Sign in
Sign in
Recover your password.
A password will be e-mailed to you.
Browsing Category
ପ୍ରମୁଖ ଖବର
ଖୋଲିଲା ବିବାଦୀୟ ‘ହୁଡ୍ଦଙ୍ଗ୍’ ବାର୍
୧୨ ଦିନଧରି ସିଲ୍ ହୋଇଥିବା ବିବାଦୀୟ ‘ହୁଡ୍ଦଙ୍ଗ୍ ବାର୍’ ଶେଷରେ ଖୋଲିଛି।
ପାନପୋଷ ରୋଡ୍ରେ ଥିବା ଏହି ବାର୍ ବୁଧବାରଠାରୁ ଖୋଲିଛି।
ନାବାଳିକାଙ୍କୁ ବାର୍ ଭିତରେ ଅସଦାଚରଣ ଘଟଣା ଓ ସଂପୃକ୍ତ ନାବାଳିକାଙ୍କୁ ଉକ୍ତ ରାତିରେ ବିଭିନ୍ନ ସ୍ଥାନରେ ସିରିଏଲ ଗଣଦୁଷ୍କର୍ମ ଏଯାଏ!-->!-->!-->!-->!-->!-->!-->…
ରେକର୍ଡ କଲା ଓଡ଼ିଆ ଚଳଚିତ୍ର ‘କର୍ମ’
ପ୍ରଥମ ଦିନରେ ୩୭ ଲକ୍ଷର ବ୍ୟବସାୟ
‘ଭିଲେନ୍’, ‘ଦୁର୍ଗା’, ‘ଖୋକାଭାଇ ତୁମ ପାଇଁ’ ଦେଖିବାକୁ ଭିଡ଼ଦ୍ବିତୀୟ ଥର ମୈଦାନକୁ ଆସିଥିବା ‘ଦମନ’ ବି ପଛରେ ନାହିଁ
ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ଅମୀୟ ପଟ୍ଟନାୟକ ପ୍ରଡକ୍ସନ ବ୍ୟାନରରେ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ!-->!-->!-->!-->!-->!-->!-->…
ପୂଜାମଣ୍ଡପ ବୁଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ପୂଜାମଣ୍ଡପ ବୁଲିଛନ୍ତି। ନବୀନ ପଟ୍ଟନାୟକ ରସୁଲଗଡ଼ ପୂଜା ମଣ୍ଡପରେ ପହଞ୍ଚି ସେଠାରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି।
ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ବିରୋଧୀ ଦଳ ନେତା ତଥା!-->!-->!-->…
ନିରାପଦ ଓହ୍ଲାଇଲା ଏୟାରଇଣ୍ଡିଆ ବିମାନ, ସବୁ ଯାତ୍ରୀ ସୁରକ୍ଷିତ
ସବୁ ଉତ୍କଣ୍ଠାର ଅନ୍ତ ଘଟାଇ ଏୟାର ଇଣ୍ଡିଆର ବିମାନଟି ତାମିଲନାଡ଼ୁର ତ୍ରିଚି ଏୟାରପୋର୍ଟରେ ଓହ୍ଲାଇଛି ।
ଏହା ଫଳରେ ସେଥିରେ ଥିବା ୧୪୧ ଜଣ ଯାତ୍ରୀଙ୍କ ସମେତ ସରକାର ଓ ଦେଶବାସୀ ଆଶ୍ବସ୍ତ ହୋଇଛନ୍ତି ।
ତ୍ରିଚି/ଭୁବନେଶ୍ୱର ୧୧-୧୦-୨୦୨୪ ( ପିପିଏସ) : ସବୁ ଉତ୍କଣ୍ଠାର ଅନ୍ତ!-->!-->!-->!-->!-->!-->!-->…
‘ନାନୋ’ର ମହାନାୟକଥିଲେ ରତନ ସାଧାରଣ ଲୋକଙ୍କ ଭିତରେ ଭରିଥିଲେ ଆଶା
ସାଧାରଣ ଲୋକଙ୍କ ଭିତରେ ଭରିଥିଲେ ଆଶା
ନୂଆଦିଲ୍ଳୀ/ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : ଭାରତୀୟ ଶିଳ୍ପଜଗତର ଉଜ୍ଜ୍ବଳତମ ରତ୍ନ ରତନ ଟାଟା ଆଉ ନାହାନ୍ତି। ଜଣେ ବ୍ୟକ୍ତି ରୂପେ ଧରାପୃଷ୍ଠାକୁ ଆସିଥିଲେ ରତନ। ହେଲେ ଆଜି ‘ଅନୁଷ୍ଠାନ’ ହୋଇ ବିଦାୟ ନେଇଛନ୍ତି। ସାଧାରଣ ଲୋକଙ୍କ ପାଇଁ ନାନୋ!-->!-->!-->…
