Browsing Category

ଜୀବନଚର୍ଯ୍ୟା

ଗିରଫ ହେଲେ ବିଜେଡି ନେତା ରାଜା ଚକ୍ର

୧୬୦ କୋଟି ଟଙ୍କା ଦୁର୍ନୀତି ଅଭିଯୋଗ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ଆର୍ଥିକ ଅନିୟମିତତା ଘଟଣାରେ ଆଜି କ୍ରାଇମବ୍ରାଞ୍ଚ ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କରିଛି। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି। ତାଙ୍କ ବିରୋଧରେ ୧୬୦ କୋଟି ଟଙ୍କା ଦୁର୍ନୀତି କରିଥିବାର ଅଭିଯୋଗ

ବନ୍ଧା ହେଲେ ବାପା ଓ ଜେଜେମା

ଦ୍ୱିତୀୟ ବିବାହକୁ ବାରଣ କରିବାରୁ ଦୁଇ ନାବାଳକ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କଲା ପିଶାଚ ବାପା ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚାଙ୍ଗଡ଼ା ଗ୍ରାମରେ ବାପାର ଦ୍ୱିତୀୟ ବିବାହକୁ ବାରଣ କରିବାରୁ ନିଜର ଦୁଇ ନାବାଳକ ପୁଅଙ୍କୁ ତଣ୍ଟି ଚିପି ହତ୍ୟା କରିଛି ପିଶାଚ ବାପା। ଆଉ ଏଥିରେ

ଗଠନ ହେବ ଅପେରା ସେନ୍ସର ବୋର୍ଡ

ଅପେରା ଶୋ’ରେ ଅଶ୍ଳୀଳତା ରୋକିବା ପାଇଁ ବିଧାନସଭା ସ୍ଥାୟୀ କମିଟି ଓଡ଼ିଶାରେ ଏକ ଅପେରା ସେନ୍ସର ବୋର୍ଡ ଗଠନ କରିବାକୁ ସୁପାରିଶ କରିଛି। ବୋର୍ଡ ନିଶ୍ଚିତ କରିବ ଯେ, ଅପେରା ପ୍ରଦର୍ଶନଗୁଡ଼ିକ ନିର୍ଦ୍ଦେଶାବଳୀ ଏବଂ ନିୟମାବଳୀ ପାଳନ କରିବ ଭୁବନେଶ୍ୱର ୧୩-୦୩-୨୦୨୫ (ପିପିଏସ ) : ଅପେରା

ସୋମେଶ ରଣବିଜୁଳି ଓଜେଏସ-୨୦୨୩ ପରୀକ୍ଷାରେ ଟପ୍ପର

ଓପିଏସସି ଓଜେଏସ୍-୨୦୨୩ ପରୀକ୍ଷା ଫଳ ପ୍ରକାଶ ଭୁବନେଶ୍ୱର ୧୩-୦୩-୨୦୨୫ (ପିପିଏସ ) : ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଗୁରୁବାର ଓଡ଼ିଶା ନ୍ୟାୟିକ ସେବା (ଓଜେଏସ)-୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ସିଭିଲ୍ ଜଜ୍ ପଦବୀରେ ନିଯୁକ୍ତି ପାଇଁ ୨୪ ମହିଳା ପ୍ରାର୍ଥୀଙ୍କ ସମେତ ୩୩

ଦଶ ଦିନର ଶିଶୁକୁ ୬୦ ଚେଙ୍କ ମାମଲା

ଜେଜେମା କୋର୍ଟ ଚାଲାଣ ପରେ ଜେଲ ଗଲେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଗମ୍ଭାରୀଗୁଡା ପଂଚାୟତ ଅଧିନସ୍ଥ ଫୁଣ୍ଡେଲପଡା ଗ୍ରାମର ଜଣେ ଦଶ ଦିନର ଶିଶୁ ଅସୁସ୍ଥ ହେବାରୁ ତାକୁ ଚିକିତ୍ସା ପରିବର୍ତ୍ତେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଶିଶୁ ଦେହରେ ୬୦ରୁ ଅଧିକ ଚେଙ୍କ ଦିଆ ଯାଇଥିଲା

