ଅମାନିଆ ଚାଳକଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ନିୟନ୍ତ୍ରଣରେ ନରହି ଚଳାଚଳ କରୁଥିବାରୁ ବିଗତ ଦିନରେ ଅନେକ ସ୍ଥାନରେ ମୋ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କିଛି ଲଗାମ ବିନୀନ ଚାଳକଙ୍କ ଯୋଗୁଁ ସାଧାରଣ ଜନତାଙ୍କର କ୍ଷତି ହୋଇଛି। ଗତ ୨ ତାରିଖ ଦିନ ମୋ ବସ୍‌ ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା। ଭୁବନେଶ୍ବର: ସହରାଞ୍ଚଳରେ ପରିବହନ

ନାବାଳିକା ଦିବ୍ୟାଙ୍ଗଙ୍କୁ ଦୁଷ୍କର୍ମ ମାମଲା : ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ

ବେତନଟୀ ବ୍ଳକ ବୈଶିଙ୍ଗା ଥାନା ଅଞ୍ଚଳର ୧୫ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ବଳପୂର୍ବକ ହାତମୁହଁରେ କପଡା ବାନ୍ଧି ଦୁଷ୍କର୍ମ କରିବା ଘଟଣାରେ ଅଭିଯୁକ୍ତ ପଡୋଶୀ ଘର ଯୁବକକୁ ଗତକାଲି ଗିରଫ କରିଥିବାବେଳେ ବୈଶିଙ୍ଗା ପୁଲିସ ବୁଧବାର କୋର୍ଟ ଚାଲାଣ କରିଛି ବୈଶିଙ୍ଗା/ଭୁବନେଶ୍ୱର

କଟକ ସାଂସଦଙ୍କ ଜନ ଅଭିଯୋଗ ଶୁଣାଣି

କଳାପଥର (ବାଙ୍କୀ)/ଭୁବନେଶ୍ୱର ୦୬-୧୧-୨୦୨୪(ପିପିଏସ) : କଟକ ସାଂସଦ ଭର୍ତ୍ତୁହରି ମହତାବ ବାଙ୍କୀ ବିଜେପି କାର୍ଯ୍ୟାଳୟ ଠାରେ ଜନଅଭିଯୋଗ ଶୁଣାଣି କରିଥିଲେ। ଏହି ଶିବିରରେ ପ୍ରାୟ ୧୫୫ରୁ ଉର୍ଦ୍ଧ୍ୱ ଅଭିଯୋଗପତ୍ର ସାଂସଦଙ୍କୁ ଜନସାଧାରଣ ପ୍ରଦାନ କରିଛନ୍ତି। ବିଶେଷ କରି ବାଙ୍କୀ ଉପଖଣ୍ଡ

କଟକ ସାଂସଦଙ୍କ ବାଙ୍କୀ ଗସ୍ତ, ମା’ଚର୍ଚ୍ଚିକାଙ୍କ ମନ୍ଦିର ପରିଦର୍ଶନ 

ଭୁବନେଶ୍ୱର ୦୬-୧୧-୨୦୨୪(ପିପିଏସ) :କଳାପଥର (ବାଙ୍କୀ)/ଭୁବନେଶ୍ୱର ୦୬-୧୧-୨୦୨୪(ପିପିଏସ) : କଟକ ସାଂସଦ ଭର୍ତ୍ତୃହରି ମହତାବ ବାଙ୍କୀର ଇଷ୍ଟଦେବୀ ମା’ଚର୍ଚ୍ଚିକାଙ୍କ ଦର୍ଶନ କରିଥିଲେ। ମା’ଚର୍ଚ୍ଚିକାଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆସିଥିବା ୧୧କୋଟି ଟଙ୍କାର ଅନୁକମ୍ପା

ଅଗ୍ନିକାଣ୍ଡରେ ମା ଓ ଝିଅ ମୃତ, ସମ୍ପତ୍ତି ପାଇଁ ହତ୍ୟା ଅଭିଯୋଗ

ସମ୍ବଲପୁର/ଭୁବନେଶ୍ୱର ୦୬-୧୧-୨୦୨୪(ପିପିଏସ) : ସମ୍ବଲପୁରର ସଦର ଥାନା ଅନ୍ତର୍ଗତ ମାନେଶ୍ୱରର ହାଟପଦା ଠାରେ ମଙ୍ଗଳବାର ରାତ୍ରିରେ ଅଗ୍ନିକାଣ୍ଡ ଘଟି ଜଣେ ବରିଷ୍ଠ ମହିଳା ଓ ତାଙ୍କର ଝିଅ ମୃତ୍ୟୁବରଣ କରିଛନ୍ତି। ଗତକାଲି ରାତ୍ରିରେ ହାଟପଦାରେ ଥିବା ଘରର ଉପର ମହଲାରେ ଅବସରପ୍ରାପ୍ତ

