Browsing Category

ଓଡିଶା

କେନ୍ଦ୍ରାପଡା ସଦର ମହକୁମାରେ ମିଳିତ ଅଭିଯୋଗ ଶୁଣାଣି ଶିବିର|

କେନ୍ଦ୍ରାପଡା,(ପିପିଏସ):କେନ୍ଦ୍ରାପଡ଼ା ସଦର ମହକୁମାରେ ଆଜି ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ଣ ୭ ଘଟିକା ଠାରୁ ୧୦ ଘଟିକା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନ୍‌ହଲ୍‌ଠାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ

ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ପୁରୀରେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଘଟଣାରେ…

ପୁରୀ ଠାରେ କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ପୁରୀ ମନ୍ଦିର ପଣ୍ଡାଙ୍କ ଦ୍ଵାରା ଦୁର୍ବ୍ୟବହାର ଘଟଣାକୁ ନେଇ ଉତ୍କଳ ସାମ୍ବାଦିକ ସଙ୍ଘର ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ରାଜ୍ଯରେ ସାମ୍ବାଦିକ

ପୁରାତନ ଛାତ୍ରଛାତ୍ରୀ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ। 

 ଚାରିଛକ,( ପି ପି ଏସ) ଆଜି ପବିତ୍ର ରାମନବମୀରେ ନିମାପଡ଼ା ସ୍ଥିତ ପ୍ରାକଟିସିଂ ସରକାରୀ ଉନ୍ନୀତ ବିଦ୍ୟାଳୟରେ ୨୦୯୮-୯୯ ମସିହା ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ମାନେ

ବ୍ରହ୍ମପୁର ଇସ୍କନ୍ ମନ୍ଦିରରେ ରାମ ନବମୀ ପାଳିତ|

ଲାଞ୍ଜିପଲ୍ଲୀ ସ୍ଥିତ ଇସ୍କନ୍ ବ୍ରହ୍ମପୁର, ହରେକୃଷ୍ଣ ମନ୍ଦିରରେ ଶ୍ରୀ ରାମ ନବମୀ ମହୋତ୍ସବ ଖୁବ୍ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ମଧୁର ଭଜନ ଓ କୀର୍ତ୍ତନ ହେବା ସହ ମନ୍ଦିରର ଅଧ୍ୟକ୍ଷ ଶ୍ରୀମାନ୍ ପଞ୍ଚରତ୍ନ ଦାସଜୀ ମହାରାଜଙ୍କ ଦ୍ଵାରା ଶ୍ରୀରାମଚନ୍ଦ୍ରଙ୍କ ଅପୂର୍ବ ଦିବ୍ୟ

 ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ରେ ମିଡ଼ିଆ କ୍ରିକେଟ ଟିମ ର ବିଜୟ|

ପାରାଦୀପ - ଶ୍ରୀ ରାମ ନବମୀ ପବିତ୍ର ଦିବସ ଅବସରରେ ପାରାଦୀପ ସବଷ୍ଟେସନ ଛକ ପଡିଆ ଠାରେ ମିଡ଼ିଆ କ୍ରିକେଟ ଟିମ ଏବଂ କେଆଇସିଟିପିଏଲ କମ୍ପାନୀ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧o ଓଭର ରେ ପ୍ରଥମେ

କଳିଙ୍ଗ ନଗରରେ ଶ୍ରୀରାମନବମୀ  ଓ ଶୋଭାଯାତ୍ରା ଅନୁଷ୍ଠିତ |

ଯାଜପୁର /କଳିଙ୍ଗନଗର(ପିପିଏସ ) ରବିବାର ଦିନ ପବିତ୍ର ଶ୍ରୀରାମ ନବମୀ ଅବସରରେ କଳିଙ୍ଗ ନଗର ଅଞ୍ଚଳରେ ବଜରଙ୍ଗଦଳ ଓ ବିଶ୍ଵହିନ୍ଦୁ ପରିଷଦ ପକ୍ଷରୁ ଶୋଭାଯାତ୍ରା ସହ ଶ୍ରୀରାମନବମୀ ପାଳିତ ହୋଇଯାଇଛି। ଦାନଗଦି ବ୍ଲକର ମାନଗୋବିନ୍ଦପୁର ହନୁମାନ ମନ୍ଦିରରୁ ପୂଜାର୍ଚ୍ଚନା କରି ଏକ ମୋଟର ସାଇକେଲ

