ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ବଢ଼ାଇଲେ ଓଡ଼ିଶା ସରକାର

ରାଜ୍ୟରେ ଥିବା ସ୍କିମାଟିକ୍ କନିଷ୍ଠ ଶିକ୍ଷକ (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ କାର୍ଯ୍ୟରତ) ସେମାନଙ୍କର ବିଭିନ୍ନ ଦାବିକୁ ବିଚାରକୁ ନେଇ ସରକାର ମାସିକ ପାରିଶ୍ରମିକ ୧୧,୧୦୦ରୁ ୧୬ ହଜାର ଟଙ୍କା ବୃଦ୍ଧି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ସୂଚନା ଦେଇଛନ୍ତି ।

ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ପୂର୍ବରୁ ଇକେୱାଇସି ଅପଡେଟ କରିଦିଅନ୍ତୁ: ପ୍ରଭାତୀ ପରିଡ଼ା

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ମାସ ଶେଷ ସୁଦ୍ଧା ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ଦିଆଯିବ। ଭୁବନେଶ୍ୱର ୧୭-୦୧-୨୦୨୫(ପିପିଏସ) : ସୁଭଦ୍ରାକୁ

୨୧ ଘଣ୍ଟା ପରେ ମୁହଁ ଖୋଲିଲା କଂପାନୀ

ଡାଲମିଆ ସିମେଣ୍ଟ କାରଖାନାରେ ଅଘଟଣ ପ୍ରଶାସନ କହୁଛି କେହି ଗୁରୁତର ନାହାନ୍ତି। କମ୍ପାନୀ କହୁଛି ଅନ୍ୟକଥା ।   ପ୍ରଶାସନ ଓ କମ୍ପାନୀ ମଧ୍ୟରେ ରହୁନାହିଁ ତାଳମେଳ। ରାଜଗାଙ୍ଗପୁର/ଭୁବନେଶ୍ୱର ୧୭-୦୧-୨୦୨୫(ପିପିଏସ) : ରାଜଗାଙ୍ଗପୁର ଡାଲ୍‌ମିଆ ସିମେଣ୍ଟ ଭାରତ ଲିମିଟେଡ୍‌

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ରେଳ ଷ୍ଟେସନଠାରୁ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଢେଙ୍କାନାଳ ଜିଲ୍ଲାର ୮୦୦ ଜଣ ବରିଷ୍ଠ ନାଗରିକ ସିରିଡି ଓ ନାସିକ ଦର୍ଶନ ପାଇଁ ଆଜି ଯାତ୍ରା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ପାରମ୍ପରିକ ପୂଜା ସହିତ ପତକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ ।

୮ଟି ପ୍ରକଳ୍ପରେ ସିଙ୍ଗାପୁର ସହ ରାଜ୍ୟ ସରକାରଙ୍କ ଏମଓୟୁ ସ୍ଵାକ୍ଷର

ଓଡିଶା ଗସ୍ତରେ ଏବେ ସିଙ୍ଗାପୁର ରାଷ୍ଟ୍ରପତି ଥିବାବେଳେ ତାଙ୍କ ଉପସ୍ଥିତିରେ ରାଜ୍ୟ ସରକାର ଆଜି ୮ଟି ବୁଝାମଣାପତ୍ର ସ୍ଵାକ୍ଷର କରିଛନ୍ତି | ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ଵାକ୍ଷର କରାଯାଇଛି

ମାଓ ସଂଗଠନର ଟେକନିକାଲ କମାଣ୍ଡରର ଆତ୍ମସମର୍ପଣ

କୋଣ୍ଡାଗାଓଁ ଜିଲ୍ଲା ପୁଲିସ ନିକଟରେ ମାଓ ସଂଗଠନର ଟେକନିକାଲ କମାଣ୍ଡର ଗିଞ୍ଜୁର ରାମ ଉସେଣ୍ଡି ଓରଫ କମଲଦାସ ଉସେଣ୍ଡି(୪୫) ଆତ୍ମସମର୍ପଣ କରିଛି। କମଲଦାସ ଉସେଣ୍ଡି ନାମରେ ସରକାର ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ମାଲକାନଗିରି/ଭୁବନେଶ୍ୱର ୧୭-୦୧-୨୦୨୫(ପିପିଏସ) :

