କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।
ପୁରୀ ଜିଲ୍ଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ନିମାପଡା ନିକଟସ୍ଥ ଦିଘାଳ ଠାରେ ଥିବା ବିଦ୍ୟୁତ ବଣ୍ଟନ କାରି କମ୍ପାନୀ ଟିପିକଲ ଡିଭିଜନ କାର୍ଯ୍ୟାଳୟ ଆଗରେ ୧୦ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀପତ୍ର ଟିପିକଲ!-->!-->!-->…