ନିଜ ସର୍ଭିସ୍ ରିଭଲଭରରୁ ଗୁଳି ମାରି ଜୀବନ ହାରିଲେ ସିଆଇଏସ୍ଏଫ୍ ଯବାନ
ରାଉରକେଲା ଇସ୍ପାତ କାରଖାନା ପରିସରରେ ଥିବା ଏସ୍ଏମ୍ଏସ୍ ଗେଟ୍ରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ସେଠାରେ ରାତି ଡ୍ୟୁଟିରେ ଥିବା ଜଣେ ସିଆଇଏସ୍ଏଫ୍ ଯବାନ ନିଜ ସର୍ଭିସ୍ ରିଭଲଭରରୁ ଗୁଳି ମାରି ଜୀବନ ହାରିଛନ୍ତି।
ରାଉରକେଲା: ରାଉରକେଲା ଇସ୍ପାତ କାରଖାନା!-->!-->!-->…