କ୍ଷମା ମାଗନ୍ତୁ ବିରୋଧୀ:ଟଙ୍କଧର ତ୍ରିପାଠୀ
ମହିଳା ବାଚସ୍ପତିଙ୍କୁ କାଗଜ ଫିଙ୍ଗି ଅପମାନିତ କରିଛନ୍ତି। ମନ୍ତ୍ରୀଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିଛନ୍ତି ବିରୋଧୀ। ବିରୋଧୀ ଭାବେ ଗୃହରେ କିଭଳି ବ୍ୟବହାର କରାଯିବା କଥା, ତାହା ଶିଖିନାହାନ୍ତି। ଗୃହରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବାରୁ କ୍ଷମା ମାଗନ୍ତୁ ବିରୋଧୀ।
!-->!-->!-->…