ଷ୍ଟାର ହେଲଥ ଇନ୍ସ୍ୟୁରାନ୍ସ ୟୁଜର୍ସଙ୍କୁ ବଡ ଝଟକା, ଲିକ ହେଲା ଡାଟା
ନୂଆଦିଲ୍ଲୀ/ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : ଆପଣଙ୍କ ପାଖରେ ଷ୍ଟାର ହେଲଥ ଇନସୁରାନ୍ସ ଅଛି କି? ଯଦି ହଁ, ତେବେ ଏହା ଆପଣଙ୍କ ପାଇଁ ଏକ ଖରାପ ଖବର ହୋଇପାରେ| ବାସ୍ତବରେ ବହୁ ସଂଖ୍ୟକ ୟୁଜର୍ସଙ୍କ ତଥ୍ୟ ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ଦୁଇ ସପ୍ତାହ ପୂର୍ବେ କମ୍ପାନୀ ସୋସିଆଲ!-->…
ମୃତ୍ୟୁ ପରେ ରତନ ଟାଟାଙ୍କୁ ଭାରତ ରତ୍ନ ସମ୍ମାନ ଦେବା ପ୍ରସ୍ତାବ ପାରିତ
ମହାରାଷ୍ଟ୍ର କ୍ୟାବିନେଟ ବୈଠକରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ସମ୍ମାନରେ ସ୍ୱର୍ଗତ ରତନ ଟାଟାଙ୍କୁ ସମ୍ମାନିତ କରିବାକୁ କେନ୍ଦ୍ରକୁ ଅନୁରୋଧ କରି ଏକ ପ୍ରସ୍ତାବ ପାରିତ ହୋଇଛି।
ମୁମ୍ବାଇ/ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : ଟାଟା ଗ୍ରୁପର ଅଧ୍ୟକ୍ଷ ରତନ!-->!-->!-->!-->!-->!-->!-->…
ଆବାସ ଘର ଭଡ଼ାରେ ଦେଇ ପୁଣି ବସ୍ତିରେ ଡେରା
୮ ପ୍ରକଳ୍ପରେ ବିଏମ୍ସିର ଚଢ଼ଉ
ବସ୍ତିରେ ରହୁଥିବା ଲୋକଙ୍କୁ ସରକାର ଆବାସ କରି ଘର ଦେଲେ।
କିନ୍ତୁ ଘର ପାଇବା ପରେ ତାକୁ ଭଡ଼ାରେ ଲଗାଇ ସେମାନେ ପୁଣି ବସ୍ତିକୁ ଫେରିଗଲେ। ଫଳରେ ବସ୍ତି ବଢ଼ିବଢ଼ି ଚାଲିଲା।
ଭୁବନେଶ୍ୱର ୧୦-୧୦-୨୦୨୪ (ପିପିଏସ) : ବସ୍ତିରେ ରହୁଥିବା ଲୋକଙ୍କୁ!-->!-->!-->!-->!-->!-->!-->!-->!-->…
ଆଡମିଟ୍ କାର୍ଡକୁ ଡଙ୍ଗା କରି ଭସାଇଲେ ଆଶାୟୀ
ରାଜ୍ୟରେ ଅମିନ ଏବଂ ଆରଆଇ ପରୀକ୍ଷା ବାତିଲ କରିବା ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କ ପକ୍ଷରୁ ପ୍ରଦର୍ଶନ କରାଯାଇଛି।
କଟକର କାଠଯୋଡ଼ି ନଦୀରେ ଆଶାୟୀ ପ୍ରାର୍ଥୀମାନେ ନିଜ ଆଡମିଟ୍ କାର୍ଡକୁ ଡଙ୍ଗା କରି ଗୁରୁବାର ଭସାଇଛନ୍ତି।
ଏହାପୂର୍ବରୁ ବୁଧବାର ସେମାନେ ଆଡମିଟ୍ କାର୍ଡକୁ ନିଆଁ!-->!-->!-->!-->!-->!-->!-->…
ମାସ ମାସ ଧରି ଖତ ଖାଉଛି ଇ-ବସ୍, ମୂଲ୍ୟ ପ୍ରାୟ ୧ କୋଟିରୁ ଅଧିକ
୧୦ ମାସ ହେବ ଏ ଦାମୀ ଇ-ବସ୍ ଗୁଡ଼ିକ ବ୍ୟବହାର ନ ହୋଇ ପଡ଼ି ରହିଛି
ଭକ୍ତଙ୍କ ସୁବିଧା ଲାଗି ପୁରୀକୁ ଆସିଥିଲା ୩୫ଟି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବସ୍
ଏଇ ଗୋଟିଏ ଗୋଟିଏ ବସର ମୂଲ୍ୟ ପ୍ରାୟ ୧ କୋଟିରୁ ଅଧିକ
ପୁରୀ/ଭୁବନେଶ୍ୱର ୦୯-୧୦-୨୦୨୪!-->!-->!-->!-->!-->!-->!-->!-->!-->…