ଭୟାଭୟ ଅଗ୍ନିକାଣ୍ଡରେ ୫ବଖରା ଘର ପୋଡି ପାଉଁଶ।
ରଘୁନାଥପୁର:- ୪/୪(ପିପିଏସ)ଜଗତସିଂହପୁର ଜିଲ୍ଲା ରଘୁନାଥପୁର ତହସିଲ ଅଧିନସ୍ଥ ତରିକୁନ୍ଦ ପଂଚାୟତ ନୂଆଦା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସଟସର୍କିଟରୁ ନିଆଁ ଲାଗି ସେକ ନିଜାମ ଉଦ୍ଦିନ ଓ ସେକ ଇସରାଫଙ୍କ ୫ ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ବିଳମ୍ବିତ ରାତିରେ ନିଜାମ!-->…