Sign in
Sign in
Recover your password.
A password will be e-mailed to you.
Browsing Category
ପ୍ରମୁଖ ଖବର
ଜଗତସିଂହପୁର ରେ କଞ୍ଚା ପରିବା ଆକାଶ ଛୁଆଁ।
ଜଗତ ସିଂହପୁର,୧୭-୧୦-୨୦୨୪ (ପିପିଏସ) : ଉପକୂଳ ଅଞ୍ଚଳର ଏହି ଜିଲ୍ଲା ଟି ଏକ କୃଷି ଭିତ୍ତିକ ଜିଲ୍ଲା ।ଆବଶ୍ୟକତା ଅନୁଯାୟୀ କଞ୍ଚା ପରିବା ଉତ୍ପାଦନ କ୍ଷେତ୍ରରେ ଆତ୍ମ ନିର୍ଭର ଶିଳ ହୋଇଥିଲେ ମଧ୍ୟ ସାମୟିକ ଭାବରେ ବାହାର ରାଜ୍ୟରୁ ଆମଦାନୀ କରିଥାଏ।ମୁଖ୍ୟତଃ ଆଳୁ କଖାରୁ ବାହାର ବଜାରରୁ!-->!-->!-->…
ଆୟୁଷ ଡାକ୍ତରଙ୍କୁ ନିୟମିତ ଓ ଉଚିତ ପାରିଶ୍ରମିକ ଦାବି
ଏନ୍ଏଚ୍ଏମ୍ ଅନ୍ତର୍ଗତ ରାଜ୍ୟର ବିଭିନ୍ନ ପିଏଚ୍ସି-ସିଏଚ୍ସିରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି ଓ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବି କରିଛି ଓଡ଼ିଶା ଆୟୁଷ ଚିକିତ୍ସକ ମହାସଂଘ।
ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ଏନ୍ଏଚ୍ଏମ୍ ଅନ୍ତର୍ଗତ!-->!-->!-->!-->!-->…
ବିଏମ୍ସି ଆଦାୟ କରିବ ପ୍ରପର୍ଟି ଟ୍ୟାକ୍ସ
ପ୍ରସ୍ତାବ ପାରିତ ପରେ ପ୍ରସ୍ତୁତି ଆରମ୍ଭ
ହୋଲ୍ଡିଂ ଟିକସରେ ରହିଥିବା ଦୋଷ ଦୁର୍ବଳତା ଯୋଗୁ ବିଏମ୍ସିର ରାଜସ୍ବ ବଢ଼ୁନାହିଁ।
ତା ସହିତ ଏଥିରେ ଥିବା ଗଳାବାଟରେ ୱାର୍ଡ ଅଫିସର ଓ କେତେକ କର୍ମଚାରୀ ଫାଇଦା ଉଠାଉଛନ୍ତି।
ବିଏମ୍ସିର ରାଜସ୍ବ କମି କମି ଯାଉଥିବା ବେଳେ କେତେକ!-->!-->!-->!-->!-->!-->!-->!-->!-->…
ବେଙ୍ଗାଲୁରୁ ଟେଷ୍ଟ : ଭାରତର ଲଜ୍ଜାଜନକ ବ୍ୟାଟିଂ ପରେ ଦୃଢ ସ୍ଥିତିରେ ନ୍ୟୁଜିଲାଣ୍ଡ
ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନରେ ନ୍ୟୁଜିଲାଣ୍ଡ ନିଜର ସ୍ଥିତି ମଝବୁତ କରିଛି ।
ଭାରତକୁ ମାତ୍ର ୪୬ ରନରେ ଅଲଆଉଟ କରିବା ପରେ ନ୍ୟୁଜିଲାଣ୍ଡ ୩ ଓ୍ବିକେଟ ହରାଇ ୧୮୦ ରନ କରିଛି ଓ ୧୪୩ ରନରେ ଆଗୁଆ ହୋଇପାରିଛି ।
!-->!-->!-->!-->!-->!-->!-->…
ହାତୀ ଘଉଡ଼ାଇବା ହେଲା କାଳ
ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀଙ୍କୁ ଟେକି କଚାଡ଼ି ଦେଲା ଦନ୍ତା
ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା, ମୃତକ ହେଲେ ଗୋବିନ୍ଦପୁର ଗ୍ରାମର ବସନ୍ତ ମହାନ୍ତ
କେନ୍ଦୁଝର/ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : କେନ୍ଦୁଝର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଲିଫ୍ୟାଣ୍ଟ!-->!-->!-->!-->!-->!-->!-->…
କେତେ ସ୍ମାର୍ଟ ହେଲା ଭୁବନେଶ୍ବର? ପ୍ରକଳ୍ପ ବନ୍ଦ ହେବାକୁ ଆଉ ୬ ମାସ ବାକି
ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପ୍ରକଳ୍ପ ବନ୍ଦ ହେବାକୁ ଆଉ ୬ ମାସ ବାକି।
ଏବେ କେବଳ ନିର୍ମାଣାଧୀନ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ ରହିଛି।
ତେଣୁ ଏହାଦ୍ବାରା ଭୁବନେଶ୍ବର କେତେ ସ୍ମାର୍ଟ ହୋଇଛି, ସେ ପ୍ରଶ୍ନ ପଚାରିବାର ସମୟ ଆସିଛି।
ଭୁବନେଶ୍ୱର ୧୭-୧୦-୨୦୨୪!-->!-->!-->!-->!-->!-->!-->!-->!-->…
ଶୁଦ୍ଧ ଦେଶୀ ଗାଈ ଘିଅରେ ମହାପ୍ରସାଦର ପ୍ରସ୍ତୁତି ହେବ !
