ଜେଲ୍ କର୍ତ୍ତୃପକ୍ଷଙ୍କୁ ସ୍ପାଇଡର୍ ଡର
ସେଲ୍ରେ କଡ଼ା ପହରା, ପାଚେରି ଚଢ଼ି ଜେଲ୍ରୁ ଚମ୍ପଟ ମାରିପାରେ
ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଘରୁ ଚୋରି କରି ଗିରଫ ହୋଇଥିବା ଆନ୍ଧ୍ରପ୍ରଦେଶର କୁଖ୍ୟାତ ସ୍ପାଇଡର୍ ସତୀଶ ପାଇଁ ଝାରପଡ଼ା ଜେଲ୍ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି। ତା’ ନାଁରେ ପାଚେରି ଚଢ଼ି ଜେଲ୍ରୁ!-->!-->!-->…