ପାର୍କିଂରେ ଲୁଟ୍: ହଟାଇଦେଲେ ବିଏମ୍ସି ସୂଚନା ଫଳକ, ଠିକାଦାର ପାଖରେ ବନ୍ଧା ପଡ଼ିଛନ୍ତି ଅଧିକାରୀ
ଖଣ୍ଡଗିରିରେ ପାର୍କିଂ ଲୁଟ୍ରେ ରୋକ୍ ଲଗାଇପାରୁନି ବିଏମ୍ସି। ଦାୟିତ୍ବରେ ଥିବା ଅଧିକାରୀମାନେ ଠିକାଦାର ପାଖରେ ବନ୍ଧା ପଡ଼ି ଯାଇଛନ୍ତି ଯେମିତି! ବୁଧବାର ‘ସମ୍ବାଦ’ରେ ପାର୍କିଂରେ ଲୁଟ୍ ନେଇ ଖବର ପ୍ରକାଶ ପରେ ବିଏମ୍ସି ତତ୍ପରତା ପ୍ରକାଶ କରିଥିଲା।
ଭୁବବେଶ୍ୱର!-->!-->!-->…