ସୁଆର ସେବାୟତ ସଂଘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି
ପୁରୀ/ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ବ୍ୟବସ୍ଥାକୁ ଅଧିକ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି। ଭକ୍ତଙ୍କ ପାଇଁ ଚାରିଦ୍ବାର!-->!-->!-->!-->!-->!-->!-->!-->!-->!-->!-->…
କଂପାନି ଗିଳୁଛି ଚାଷ ଜମି, ପ୍ରଶାସନ ନିରବ !
କିସମ ପରିବର୍ତ୍ତନ ନକରି କେମିତି ହେଲା ଶିଳ୍ପ ? ସରକାରଙ୍କୁ ରାଜସ୍ବ ଫାଙ୍କିବାକୁ ହୋଇନି ତ ହୀନ ଉଦ୍ୟମ ? ପ୍ରଶାସନ ଓ କଂପାନି ଭିତରେ ନାହିଁ ତ ମଧୁଚନ୍ଦ୍ରିକା ? କଟକ-ପାରାଦୀପ ରାଜପଥ କଡରେ ଥିବା ରାଜସ୍ବ ଅଧିକାରୀଙ୍କ ଅଫିସ ପଛପଟେ ଏତେ ବଡ଼ ଶିଳ୍ପ ଛିଡ଼ା ହୋଇଥିଲେ ବି ପ୍ରଶାସନ!-->!-->!-->!-->!-->…
ଗଜପତିରେ ଅଭାବୀ ବର୍ଷା : ଚିନ୍ତାରେ ରହିଛନ୍ତି ଚାଷୀ
ପାରଳାଖେମୁଣ୍ଡି,ଭୁବନେଶ୍ୱର ୧୬-୧୦-୨୦୨୪(ପିପିଏସ) : ଗଜପତି ଜିଲାରେ ଅଭାବୀ ବର୍ଷା ଯୋଗୁ ଚିନ୍ତାରେ ରହିଛନ୍ତି ଚାଷୀ। କ୍ଷେତରେ ଧାନ ଗର୍ଭରେ ଥିବା ବେଳେ ଆଉ କିଛି ଧାନ ଗଛ ଅଳ୍ପ ଅଳ୍ପ ଧାନ ଛାଡୁଛି। ଏହି ସମୟରେ ବହୁ ପରିମାଣର ପାଣିର ଆବଶ୍ୟକତା ରହିଛି । ହେଲେ ବର୍ଷା ଅଭାବ ଯୋଗୁ!-->!-->!-->…
ସାଇବର ଥୋପ
ସାଇବର ଥୋପ
ଟ୍ରେଡିଂ ଆପ୍ ଠକେଇ ହ୍ରାସ ପାଇବା ନାଁ ନେଉନାହିଁ। ରାଜଧାନୀରୁ ପୁଣି ଏକ ବଡ଼ଧରଣର ଠକେଇ ଅଭିଯୋଗ ଆସିଛି। ୨କୋଟି ୪୩ଲକ୍ଷ ଟଙ୍କାର ଲାଭ ପାଇବାର ଥୋପ ଦେଖାଇ ସାଇବର ଠକ ରୢାକେଟ୍ ଜଣେ ବ୍ୟବସାୟୀଙ୍କୁ ୭୩ ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି।
୨କୋଟି!-->!-->!-->!-->!-->!-->!-->!-->!-->!-->!-->!-->!-->…