୨୦୨୭ ଶେଷ ସୁଦ୍ଧା ଭୁବନେଶ୍ବର ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ

ଭୁବନେଶ୍ୱର ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପର କାମ ୨୦୨୭ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ପାଇଁ ଏବେ ମାଟି ପରୀକ୍ଷା ଚାଲିଛି। ଭୂପୃଷ୍ଠରୁ ୫୦ରୁ ୬୦ ଫୁଟ ତଳୁ ମାଟି ନେଇ ଲ୍ୟାବ୍‌ରେ ପରୀକ୍ଷା ଚାଲିଛି। ମାଟି ପରୀକ୍ଷା ସରିବା ପରେ ଫାଉଣ୍ଡେସନ୍‌ କାମ ଆରମ୍ଭ ହେବ।

ଓଡ଼ିଶାରେ ଉତ୍ପାଦନ ହେବ ଟାଇଟାନିୟମ୍ ସ୍ଲାଗ୍; ବୁଝାମଣା ପତ୍ର ସ୍ୱାକ୍ଷରିତ

ଭାରତରେ ଟାଇଟାନିୟମ୍ ସ୍ଲାଗ୍ ଉତ୍ପାଦନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ଵିତ କରାଯିବ। ଏଠାରୁ ଉତ୍ପାଦନ ସାମଗ୍ରୀ ବିଦେଶରେ ବହୁରାଷ୍ଟ୍ରକୁ ରପ୍ତାନୀ କରାଯିବା ସହ ବିମାନ ଯନ୍ତ୍ରାଂଶ ନିର୍ମାଣ କ୍ଷେତ୍ରରେ ବ୍ୟାପକତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଭୁବନେଶ୍ୱର

ପଶୁ ପାଳନ କ୍ଷେତ୍ରକୁ ବୃତ୍ତି ଭାବେ ଗ୍ରହଣ କରିବାକୁ ପ୍ରୋତ୍ସାହିତ କରନ୍ତୁ: ମୁଖ୍ୟମନ୍ତ୍ରୀ

ବୃତ୍ତିକୁ ଏକ ସାଧାରଣ ଚାକିରି ବୋଲି ଭାବନ୍ତୁ ନାହିଁ। ଆପଣମାନଙ୍କ ଜ୍ଞାନ ଯେପରି ଲୋକଙ୍କ ଉପକାରରେ ଆସିବ, ସେମାନେ ଯେପରି ପଶୁ ପାଳନ ବୃତ୍ତିକୁ ଏକ ଲାଭ ଜନକ ତଥା ସମ୍ମାନଜନକ ବୃତ୍ତି ଭାବେ ଗ୍ରହଣ କରିବେ ସେଥିପାଇଁ ଉଦ୍ୟମ କରନ୍ତୁ। ଭୁବନେଶ୍ୱର ୦୬-୧୧-୨୦୨୪(ପିପିଏସ) : ଆମର

ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ସହାୟତା ରାଶି ବାଣ୍ଟିବେ ଜିଲ୍ଲାପାଳ

ବାତ୍ୟା ‘ଦାନା’ ଯୋଗୁଁ ଶହଶହ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପୂର୍ବରୁ କହି ସାରିଛନ୍ତି ଯେ, ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୬ଶହ କୋଟି ଟଙ୍କାର କ୍ଷତି ହୋଇଛି। ଭୁବନେଶ୍ୱର ୦୬-୧୧-୨୦୨୪(ପିପିଏସ) : ସାମୁଦ୍ରିକ ବାତ୍ୟା

ଆବାସ ଯୋଜନା ସାତସପନ, ଭଙ୍ଗା-ଦଦରା ଘରେ ବିତୁଛି ଜୀବନ

ଗୃହହୀନ ଓ ଚାଳଛପର ଘରେ ଜୀବନ ବିତାଉଥିବା ଗରିବ ପରିବାର ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି। କିନ୍ତୁ ଏହି ‌ଯୋଜନା ଠିକ୍‌ଠାକରେ ପରିଚାଳିତ ହେଉନଥିବା ଦୃଷ୍ଟି ଗୋଚର ହେଉଛି। ଯେଉଁମା‌ନଙ୍କୁ ଏହି ଯୋଜନାରେ ସାମିଲ କରାଯିବା ଉଚିତ, ‌ସେମାନେ ଅବହେଳିତ ଅଛନ୍ତି।