ପୁଣି ତେଜିଲା ଅନ୍ତଃରାଜ୍ୟ ସୀମା ବିବାଦ: ଜବରଦଖଲ ପାଇଁ ପଶ୍ଚିମବଙ୍ଗର ଉଦ୍ୟମ
ଓଡ଼ିଶା-ପଶ୍ଚିମବଙ୍ଗ ଅନ୍ତଃରାଜ୍ୟ ସୀମା ବିବାଦ ଥମିବାର ନାଁ ନେଉନି। ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଉଦୟପୁରଠାରେ ପୂର୍ବରୁ ଥିବା ବିବାଦ ଆପାତତଃ ଥଣ୍ଡା ପଡ଼ିଥିବା ବେଳେ ଏବେ ବ୍ଲକ୍ ଅଧୀନ ସାହାବାଜିପୁରରେ ପୁଣି ବିବାଦ କଡ଼ ଲେଉଟାଇଛି।
ଚନ୍ଦନେଶ୍ୱର/ଭୁବନେଶ୍ୱର ୦୧-୦୩-୨୦୨୫!-->!-->!-->…