସର ପ୍ରଥମ ବୈଠକ

ରାଜ୍ୟରେ ଦାଦନ ଜନିତ ବିସ୍ଥାପନ ସମସ୍ୟାର ନିରାକରଣ ନିମନ୍ତେ ଗଠିତ ଏହି ଉଚ୍ଚସ୍ତରୀୟ ଟାସ୍କଫୋର୍ସର୍ ପ୍ରଥମ ବୈଠକରେ ଦାଦନ ଯିବା କାରଣ ଓ ଏହାର ସମାଧାନ ଉପରେ ସଭିଏଁ ନିଜ ନିଜର ମତବ୍ୟକ୍ତ କରିଥିଲେ ।  ଭୁବନେଶ୍ୱର ୨୮-୧୦-୨୦୨୪ (ପିପିଏସ) : ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଦାଦନ ଜନିତ ବିସ୍ଥାପନ ସମସ୍ୟାର ନିରାକରଣ ନିମନ୍ତେ ଗଠନ ହୋଇଥିବା ଟାସ୍କଫୋର୍ସର ପ୍ରଥମ ବୈଠକ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ […]

1 min read

ତୃତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଦିଆଯିବା ତାରିଖ ଖୁବ୍ ଶୀଘ୍ର ଘୋଷିତ ହେବ: ପ୍ରଭାତୀ ପରିଡ଼ା

‘ସୁଭଦ୍ରା’ ଯୋଜନା ନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଟଙ୍କା ଦିଆଯିବ। ଖୁବ୍ ଶୀଘ୍ର ଏନେଇ ତାରିଖ ଘୋଷଣା କରାଯିବ। ଭୁବନେଶ୍ୱର ୨୮-୧୦-୨୦୨୪ (ପିପିଏସ) : ‘ସୁଭଦ୍ରା’ ଯୋଜନା ନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଟଙ୍କା ଦିଆଯିବ। ଖୁବ୍ ଶୀଘ୍ର ଏନେଇ ତାରିଖ ଘୋଷଣା […]

1 min read

ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ହେବ

ଓଡ଼ିଶାରେ ପୂର୍ବରୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇନଥିଲା, ତେଣୁ ତାର ମୋଡାଲିଟି ବି ପ୍ରସ୍ତୁତ ହୋଇନାହିଁ । ଆମେ ଖୁବ୍ ଶୀଘ୍ର ମୋଡାଲିଟି ପ୍ରସ୍ତୁତ କରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାକୁ ଲାଗୁ କରିବୁ। ଏଭଳି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଭୁବନେଶ୍ୱର ୨୮-୧୦-୨୦୨୪ (ପିପିଏସ) : ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ ୨ ଆସନ୍ତାକାଲି ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଲଞ୍ଚ ହେବ, ଯାହାକୁ ଓଡ଼ିଶା […]

1 min read

ମଠମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର

ମଠମନ୍ଦିରଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସହ ପରିଚଳନା ସମସ୍ୟା ସମାଧାନ ପାଇଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର। ଦେବାଳୟ ପ୍ରକଳ୍ପ ସମ୍ଭାବ୍ୟ ନାଁରେ ଏକ ନୂଆ ଯୋଜନା ଆଣୁଛନ୍ତି ସରକାର। ଏନେଇ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଭୁବନେଶ୍ୱର ୨୮-୧୦-୨୦୨୪ (ପିପିଏସ) : ମଠମନ୍ଦିରଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସହ ପରିଚଳନା ସମସ୍ୟା ସମାଧାନ ପାଇଁ ନୂଆ ଯୋଜନା ଆଣୁଛନ୍ତି ରାଜ୍ୟ ସରକାର। ଦେବାଳୟ ପ୍ରକଳ୍ପ ସମ୍ଭାବ୍ୟ ନାଁରେ ଏକ ନୂଆ […]

