୧୮ ଜାନୁଆରିରୁ ଭିତରକନିକାରେ ପକ୍ଷୀ ଗଣନା
ଜାନୁଆରି ୧୮ରୁ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ରାଜନଗର ଜଙ୍ଗଲ ବିଭାଗ ଦ୍ବାରା ରାଜନଗର, କନିକା, ଗହିରମଥା, ମହାକାଳପଡା ଏବଂ କୁଜଙ୍ଗ ଆଦି ପାଞ୍ଚଟି ରେଞ୍ଜ୍ରେ ପକ୍ଷୀ ଗଣନା କରାଯିବ
ରାଜନଗର/ଭୁବନେଶ୍ୱର ୧୬-୦୧-୨୦୨୫(ପିପିଏସ) : ଜାନୁଆରି ୧୮ରୁ!-->!-->!-->…