ମାଟିତଳେ ପୋତି ହୋଇଗଲେ ୩ ଶ୍ରମିକ
ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ବରସୁଆଁ ଦମାଳ ଖଣି ଅଞ୍ଚଳରେ ଅଘଟଣ ଘଟିଛି । ମାଟି ଅତଡା ଧସି ୩ ଶ୍ରମିକ ଗୁରୁତର ହୋଇଛନ୍ତି । ୩ ଶ୍ରମିକ ମାଟି ତଳେ ପୋତି ହୋଇଯାଇଥିଲେ
ରାଉରକେଲା/ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ବରସୁଆଁ ଦମାଳ ଖଣି ଅଞ୍ଚଳରେ!-->!-->!-->…