Browsing Category

ଅପରାଧ

ସ୍ମିତାରାଣୀ ହତ୍ୟାକାଣ୍ଡ ଫାଇଲ୍ ଖୋଲିବ: ମନ୍ତ୍ରୀ

ଯାଜପୁର/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ): ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ହତ୍ୟାକାଣ୍ଡ ଫାଇଲ୍ ପୁଣି ଖୋଲିବ।  ଆଜି ଏହି ପ୍ରସଙ୍ଗରେ କିଛି ବିଜେପି ନେତା ଆଇନମନ୍ତ୍ରୀଙ୍କୁ ଭେଟି ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ରାତି ଅଧରେ ବୁଲିଲା ଖଣ୍ଡା : ଜଣେ ମୃତ ୨ ଗୁରୁତର

ବଲାଙ୍ଗୀର/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ) : ପୂର୍ବ ଶତ୍ରୁତାର ଭୟଙ୍କର ପରିଣତି । ପଡ଼ୋଶୀଙ୍କ ଖଣ୍ଡା ଚୋଟରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ଅନ୍ୟ ୨ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ମାଲଗୋଦାମ ପଡ଼ାରେ । ମୃତକ ହେଲେ ନିରଜ ହରପାଲ। ଅନ୍ୟ ୨ ଜଣଙ୍କୁ

ସ୍ତ୍ରୀ ଓ ନବଜାତକୁ ହସ୍ପିଟାଲରୁ ଡିସଚାର୍ଜ କରିବା ପାଇଁ ଦୁଇବର୍ଷର ପୁଅକୁ କଲେ ବିକ୍ରି

ନୂଆଦିଲ୍ଲୀ/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ନବଜାତକୁ ହସ୍ପିଟାଲରୁ ଡିସଚାର୍ଜ କରିବା ପାଇଁ ନିଜର ଦୁଇବର୍ଷର ପୁଅକୁ ବିକ୍ରି କରି ଦେଇଥିଲେ। ଏହି ଘଟଣା ସାମ୍ନାକୁ

ବନ୍ଦ ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା

କଟକ,୦୯-୦୯-୨୦୨୪(ପିପିଏସ) : ବନ୍ଦ ଘରୁ ମିଳିଲା ଅଧ୍ୟାପିକାଙ୍କ ମୃତଦେହ । ସୋମବାର କଟକ ସିଡିଏ ସେକ୍ଟର -୯ ସ୍ଥିତ ଭଡା ଘରୁ ଅଧ୍ୟାପିକାଙ୍କ ମୃତଦେହ ଉଦ୍ଧାର ହୋଇଛି । କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ ସେ କାର୍ଯ୍ୟରତ ଥିଲେ । ମୃତ ଅଧ୍ୟାପିକାଙ୍କ ନାମ ଅନନ୍ୟା ଚକ୍ରବର୍ତ୍ତୀ । ତାଙ୍କ ଘର

୨୨ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ପୋଲିସର ତନାଘନା

ଢେଙ୍କାନାଳ/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ଢେଙ୍କାନାଳରେ ଲଜ୍ଜା । ୨୨ ବର୍ଷୀୟ ଯୁବତୀଙ୍କୁ ଅଙ୍ଗନବାଡ଼ି ଛାତ ଉପରକୁ ଟେକି ନେଇ ବାରମ୍ବାର ଗଣଦୁଷ୍କର୍ମ ଅଭିଯୋଗ। ୭ ଜଣ ଯୁବକ ଦୁଷ୍କର୍ମ କରିଥିବା ନେଇ ହୋଇଛି ଅଭିଯୋଗ। ବାପା ଆଗରେ ଝିଅକୁ ଟେକି ନେଇ ବାରମ୍ବାର କରୁଥିଲେ ଦୁଷ୍କର୍ମ।

୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ଜଣେ ଗିରଫ

ବାରିପଦା/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ଜଣେ ବ୍ରାଉନସୁଗାର ବେପାରୀକୁ ଧରିଛି ବାରିପଦା ଟାଉନ୍ ପୁଲିସ । ଅଭିଯୁକ୍ତଠାରୁ ୧୯୯.୮ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ ହୋଇଛି । ଉକ୍ତ ବ୍ରାଉନସୁଗାରର ମୂଲ୍ୟ ଆନୁମାନିକ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ଏହାଛଡ଼ା ଏକ ଭିଭୋ ସ୍ମାର୍ଟ

