ଏସ୍‌ସିବିରେ ରୋଗୀଙ୍କ ଜୀବନ ସହ ଖେଳ ୬ରୁ ୪ ‌ଷ୍ଟେରିଲାଇଜେସନ୍‌ ମେସିନ୍‌ ଅଚଳ

କଟକ ବଡ଼ଡାକ୍ତରଖାନାରେ ଠିକ୍‌ରେ କାମ କରୁନି ଷ୍ଟେରିଲାଇଜେସନ୍‌ ବ୍ୟବସ୍ଥା। ଷ୍ଟିମ୍‌ରେ ଚାଲୁଥିବା ୬ରୁ ୪ଟି ମେସିନ୍‌ ଅଚଳ ହୋଇପଡ଼ିଛି। ଯେଉଁ ୨ଟି ମେସିନ୍ ଚାଲିଛି, ସେଥିରେ ୧୮ଟି ବିଭାଗର ୫୦ରୁ ଅଧିକ ଅସ୍ତ୍ରୋପଚାର(ଓଟି) ଉପକରଣ ଷ୍ଟେରିଲାଇଜ୍ କରାଯାଉଛି। କଟକ,୨୪-୧୧-୨୦୨୪

ସରିଲା କଟକ ବାଲିଯାତ୍ରା: ଶେଷ ଦିନରେ ୧୩ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ

କଟକ,୨୪-୧୧-୨୦୨୪ (ପିପିଏସ) : କଟକର ଐତିହାସିକ ବାଲିଯାତ୍ରା ଉତ୍ସବ ଶେଷ ହୋଇଛି। ଶେଷ ଦିନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ପ୍ରାୟ ୧୩ ଲକ୍ଷରୁ ଅଧିକ ଲୋକ ବାଲିଯାତ୍ରା ପଡ଼ିଆ ବୁଲିଥିବା ପୁଲିସ-ପ୍ରଶାସନ ପକ୍ଷରୁ ଆକଳନ କରାଯାଉଛି। ଭିଡ଼ ଏଭଳି ଅସମ୍ଭାଳ ହୋଇଥିଲା ଯେ ରାଜପଥରୁ

ଘୋର ଅବବ୍ୟସ୍ଥାରେ ଏକ ନମ୍ୱର ହାଟ

ରାଜଧାନୀର ସବୁଠାରୁ ଜନବହୁଳ ହାଟ କହିଲେ ୟୁନିଟ୍‌-୧ ହାଟକୁ ବୁଝାଏ। ଏ ହାଟରେ ଯାବତୀୟ ଜିନିଷ ଶସ୍ତାରେ ମିଳୁଥିବାରୁ ପ୍ରତିଦିନ ହଜାର ହଜାର ଗ୍ରାହକଙ୍କର ସମାଗମ ହୋଇଥାଏ। ସହର ସହ ଉପକଣ୍ଠ ଓ ଆଖପାଖ ଜିଲ୍ଲାର ଗ୍ରାହକମାନେ ଏଠାରୁ ନିୟମିତ କିଣାକିଣି କରନ୍ତି। ଭୁବନେଶ୍ୱର ୨୪-୧୧-୨୦୨୪

ଓଡ଼ିଶାକୁ ମୁଁ ପୂର୍ବ ଭାରତରେ ବିକାଶର ଇଞ୍ଜିନ ଭାବେ ଦେଖୁଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର ୨୪-୧୧-୨୦୨୪ (ପିପିଏସ) : ଓଡ଼ିଆ ସଂସ୍କୃତିର ମହାକୁମ୍ଭ ଓଡ଼ିଶା ପର୍ବ-୨୦୨୫ରେ ଆପଣମାନଙ୍କୁ ଭେଟି ମୁଁ ଆନନ୍ଦିତ। ଏଥର ସ୍ବଭାବ କବି ଗଂଗାଧର ମେହରଙ୍କ ଶତବାର୍ଷିକୀ ଉତ୍ସବ ଅବସରରେ ଶୁଭେଚ୍ଛା ଜଣାଉଛି। ଭକ୍ତ ଦାସିଆ ବାଉରି, ଭକ୍ତ ସାଲବେଗ, ଓଡ଼ିଆ ଭାଗବତର ରଚୟିତା

କଳ୍ପନା  ସୋରେନ : ଝାଡ଼ଖଣ୍ଡ ରାଜନୀତିରେ ନୂଆ ତାରକା

ଝାଡ଼ଖଣ୍ଡ ନିର୍ବାଚନ ଅନେକ ଦୃଷ୍ଟିରୁ ରୋଚକ ହୋଇଛି। କିନ୍ତୁ ଏହାର ସବୁଠାରୁ ରୋଚକ ଦିଗ ହେଉଛି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ମୁର୍ମୁ ସୋରେନଙ୍କ ଉତଥାନ । ଝାଡ଼ଖଣ୍ଡ ରାଜନୀତିରେ ସେ ଜଣେ ନୂଆ ତାରକା ଭାବେ ଉଭା ହୋଇଛନ୍ତି । ଭୁବନେଶ୍ୱର ୨୩-୧୧-୨୦୨୪ (ପିପିଏସ) :

ଓଡ଼ିଶାରେ ଆଦାନୀ ଝଡ଼: ବିଜେଡିର ସଫେଇ; ଅଭିଯୋଗ ଭିତ୍ତିହୀନ

ଆମେରିକାର ନ୍ୟୁୟର୍କ କୋର୍ଟରେ ୟୁଏସ୍‌ ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ କମିସନ ଆଦାନୀ ଗ୍ରୁପ୍‌ ବିରୋଧରେ ଭାରତରେ ବ୍ୟାପକ ଲାଞ୍ଚ କାରବାର ଅଭିଯୋଗ ଆଣିଛନ୍ତି। ଅକ୍ଷୟ ଶକ୍ତି ଯୋଗାଣ ଚୁକ୍ତି ପାଇବା ଲାଗି ଆଦାନୀ ଓଡ଼ିଶା ସମେତ ଭୁବନେଶ୍ୱର ୨୩-୧୧-୨୦୨୪ (ପିପିଏସ) : ଆମେରିକାର

ବାଦ୍ ପଡ଼ିଥିବା ୨୨ ପ୍ରତିଶତ ହିତାଧିକାରୀଙ୍କୁ ଆସନ୍ତାକାଲି ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର ୨୩-୧୧-୨୦୨୪ (ପିପିଏସ) : ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ୨୨ ପ୍ରତିଶତ ହିତାଧିକାରୀଙ୍କୁ ଆସନ୍ତାକାଲି ସୁଭଦ୍ରା ଟଙ୍କା ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।  ସେ କହିଛନ୍ତି, ବାଦ ପଡ଼ିଥିବା ୨ ଲକ୍ଷ ୬୭ ହଜାର ଆବେଦନକୁ ଆଉ ଥରେ ଯାଞ୍ଚ

ମିଲରମାନେ ସିଧାସଳଖ କୃଷକଙ୍କ ନିକଟରୁ ଧାନ କିଣି ପାରିବେ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର ୨୩-୧୧-୨୦୨୪ (ପିପିଏସ) : ମିଲରମାନେ ସିଧାସଳଖ କୃଷକଙ୍କ ନିକଟରୁ ଧାନ କିଣି ପାରିବେ ନାହିଁ। ଏଭଳି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବିଭିନ୍ନ ସ୍ଥାନରେ ମିଲରମାନେ ସିଧାସଳଖ ଚାଷୀଙ୍କଠୁ କମ ଦାମରେ ଧାନ କିଣି ମହଜୁଦ କରି ରଖିବା ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ

ଜିଏ, ବିଡିଏ ବାହୁବଳେ ଜବରଦଖଲକାରୀ ରାଜା: ରାଜୀବ ଆବାସ ଯୋଜନାକୁ ଚୁନ

ଭୁବନେଶ୍ୱର ୨୩-୧୧-୨୦୨୪ (ପିପିଏସ) : ହାଉସିଂ ପ୍ରକଳ୍ପରେ ନିମ୍ନ ମଧ୍ୟବିତ୍ତ ପରିବାରଙ୍କୁ ଘର ଯୋଗାଇ ଦେବାପାଇଁ ସରକାର ଶ୍ୟାମପୁର ମୌଜା ପ୍ଲଟ୍‌ ନଂ. ୨୭୭ରେ ବିଡିଏକୁ ୬୮ ଏକର ଜମି ଯୋଗାଇ ଦେଲେ। ହେଲେ ବିଡିଏ କାମରେ କିଛି କଲା ନାହିଁ। କ୍ରମଶଃ ଏହା ଜବରଦଖଲ ହେଲା। ପ୍ଲଟିଂ କରି ଦଲାଲ

ଗିରଫ ପରେ ଜେଲ୍ ଗଲେ ବବିଙ୍କ ଭାଇ ଭବ ପ୍ରକାଶ ଦାସ

ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭାଇ ଭବ ପ୍ରକାଶ ଦାସ(ଲଲ)ଙ୍କୁ ଅବଶେଷରେ ଜେଲ୍ ଯିବାକୁ ପଡ଼ିଲା। ତାଙ୍କୁ ଗିରଫ କରାଯାଇଥିଲା। ଏହାପରେ ଭବ ପ୍ରକାଶ ଦାସଙ୍କୁ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ତାପରେ ତାଙ୍କୁ ଯାଜପୁର ଉପ କାରାଗରକୁ ପଠାଇ