ଓଏଏସ ସ୍ତରରେ ବଦଳି,  ମନୋରଞ୍ଜନ ସାହୁ ହେଲେ ଭୁବନେଶ୍ବର ଉପଜିଲାପାଳ

ଭୁବନେଶ୍ୱର ୨୮-୧୦-୨୦୨୪ (ପିପିଏସ) : ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି। ଶୈଳେନ୍ଦ୍ର କୁମାର ଜେନା ମିଶନ ଶକ୍ତି ଯୁଗ୍ମ ସଚିବ ହୋଇଥିବାବେଳେ ମମତା ବାରିକଙ୍କୁ ଓଡ଼ିଶା ଜୀବିକା ମିଶନ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ

ବଢ଼ିଚାଲିଛି ଝାରପଡ଼ା ଜେଲ୍‌ ବିଭ୍ରାଟ

ତଦନ୍ତ ରିପୋର୍ଟ ଉପରେ ଡିଜିଙ୍କ ତନାଘନା ଗ୍ୟାଙ୍ଗ୍‌ଵାର୍‌, କଏଦୀ ମୃତ୍ୟୁ, ସେଲ୍‌ ଭିତରେ ସ୍ମାର୍ଟଫୋନ୍‌ରେ ଭିଡିଓ ସୁଟ୍, ଜେଲର୍‌ ଓ ୱାର୍ଡରଙ୍କୁ କଏଦୀଙ୍କ ଆକ୍ରମଣ ଭଳି ବିଭ୍ରାଟ ସବୁକୁ ଝାରପଡ଼ା ଜେଲ୍‌ କର୍ତ୍ତୃପକ୍ଷ ଅଡ଼ୁଆରେ। ଦିନକୁ ଦିନ ବିଭିନ୍ନ ପ୍ରକାରର ନୂଆନୂଆ ବିଭ୍ରାଟ

ବାତ୍ୟା ପରେ ବାତ୍ୟା ଯାଉଛି: ସୁଲୋଚନାଙ୍କ ମୁଣ୍ଡ ଉପରୁ ହଟୁନି ଜରିପାଲ

ବାତ୍ୟା ପରେ ବାତ୍ୟା ଯାଉଛି। ମାତ୍ର ବୃଦ୍ଧା ସୁଲୋଚନାଙ୍କ ମୁଣ୍ଡ ଉପରୁ ଜରିପାଲ ଯିବା ନାଁ ଧରୁନି। ବାତ୍ୟା ଆସିବା ବେଳେ ତାଙ୍କୁ ପ୍ରଶାସନ ନେଇ ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ୍‌ କୋଠା କିମ୍ବା କ୍ଲବ୍‌ ଘରକୁ ନେଇ ଆଶ୍ରୟ ଦେଉଛି। ଭୁବନେଶ୍ୱର ୨୮-୧୦-୨୦୨୪ (ପିପିଏସ) : ବାତ୍ୟା ପରେ

ପାଳନ ହେଉନି ଏନ୍‌ଜିଟିଙ୍କ ନିର୍ଦ୍ଦେଶନାମା

ବର୍ଜ୍ୟବସ୍ତୁରେ ପୋତା ହେଉଛି ବାଲିଯାତ୍ରା ପଡ଼ିଆ ଓ ନଦୀଶଯ୍ୟା ମହାନଦୀ ଓ କାଠଯୋଡି ନଦୀ ଶଯ୍ୟା ସୁରକ୍ଷା ପାଇଁ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି)ଙ୍କ ନିର୍ଦ୍ଦେଶର ଖୋଲା ଉଲ୍ଲଂଘନ ହେଉଛି। ନଦୀଶଯ୍ୟା ଓ ବାଲିଯାତ୍ରା ପଡ଼ିଆରେ କୁଢ଼କୁଢ଼ କଂକ୍ରିଟ୍‌ ଆବର୍ଜନା ଗଦାଇ

କର୍ମଚାରୀଙ୍କ ଆନ୍ଦୋଳନ: ସମ୍ବଲପୁରରେ ଆଜି ଗଡ଼ୁନି ମୋ ବସ୍

ସମ୍ବଲପୁରରେ ଆଜି ଗଡ଼ୁନି ମୋ ବସ୍। ଠିକା କଂପାନିର ଅଧିକାରୀଙ୍କ ମନମୁଖୀ ପ୍ରତିବାଦରେ ମୋ ବସ୍ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ମୋ ବସ୍ କର୍ମଚାରୀଙ୍କ ଆନ୍ଦୋଳନ ଫଳରେ ଯାତ୍ରୀମାନେ ହଇରାଣ ହରକତ ହେଉଥିବା ପରିଲକ୍ଷିତ ହେଉଛି। ସମ୍ବଲପୁର/ଭୁବନେଶ୍ୱର

ବାଲିଯାତ୍ରା ଉଦ୍‌ଘାଟନୀ ଉତ୍ସବକୁ ଆସିବେ ପ୍ରଧାନମନ୍ତ୍ରୀ!

