ଚୌଦ୍ୱାର ଦୁର୍ଗର ସୁରକ୍ଷା ଭର୍ତ୍ତୃହରିଙ୍କ ଦାବି
ନୂଆଦିଲ୍ଲୀ/ଭୁବନେଶ୍ୱର ୧୧-୦୩-୨୦୨୫(ପିପିଏସ ) : ନିଶ୍ଚିହ୍ନ ହେବାକୁ ବସିଥିବା ପ୍ରାଚୀନ ଚୌଦ୍ଵାର ଦୁର୍ଗର ସୁରକ୍ଷା ନିମନ୍ତେ ତୁରନ୍ତ ଦୃଷ୍ଟିଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ଶ୍ରୀ ମହତାବ ସୋମବାର ସଂସଦର!-->!-->!-->…