ଏମ୍‌ଭିଆଇଙ୍କୁ ବାନ୍ଧିଲା ଭିଜିଲାନ୍ସ : କାଲି ୧ ଲକ୍ଷ ୩୨ ହଜାର ଟଙ୍କା ସହିତ ଧରାପଡ଼ିଥିଲେ

ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ବନ୍ଧା ହେଲେ ଭିଜିଲାନ୍ସ ଜାଲରେ ପଡ଼ିଥିବା ନୂଆପଡ଼ା MVI ବିଜୟ କୁମାର ବେହୁରିଆ । ଗତକାଲି ନୂଆପଡ଼ାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ବିଜୟଙ୍କ ଗାଡ଼ିରୁ ୧ ଲକ୍ଷ ୩୨ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏହି ଟଙ୍କା କେଉଁଠୁ ଆଣିଲେ ତାହାର

ମାତାଲ ଅବସ୍ଥାରେ ସ୍କୁଲରେ ଗଡ଼ିଲେ ପ୍ରଧାନ ଶିକ୍ଷକ : କାର୍ଯ୍ୟାନୁଷ୍ଠାନ ନେଲେ ଅଧିକାରୀ

ସୁନ୍ଦରଗଡ଼/ଭୁବନେଶ୍ୱର,୦୭-୦୯-୨୦୨୪(ପିପିଏସ) : ପାଠ ପଢ଼ାଇବା ପରିବର୍ତ୍ତେ ନିଶାସକ୍ତ ଅବସ୍ଥାରେ ଶ୍ରେଣୀ କକ୍ଷରେ ଶୋଇଥିଲେ ପ୍ରଧାନ ଶିକ୍ଷକ। ଏତେ ପରିମାଣରେ ମଦ ପିଇଥିଲେ ଯେ ଭୂଇଁରୁ ଉଠିବାକୁ ସକ୍ଷମ ନଥିଲେ । ଦୀର୍ଘ ସମୟ ଧରି ସାର୍‌ ନଉଠିବାରୁ ଅଭିଭାବକମାନେ ଏନେଇ ବ୍ଲକ ଶିକ୍ଷା

ଲକ୍ଷାଧିକ ନଗଦ ଟଙ୍କା ସହ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏମଭିଆଇ

ଭୁବନେଶ୍ୱର ୦୭-୦୯-୨୦୨୪(ପିପିଏସ) : ଲକ୍ଷାଧିକ ଟଙ୍କା ସହ ଏମଭିଆଇଙ୍କୁ ଧରିଲା ଭିଜିଲାନ୍ସ । ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା ଏମଭିଆଇ ବିଜୟ ବେହୁରିଆ । ନୂଆପଡ଼ାରୁ ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧା ଠାରେ ମାଡ଼ିବସିଲା ଭିଜିଲାନ୍ସ । ଧରାପଡ଼ିଥିବା ଟଙ୍କା ପିସି

ଗିରଫ ହେଲେ ଲୁଟେରା ଗ୍ୟାଙ୍ଗ : ଭୁବନେଶ୍ୱରରେ ବୁକିଂକରି ଢେଙ୍କାନାଳରେ ଲୁଟି ଥିଲେ କାର୍‌

ଭୁବନେଶ୍ୱରରୁ ହୋଇଥିଲା ଉବେର ବୁକିଂ ରାତି ଅଧରେ ଜଙ୍ଗଲ ମଝିରେ ମାଡ଼ମାରି ଲୁଟିନେଲେ ୩ ଜଣ ଯୁବକ ଢେଙ୍କାନାଳ ଜିଲ୍ଲା ରାଧାଦେଈପୁର ନିକଟ ଜଙ୍ଗଲ ରେ ଘଟିଥିଲା ଘଟଣା ଢେଙ୍କାନାଳ/ଭୁବନେଶ୍ୱର,୦୭-୦୯-୨୦୨୪(ପିପିଏସ) : ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା