ବାରବାଟୀ ଦିନିକିଆ ପାଇଁ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ: ଫେବ୍ରୁଆରି ୨ରେ ଅନ୍ଲାଇନ୍ ଟିକଟ
ଫେବ୍ରୁଆରି ୯ ତାରିଖରେ ବାରବାଟୀ ଷ୍ଟାଡିୟମ୍ରେ ଭାରତ-ଇଂଲଣ୍ଡ ଶୃଙ୍ଖଳାର ଦ୍ବିତୀୟ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଫେବ୍ରୁଆରି ୨ ତାରିଖରେ ଅନ୍ଲାଇନ୍ରେ ଟିକଟ ବିକ୍ରି କରାଯିବ।
କଟକ ୨୫-୦୧-୨୦୨୫(ପିପିଏସ ) : ଫେବ୍ରୁଆରି ୯ ତାରିଖରେ ବାରବାଟୀ ଷ୍ଟାଡିୟମ୍ରେ!-->!-->!-->…