Browsing Category

ପ୍ରମୁଖ ଖବର

ରତନ ଟାଟାଙ୍କୁ ମୁକେଶ ଅମ୍ବାନି ପରିବାରର ଶ୍ରଦ୍ଧାଞ୍ଜଳି

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ଦୀପାବଳି ନୈଶ ଭୋଜିରେ ବିଶିଷ୍ଟ ଉଦ୍ୟୋଗପତି ସ୍ବର୍ଗତଃ ରତନ ଟାଟାଙ୍କୁ କମ୍ପାନିର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ପରିବାର ସମେତ କର୍ମଚାରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁମ୍ବାଇ,ଭୁବନେଶ୍ୱର ୧୬-୧୦-୨୦୨୪(ପିପିଏସ) : ରିଲାଏନ୍ସ

ସାକାର ହେବ ଗ୍ରୀଡ଼ ନିର୍ମାଣ

ଟିଟିଲାଗଡ଼,୧୬-୧୦-୨୦୨୪(ପିପିଏସ) : ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ରେ ବିଦ୍ୟୁତ ଗୁଲ,  ବିଦ୍ୟୁତ କାଟ ନେଇ ଅନେକ ଆନ୍ଦୋଳନସହ ମାମଲା ଉଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଯାଇଛି l ହେଲେ ଏହାର ସମାଧାନ କେବେ ହୋଇପାରିନାହିଁ l ଦୀର୍ଘ ୨୪ ବର୍ଷ ଧରି ଶାସନ ଗାଦିରେ ରହିଥିବା ବିଜେଡ଼ି ସରକାର

ସ୍ମାର୍ଟ ହେବ କଟକ

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ କଟକ ସ୍ମାର୍ଟସିଟିରେ ପରିଣତ ହେବ। କଟକକୁ ସ୍ମାର୍ଟସିଟି କରିବା ଦିଗରେ ସରକାର ସଚେତନ ଅଛନ୍ତି। ସେହିପରି କଟକ ସହରକୁ ସ୍ମାର୍ଟ କରିବା ପାଇଁ ବହୁଦିନରୁ ଦାବି ହୋଇଆସୁଛି। ଲୋକଙ୍କର ଆଶା କରିବା ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ କଟକ ଆସିଲେ ଏନେଇ

ଅଭାବୀ ବିକ୍ରିର ଶିକାର ଅଦା ଚାଷୀ

ସରକାର କୋରାପୁଟ ଜିଲ୍ଲାରେ ଅମଳ ହେଉଥିବା  ମାଣ୍ଡିଆ କିମ୍ବା  କଫି ଭଳି ଅଦାକୁ ପ୍ରୋସାହନ ମିଳୁ ନାହିଁ । ଫଳରେ ଚାଷୀ ଯେଉଁ ଆଗ୍ରହରେ ଅଦାଚାଷ କରୁଛନ୍ତି ସେହି ହିସାବରେ ନିଜର ପ୍ରାପ୍ୟ ପାଉନାହାନ୍ତି କୋରାପୁଟ/ଭୁବନେଶ୍ୱର ୧୬-୧୦-୨୦୨୪(ପିପିଏସ) : ସରକାର କୋରାପୁଟ ଜିଲ୍ଲାରେ ଅମଳ

ଘୁଷୁରୀ ଓ ମଣିଷର ବାସସ୍ଥାନ ଗୋଟିଏ

ଆଦିମ ଜନଜାତି ବଣ୍ଡା, ଦିଦାୟୀ, କୋୟା, କନ୍ଧ, ଦୁରୁଆ, ପରଜା, ଗାଦବା ଭଳି ବହୁ ଆଦିବାସୀ ସଂପ୍ରଦାୟର ଲୋକେ କାହିଁ କେଉଁ କାଳରୁ ଏଠାରେ ବସବାସ କରିଆସୁଛନ୍ତି। ଏମାନଙ୍କର ୧୨ ମାସରେ ୧୩ ପର୍ବ ପାଳନ କରନ୍ତି। ମାଲକାନଗିରି/ଭୁବନେଶ୍ୱର ୧୬-୧୦-୨୦୨୪(ପିପିଏସ) : ଆଦିବାସୀ ଅଧ୍ୟୁଷିତ

