ସ୍ଥିତି ଉପରେ ନଜର ରଖିଛି, ସମୟ ଆସିଲେ ଜବାବ ଦେବି: ପ୍ରଦୀପ ପାଣିଗ୍ରାହୀ
ଗଣତନ୍ତ୍ରିକ ଦେଶରେ ଯାହା ପାଖରେ ଲୋକ ଥାଆନ୍ତି ତାଙ୍କୁ ନେତା କୁହନ୍ତି। ବିଜେଡି ଶାସନରେ କିଛି ନିର୍ବାଚିତ ପ୍ରତିନିଧି ଟ୍ରାଫିକ ପରିଚାଳନା କରୁଥିଲେ। ନବୀନଙ୍କ ପଛରେ ଗୋଡେଇଲେ ନେତା ହୋଇପାରିବେ ନାହିଁ। ନେତା ହେବାକୁ ହେଲେ ଜନତାଙ୍କ ସହିତ ରହିବା ଦରକାର।
ଭୁବନେଶ୍ୱର!-->!-->!-->…