1 min read

ମଧ୍ୟପ୍ରଦେଶ: ଚଳନ୍ତା ଟ୍ରେନରେ ନିଆଁ, ଜୀବନ ବଞ୍ଚାଇବାକୁ ଡେଇଁଲେ ଯାତ୍ରୀ

ଇନ୍ଦୋର/ଭୁବନେଶ୍ୱର ୨୭-୧୦-୨୦୨୪(ପିପିଏସ) : ମଧ୍ୟପ୍ରଦେଶରେ ଚଳନ୍ତା ଟ୍ରେନରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ପରିସ୍ଥିତି ଏପରି ହୋଇଥିଲା ଯେ ଯାତ୍ରୀଙ୍କୁ ଟ୍ରେନରୁ ଡେଇଁ ନିଜ ଜୀବନ ବଞ୍ଚାଇବାକୁ ପଡ଼ିଥିଲା। ଏହା ଫଳରେ କେତେକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଏହି ଡିଏମୟୁ ଟ୍ରେନଟି ଇନ୍ଦୋରରୁ ରତଲାମ ଅଭିମୁଖେ ଆସୁଥିଲା। ରୁନିଜା ଓ ପ୍ରୀତମ ନଗର ମଧ୍ୟରେ ଟ୍ରେନର ଇଞ୍ଜିନରେ ନିଆଁ ଲାଗିଥିଲା। ଟ୍ରେନଟି ଦ୍ରୁତ ଗତିରେ ଚାଲୁଥିବାରୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିବା […]

1 min read

ମଧ୍ୟପ୍ରଦେଶ: ଚଳନ୍ତା ଟ୍ରେନରେ ନିଆଁ, ଜୀବନ ବଞ୍ଚାଇବାକୁ ଡେଇଁଲେ ଯାତ୍ରୀ

ଇନ୍ଦୋର/ଭୁବନେଶ୍ୱର ୨୭-୧୦-୨୦୨୪(ପିପିଏସ) : ମଧ୍ୟପ୍ରଦେଶରେ ଚଳନ୍ତା ଟ୍ରେନରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ପରିସ୍ଥିତି ଏପରି ହୋଇଥିଲା ଯେ ଯାତ୍ରୀଙ୍କୁ ଟ୍ରେନରୁ ଡେଇଁ ନିଜ ଜୀବନ ବଞ୍ଚାଇବାକୁ ପଡ଼ିଥିଲା। ଏହା ଫଳରେ କେତେକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଏହି ଡିଏମୟୁ ଟ୍ରେନଟି ଇନ୍ଦୋରରୁ ରତଲାମ ଅଭିମୁଖେ ଆସୁଥିଲା। ରୁନିଜା ଓ ପ୍ରୀତମ ନଗର ମଧ୍ୟରେ ଟ୍ରେନର ଇଞ୍ଜିନରେ ନିଆଁ ଲାଗିଥିଲା। ଟ୍ରେନଟି ଦ୍ରୁତ ଗତିରେ ଚାଲୁଥିବାରୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିବା […]

1 min read

ଅସୁରକ୍ଷିତ ଏସ୍‌ସିବି ରେକର୍ଡରୁମ୍‌

ଛାତ ଫାଟି ପାଣି ଗଳୁଛି। କେଉଁଠି କେଉଁଠି ଗଛ ଉଠିଗଲାଣି। କୌଣସି ଥାକ ବି ନାହିଁ। ଯିଏ ନେଲା ବିଡ଼ା ବାନ୍ଧି ପକେଇ ଦେଲା। କର୍ମଚାରୀଙ୍କ ପାଇଁ ବସିବାକୁ ସ୍ଥାନ ନାହିଁ। ଏଭଳି ଅସୁରକ୍ଷିତ ଭାବେ ବର୍ଷ ବର୍ଷ ହେଲା ଚାଲିଛି ରାଜ୍ୟର ସବୁଠାରୁ ବଡ଼ ରେଫରାଲ ହସ୍ପିଟାଲ କଟକ ବଡ଼ଡାକ୍ତରଖାନାର ରେକର୍ଡ ରୁମ୍‌। କଟକ/୨୭-୧୦-୨୦୨୪(ପିପିଏସ) : ଛାତ ଫାଟି ପାଣି ଗଳୁଛି। କେଉଁଠି କେଉଁଠି ଗଛ ଉଠିଗଲାଣି। କୌଣସି ଥାକ ବି ନାହିଁ। ଯିଏ ନେଲା […]