୩୦ ମାର୍ଚ୍ଚରେ ଓଡ଼ିଶାରେ ଅନ୍ତ୍ୟୋଦୟ ଆବାସ ଯୋଜନା ଆରମ୍ଭ ହେବ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାର୍ଚ୍ଚ ୩୦ ତାରିଖରେ କଳାହାଣ୍ଡିରେ ଅନ୍ତ୍ୟୋଦୟ ଗୃହ ଯୋଜନା ଆରମ୍ଭ କରିବେ। ଏହି ଆବାସ ଯୋଜନାରେ ଦିବ୍ୟାଙ୍ଗ, ବିଧବା, ସହିଦ ପରିବାର ଏବଂ ପଦ୍ମଶ୍ରୀ ପ୍ରାପ୍ତକର୍ତ୍ତାଙ୍କ ସମେତ ୫୦,୦୦୦ ବ୍ୟକ୍ତିଙ୍କୁ ଘର ଯୋଗାଇବା ଲକ୍ଷ୍ୟ ରଖାଯାଇଛି ଭୁବନେଶ୍ୱର

ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କଲା: ଚଳିତ ବର୍ଷ ପାଇଁ ପ୍ରଥମ ଥର

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି ଯେ, ୨୦୨୫ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ ଅତିକ୍ରମ କରିଛି। ​​ବୌଦ୍ଧରେ ତାପମାତ୍ରା ୪୦.୫ ଡିଗ୍ରି ସେଲସିୟସ୍ ଛଇଁଛି ଭୁବନେଶ୍ୱର ୧୨-୦୩-୨୦୨୫ (ପିପିଏସ ) : ଚଳିତ ବର୍ଷ ୨୦୨୫ ମସିହାରେ ପ୍ରଥମ

ବଢ଼ିଲା ଖୋର୍ଦ୍ଧା ସବ୍‌ରେଜିଷ୍ଟ୍ରାରଙ୍କ ଅଡ଼ୁଆ

୩ ଦିନ ଭିତରେ ପକ୍ଷ ରଖିବାକୁ ନିର୍ଦ୍ଦେଶ, ଖିଲାପ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାର୍ଟପ୍ଲଟ୍‌ ବା ଆଂଶିକ ଜମି ପଞ୍ଜୀକରଣକୁ ନେଇ ଖୋର୍ଦ୍ଧା ସବ୍‌ରେଜିଷ୍ଟ୍ରାରଙ୍କ ଅଡ଼ୁଆ ବଢ଼ିଛି। କଟକଣା ବେଳେ ବେଆଇନ ଭାବରେ କିଣାବିକା ଅନୁମତି ଦେଇଥିବାରୁ ପୂର୍ବରୁ ଏଡିଏମ୍‌ ରିପୋର୍ଟ ତଲବ

ରାସନ କାର୍ଡରେ ଖୁବ୍ ଶୀଘ୍ର ମିଳିବ ଗହମ: ମନ୍ତ୍ରୀ

ଆଗାମୀ ଦିନରେ ରାଜ୍ୟର ଲୋକଙ୍କୁ ରାସନ କାର୍ଡ ମାଧ୍ୟମରେ ପୂର୍ବ ଭଳି ଗହମ ଯୋଗାଇ ଦିଆଯିବ। ଏନେଇ ଏକ ପ୍ରଶ୍ନ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି ଭୁବନେଶ୍ୱର ୧୨-୦୩-୨୦୨୫ (ପିପିଏସ ) : ଆଗାମୀ ଦିନରେ

ଶୂନ ଦୁର୍ଘଟଣା ଲକ୍ଷ୍ୟ: ୩୦ ଦିନିଆ ନୂତନ ସଡ଼କ ସୁରକ୍ଷା ଅଭିଯାନ ଆରମ୍ଭ ହେବ

ଓଡ଼ିଶା ସରକାର ସଡ଼କ ସୁରକ୍ଷା ବୃଦ୍ଧି ଏବଂ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏକ ପରିବର୍ତ୍ତନକାରୀ ଅଭିଯାନ, ଶୂନ ଦୁର୍ଘଟଣା ଦିବସ (ଜେଡ୍‌ଏଡି) ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ଭୁବନେଶ୍ୱର ୧୨-୦୩-୨୦୨୫ (ପିପିଏସ ) : ଓଡ଼ିଶା ସରକାର ସଡ଼କ ସୁରକ୍ଷା ବୃଦ୍ଧି