ଐତିହାସିକ କଟକ ବାଲିଯାତ୍ରା ଉଦ୍‌ଘାଟନୀ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରାଶାସନିକ ସ୍ତରରେ ବି ଏଥିପାଇଁ ଏକପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଥିବା ଶୁଣିବାକୁ ମିଳୁଛି। କଟକ ,୨୮-୧୦-୨୦୨୪ (ପିପିଏସ) : ଐତିହାସିକ କଟକ ବାଲିଯାତ୍ରା

୨ କିମି ବୋହିଲେ ମୃତ ଗର୍ଭବତୀଙ୍କ ଶବ

ଗାଁ’କୁ ଆସିପାରିଲାନି ଆମ୍ବୁଲାନ୍‌ସ ମୋହନା/ଭୁବନେଶ୍ୱର ୨୮-୧୦-୨୦୨୪ (ପିପିଏସ) : ଗଜପତି ଜିଲ୍ଲା ମୋହନା ବ୍ଲକ୍ ଡମ୍ବଗୁଡ଼ା ପଞ୍ଚାୟତ ନିଲଡ଼ିକିଲିଆ ଗ୍ରାମକୁ ଭଲ ରାସ୍ତା ନଥିବାରୁ ଗ୍ରାମବାସୀ ପ୍ରତିଦିନ ସମସ୍ୟା ଭୋଗୁଛନ୍ତି। ଏପରିକି ଗ୍ରାମକୁ ଜରୁରୀକାଳୀନ ସମୟରେ

କମୁଛି ମାଟି ଦୀପର ଚାହିଦା:ଚିନ୍ତାରେ କୁମ୍ଭାର ପରିବାର

ଝରିଗାଁ/ଭୁବନେଶ୍ୱର ୨୮-୧୦-୨୦୨୪ (ପିପିଏସ) : ଦିନ ଥିଲା ମାଟି ସାମଗ୍ରୀ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ କୁମ୍ଭାର ସମ୍ପ୍ରଦାୟର ଲୋକେ।କିନ୍ତୁ ସଂପ୍ରତି ପ୍ଲାଷ୍ଟିକ, ଷ୍ଟିଲ, ଭଳି ଘରୋଇ ଉପକରଣ ମିଳିବା ପରେ ମାଟି ସାମଗ୍ରୀର ଚାହିଦା ଆଶାତୀତ ଭାବେ କମି ଯାଇଛି। କେବଳ

ଦାଦନ ଜନିତ ବିସ୍ଥାପନ ସମସ୍ୟାର ନିରାକରଣ ନେଇ ଗଠିତ ଟାସ୍କଫୋର୍ସର ପ୍ରଥମ ବୈଠକ

ରାଜ୍ୟରେ ଦାଦନ ଜନିତ ବିସ୍ଥାପନ ସମସ୍ୟାର ନିରାକରଣ ନିମନ୍ତେ ଗଠିତ ଏହି ଉଚ୍ଚସ୍ତରୀୟ ଟାସ୍କଫୋର୍ସର୍ ପ୍ରଥମ ବୈଠକରେ ଦାଦନ ଯିବା କାରଣ ଓ ଏହାର ସମାଧାନ ଉପରେ ସଭିଏଁ ନିଜ ନିଜର ମତବ୍ୟକ୍ତ କରିଥିଲେ ।  ଭୁବନେଶ୍ୱର ୨୮-୧୦-୨୦୨୪ (ପିପିଏସ) : ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ

ତୃତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଦିଆଯିବା ତାରିଖ ଖୁବ୍ ଶୀଘ୍ର ଘୋଷିତ ହେବ: ପ୍ରଭାତୀ ପରିଡ଼ା

‘ସୁଭଦ୍ରା' ଯୋଜନା ନେଇ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବ୍ ଶୀଘ୍ର ତୃତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ଟଙ୍କା ଦିଆଯିବ। ଖୁବ୍ ଶୀଘ୍ର ଏନେଇ ତାରିଖ ଘୋଷଣା କରାଯିବ। ଭୁବନେଶ୍ୱର ୨୮-୧୦-୨୦୨୪ (ପିପିଏସ) : ‘ସୁଭଦ୍ରା'