ଶ୍ରୀମନ୍ଦିରରେ ଓମ୍‌ଫେଡ୍‌ ଘିଅ ବ୍ୟବହାର ନେଇ ନିଷ୍ପତ୍ତି

ଚିଠି‌ ଲେଖିଲେ ମୁଖ୍ୟ ପ୍ରଶାସକ ପୁରୀ/ଭୁବନେଶ୍ୱର ୧୬-୧୦-୨୦୨୪(ପିପିଏସ) : ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ କେବଳ ଓମ୍‌ଫେଡ୍‌ ଘିଅର ବ୍ୟବହାର ନେଇ ‌ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଏନେଇ ମୁଖ୍ୟ ପ୍ରଶାସକ ଚିଠି ଖେଲିଥିବା ସୂଚନା ମିଳିଛି। ଆବଶ୍ୟକତା ଦୃଷ୍ଟିରୁ

ପୂଜାମଣ୍ଡପରେ ମହାଅଷ୍ଟମୀ: ଶ୍ରଦ୍ଧାଳୁଙ୍କ ଭିଡ଼

ଆଜି ଶକ୍ତିପୀଠରେ ମହାନବମୀ, ହେଲେ ପୂଜାମଣ୍ଡପରେ ମହାଅଷ୍ଟମୀ। ଏଥିଲାଗି ଆଜି ସକାଳୁ ପୂଜାମଣ୍ଡପରେ ବ୍ରତଧାରୀଙ୍କ ଭିଡ଼ ପରିଲକ୍ଷିତ ହେଉଛି। ସେମାନେ ବ୍ରତ ପୂଜା କରିବା ସହ ମାଙ୍କୁ ଶାଢ଼ୀ ଅର୍ପଣ କରୁଛନ୍ତି। କଟକ,୧୧-୧୦-୨୦୨୪ ( ପିପିଏସ) : ଆଜି ଶକ୍ତିପୀଠରେ ମହାନବମୀ,

ଧୂମପାନ ନିଷେଧ ହେଲେ ଟଳିଯିବ ୧୨ ଲକ୍ଷ ମୃତ୍ୟୁ!

ଏକ ସଦ୍ୟ ପ୍ରକାଶିତ ବିଶ୍ବସ୍ତରୀୟ ଅନୁଧ୍ୟାନ ଅନୁଯାୟୀ, ୨୦୫୦ ମସିହା ସୁଦ୍ଧା ଧୂମପାନ ହାର ୫ ପ୍ରତିଶତ କମାଇପାରିଲେ ପୁରୁଷମାନଙ୍କ ହାରାହାରି ଜୀବନଧାରଣ କ୍ଷମତା ଏକବର୍ଷ ଓ ମହିଳାଙ୍କ ପାଇଁ ଏହା ୦.୨ ବର୍ଷ ବଢ଼ିଯିବ। ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ଏକ ସଦ୍ୟ ପ୍ରକାଶିତ

ଯୁଗାବସାନ: ଶାନ୍ତ, ଭଦ୍ରତାର ପ୍ରତୀକ

ଜଣେ ପ୍ରାଣୀପ୍ରେମୀସାଧାରଣ ଲୋକଙ୍କ କଥା ଚିନ୍ତା କରୁଥିଲେ ଭାରତୀୟ ଶିଳ୍ପଜଗତର ଉଜ୍ଜ୍ବଳତମ ରତ୍ନ ରତନ ଟାଟା ଆଉ ନାହାନ୍ତି। ଜଣେ ବ୍ୟକ୍ତି ରୂପେ ଧରାପୃଷ୍ଠାକୁ ଆସିଥିଲେ ରତନ। ହେଲେ  ଆଜି ‘ଅନୁଷ୍ଠାନ’ ହୋଇ ବିଦାୟ ନେଇଛନ୍ତି। ତାଙ୍କ ବିୟୋଗରେ ଏକ ଯୁଗର ଅବସାନ ଘଟିଛି।

ଓଡ଼ିଶାର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ସାରା ରାଜ୍ୟ ଦୁର୍ଗା ପୂଜା ଲାଗି ଉତ୍ସବମୁଖର। ଏହି ସମୟରେ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଓଡ଼ିଶାର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କରିଛନ୍ତି। ରାଜଧାନୀ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ସବୁ ପୂଜା