୬୦ମେଟ୍ରିକ ଟନ ଲୁହାପଥରରୁ ସବୁ ନେଇଗଲେ ମଫିଆ ବଳକା ୧୨ ଟନ ହେଲା ଜବତ |

ଯାଜପୁର (ପିପିଏସ ) କଳିଙ୍ଗନଗର ଶିଳ୍ପାଞ୍ଚଳ ର କଳିଙ୍ଗନଗର ଥାନା ଶଗଡଗୁଳା ଅଞ୍ଚଳରେ ବେଫିକର ଖଣିଜ ମାଫିଆଙ୍କ ଦବଦବା ଦେଖିବାକୁ ମିଳିଛି l ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶରେ ଖଣି ବିଭାଗର ଏକ ସ୍ଵତନ୍ତ୍ର ଦଳ ଗୁରୁବାର ପୂର୍ବାହ୍ନରେ ସେଠାରେ ଚଢ଼ାଉ କରି ୧୨ ମେଟ୍ରିକ ଟନ ଲୁହାପଥର ଜବତ

ଗାଁ ଗାଁ ଵୁଲିଲା ଶିକ୍ଷା ସଚେତନତା ରଥ|

କୋଣାର୍କ(ପି ପି ଏସ):-ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ୨୦ଟି କ୍ଲଷ୍ଟରର ସମସ୍ତ ପ୍ରାଥମିକ ବିଦ୍ୟାଳୟ ସମେତ ପ୍ରତ୍ୟେକ ଗ୍ରାମରେ ଶିକ୍ଷା ସଚେତନତା ରଥ ପରିଭ୍ରମଣ କରିଛି। ଏହି ଜନ ସଚେତନତା କାର୍ଯ୍ୟକ୍ରମରେ ସରକାରୀ ବିଦ୍ୟାଳୟରେ ଶିଶୁ ଵାଟିକା ଓ ପ୍ରଥମ ଶ୍ରେଣୀରେ ଶିଶୁମାନଙ୍କ ନାମ

ଧାମନଗର ନଗର ମଣ୍ଡଳ ପକ୍ଷରୁ ବିଜେପିର ପ୍ରତିଷ୍ଠା ଦିବସ ପାଳନ|

ଧାମନଗର (ପି ପି ଏସ) ୬ ଏପ୍ରିଲ ୧୯୮୦ ରେ ମୁମ୍ବାଇ ସ୍ଥିତ ଆରବ ସାଗର ଉପକୂଳରେ ଜନ୍ମ ନେଇଥିବା ବିଜେପି ଶୁନ୍ୟରୁ ଆଜି ଶିଖରରେ ପହଞ୍ଚିଛି। ସଂଘର୍ଷ, ସଂଗ୍ରାମ ଚିନ୍ତାଧାରା, ମାନବତା, ରାଷ୍ଟ୍ରବାଦ, ସୁଶାସନ ଓ ହିନ୍ଦୁତ୍ବ ବିଚାରଧାରାକୁ ନେଇ ଦଳ ଗୋଟିଏ ପରେ ଗୋଟିଏ ଗୌରବ ଗାଥା ଲେଖୁଛି।

କୁନି ସେଠୀ କୁ ଭଗବାନ ସାହା

ନା ଅଛି ଭତ୍ତା ନା ଅଛି ଆବାସ | ଭଦ୍ରକ ତା ୧/୪ (ପିପିଏସ )ରିପୋର୍ଟ :ରତିକାନ୍ତ ନାୟକ // ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ହସନାବାଦ ଗ୍ରାମପଞ୍ଚାୟତ ଅଧୀନ ପଙ୍ଗଟା ଗ୍ରାମ ସେଠୀ ସାହିର କୁନି ସେଠୀ, ବୟସ (୬୦)  ନିଜେ ଭିନ୍ନକ୍ଷମ, କାନକୁ କିଛି ଶୁଭୁନାହିଁ କି ସେ କିଛି କଥା