ଏସ୍‌ସିବିରେ ଝୁଣ୍ଟୁଛି ମୋତିଆବିନ୍ଦୁ ଅସ୍ତ୍ରୋପଚାର

୫ ବର୍ଷ ହେଲା ଫେକୋ ମେସିନ୍‌, ଭିଜୁଆଲ ପେରିମିଟର୍‌ ଅଚଳ କଟକ ୧୬-୦୧-୨୦୨୫(ପିପିଏସ) : ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଚକ୍ଷୁ ବିଭାଗରେ ଏବେ ସ୍ବାଭାବିକ ଭାବେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ବି ସମ୍ଭବ ହେଉନି। ମୋତିଆବିନ୍ଦୁର ଅତ୍ୟାଧୁନିକ ଅସ୍ତ୍ରୋପଚାର ପାଇଁ ବ୍ୟବହାର ହେଉଥିବା

୮୦ ବର୍ଷରୁ ଅଧିକ ବୟସ୍କ, ଦିବ୍ୟାଙ୍ଗଙ୍କୁ ଭତ୍ତା ବଣ୍ଟାଗଲା

୪.୧୭ ଲକ୍ଷ ଦିବ୍ୟାଙ୍ଗଙ୍କୁ ମାସିକ - ୩୫୦୦ ରାଜ୍ୟର ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ ୮୦ ପ୍ରତିଶତ ବା ତା’ଠାରୁ ଅଧିକ ଦିବ୍ୟାଙ୍ଗ ଏଣିକି ମାସକୁ ୩୫୦୦ ଟଙ୍କା ଭତ୍ତା ପାଇବେ। ବିଜେପି ସରକାରର ଏହି ମହତ୍ତ୍ବାକାଂକ୍ଷୀ ଯୋଜନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝରରେ

ପ୍ଲାଣ୍ଟ ଭିତରେ ତହସିଲଦାର ଓ ପୁଲିସ୍

 ସିମେଣ୍ଟ ପ୍ଲାଣ୍ଟରେ କୋଲ୍‌ହପର୍ ଭୁଶୁଡ଼ିବା ଘଟଣା ରାଜଗାଙ୍ଗପୁର/ଭୁବନେଶ୍ୱର ୧୬-୦୧-୨୦୨୫(ପିପିଏସ) : ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ଏକ ସିମେଣ୍ଟ ପ୍ଲାଣ୍ଟରେ କୋଲ୍‌ହପର୍ ଭୁଶୁଡ଼ି ଏକାଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା ପ୍ରକାଶ ପାଇଛି। ଷ୍ଟକ ରଖାଯାଉଥିବା କୋଇଲା

ମାଟିରେ ମିଶିବ ବୈକୁଣ୍ଠଧାମ ଆଶ୍ରମ

ଶୁକ୍ରବାର ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମ ମାଟିରେ ମିଶିବ। ମାଇକ୍ ଯୋଗେ ବିଡ଼ିଏ ପକ୍ଷରୁ ଗୁରୁବାର ଏନେଇ ଘୋଷଣା କରାଯାଇଛି। ସରକାରୀ ଜମି ଜବର ଦଖଲ କରି ବୈକୁଣ୍ଠଧାମ ତିଆରି ହୋଇଥିବା ବିଡ଼ିଏ ପକ୍ଷରୁ କୁହାଯାଇଛି । ଯଥାଶୀଘ୍ର ସେହି ଜମି ଖାଲି କରିବାକୁ ବିଡ଼ିଏ କହିଛି ଭୁବନେଶ୍ୱର