1 min read

ସ୍ମୃତିକୁ ଖୋଜୁଛି ପାରଳାଖେମୁଣ୍ଡି

ରେଳ ଯୋଗାଯୋଗ କ୍ଷେତ୍ରରେ ପାରଳାଖେମୁଣ୍ଡିର ସମୃଦ୍ଧ ଇତିହାସ ରହିଛି। ବ୍ରିଟିସ୍‌ ଶାସନ ତଥା ଭାରତ ସ୍ବାଧୀନତାର ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପୂର୍ବରୁ ଏଠାରେ ରେଳ ଗଡ଼ିଥିଲା। ପାରଳାଖେମୁଣ୍ଡି/ଭୁବନେଶ୍ୱର ୨୭-୧୦-୨୦୨୪(ପିପିଏସ) : ରେଳ ଯୋଗାଯୋଗ କ୍ଷେତ୍ରରେ ପାରଳାଖେମୁଣ୍ଡିର ସମୃଦ୍ଧ ଇତିହାସ ରହିଛି। ବ୍ରିଟିସ୍‌ ଶାସନ ତଥା ଭାରତ ସ୍ବାଧୀନତାର ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପୂର୍ବରୁ ଏଠାରେ ରେଳ ଗଡ଼ିଥିଲା। ସେହି ଅତୀତର ସ୍ମୃତିକୁ ତାଜା ରଖିବା ପାଇଁ ପୁରୁଣା ଦିନର ସେହି ରେଳ ଇଂଜିନ୍‌କୁ ଏଠାରେ ସ୍ଥାନିତ କରିବାକୁ […]

1 min read

ବେଆଇନ ବାଣ ଗୋଦାମ ରେ ପୋଲିସ ର ଚଢ଼ାଉ

ରାଉରକେଲା/ଭୁବନେଶ୍ୱର ୨୭-୧୦-୨୦୨୪(ପିପିଏସ) : ରାଜଗାଙ୍ଗପୁର ଗତ କାଲି ରାତ୍ର ରେ ସୁବାଷ ବୋଷ ଛକ ନିକଟ ଦୋକାନ ରୁ  ଲକ୍ଷଧିକ ଟଙ୍କା ର ବେଆଇନ ଭାବେ ବାଣ ଗଛିତ କରିଥିବା  ଗୋଦାମ କୁ ପୋଲିସ ଛପା ମାରି ବହୁ ପରିମାଣ ର ବାଣ ଜବତ କରିଥିବା ଜଣା ଯାଇଛି l କୌଣସି ସୂତ୍ରରୁ ରାଜଗାଙ୍ଗପୁର ପୋଲିସକୁ ଖବର ମିଳିବା ପରେ ଥାନା ପ୍ରଭାରୀ ମନୋରଞ୍ଜନ ପ୍ରଧାନ ଙ୍କୁ ନିର୍ଦ୍ଧେଶରେ ସୁବାଷ ଛକ ନିକଟସ୍ଥ ରବି ରାଜ ପାଲ […]

1 min read

ହ୍ରାସ ପାଉଛି ବୁଢ଼ାବଳଙ୍ଗ ଜଳସ୍ତର, କମୁଛି ବନ୍ୟା ଭୟ

ବନ୍ୟା ପ୍ଲାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କଲେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ  ପ୍ରବଳ ବର୍ଷା ଯୋଗୁଁ ଶନିବାର ପାଟଳୀପୁରା ଠାରେ ବୁଢାବଳଙ୍ଗ ନଦୀକୂଳ ଲଙ୍ଘନ କରିଥିବା ବେଳେ ରବିବାର ଭୋର ସକାଳରୁ ଜଳସ୍ତର କମିବା ଆରମ୍ଭ ହେବାପରେ ସ୍ଥିତି ସ୍ବାଭାବିକ ହେବାରେ ଲାଗିଛିl ଫଳରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭୟ କମିବାରେ ଲାଗିଛି। ବୈଶିଙ୍ଗା/ଭୁବନେଶ୍ୱର ୨୭-୧୦-୨୦୨୪(ପିପିଏସ) : ସାମୁଦ୍ରିକ ଝଡ ‘ଦାନା’ ପ୍ରଭାବରେ ଉପରମୁଣ୍ଡା ସମେତ ଶିମିଳିପାଳର ଆଭ୍ୟନ୍ତରୀଣ ଇଲାକାରେ ପ୍ରବଳରୁ ଅତି ପ୍ରବଳ ବର୍ଷା […]