‘ସନାତନୀ’ ଚଳଚ୍ଚିତ୍ର ମାମଲା
ରିଲିଜ୍ ଉପରେ ଅଙ୍କୁଶ ପାଇଁ ମନାକଲେ ହାଇକୋର୍ଟ
ଓଡ଼ିଆ ଚଳଚ୍ଚିତ୍ର ‘ସନାତନୀ’ର ରିଲିଜ୍ ଉପରେ ଅଙ୍କୁଶ ଲଗାଇବାକୁ ହାଇକୋର୍ଟ ଆଜି ମନା କରିଛନ୍ତି। ଅନ୍ୟପକ୍ଷରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ଦ୍ବାରା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବା ଦର୍ଶାଇ ଦାୟର ଦୁଇ ମାମଲାର!-->!-->!-->…