ଜଙ୍ଗଲ ଜମି ରେ ଠିକାଦାର ଯବର ଦଖଲ କରି ଅଟ୍ଟାଳିକା ନିର୍ମାଣ|
ଯାଜପୁର (ପିପିଏସ ) ସରକାର ଆସିବା ପରେ ସରକାରୀ ଜମି ଜବରଦଖଲ ମୁକ୍ତ କରିବା ପାଇଁ ନିର୍ଦ୍ଧେଶ ଦେଉଥିବା ବେଳେ ଦାନଗଦି ତହସିଲ ଅଧୀନରେ ଜବର ଦଖଲ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି,ବ୍ଲକ ଓ ତହସିଲ ଅଫିସ ଚାରିପାଖରେ ଥିବା ଗାଁ ଗୁଡିକରେ ଜବର ଦଖଲ ଦିନକୁଦିନ ବଢିବାରେ ଲାଗିଛି l !-->…