ଛାତ୍ର ସଂସଦ ନିର୍ବାଚନକୁ ସବୁଜ ସଙ୍କେତ ଦେଲେ ଆଇନ ମନ୍ତ୍ରୀ : ଆସନ୍ତା ବର୍ଷ ହେବ ନିର୍ବାଚନ

ଭୁବନେଶ୍ୱର, ୧୯-୮-୨୪(ପିପିଏସ) : ଆସନ୍ତା ବର୍ଷରୁ ହେବ ଛାତ୍ର ସଂସଦ ନିର୍ବାଚନ । ଏନେଇ ଆଇନ ମନ୍ତ୍ରୀପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ ନେଇ ସମସ୍ତ ପ୍ରସ୍ତୁତି କରାଯିବ । ଛାତ୍ର ସଂସଦ ନିର୍ବାଚନ ନେଇ ନିଷ୍ପତ୍ତି ହୋଇସାରିଥିବା ପ୍ରକାଶ

ବାଂଲାଦେଶ ରୁ ଫେରିବେ ପ୍ରବାସୀ ଓଡ଼ିଆ ଶ୍ରମିକ : ଶ୍ରମମନ୍ତ୍ରୀ

ଭୁବନେଶ୍ବର,୧୯-୦୮-୨୪ (ପିପିଏସ ) : ବାଂଲାଦେଶରେ ଲାଗି ରହିଥିବା ହିଂସାର ଶିକାର ହେଉଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ବାଂଲାଦେଶରେ ରହୁଥିବା ସମସ୍ତ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ଯୋଜନା କରିଛନ୍ତି । ଆଜି ଏନେଇ

ଗୁରୁ-ଶିଷ୍ୟା ସମ୍ପର୍କରେ ଆଉ ଏକ କଳଙ୍କ : ସ୍କୁଲ ଛାତ୍ରୀଙ୍କ ସହିତ ଦୁଷ୍କର୍ମ କଲେ ଏନସିସି ଅଧିକାରୀ

*ବିଦ୍ୟାଳୟ ପରିସରରେ ହୋଇଥିଲା ଏନସିସି ଶିବିର*ପ୍ରେକ୍ଷାଳୟ ରେ ସୋଇଥିଲେ ସମସ୍ତ ଛାତ୍ରୀ*ରାତିରେ ବାହାରକୁ ଡାକିନେଇ କଲେ ଦୁଷ୍କର୍ମ ଚେନ୍ନାଇ/ଭୁବନେଶ୍ବର,୧୯-୦୮-୨୪ (ପିପିଏସ ) : କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ ସାରା ଦେଶ ସ୍ତବ୍ଧ

ରକ୍ଷା ବନ୍ଧନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୯-୦୮-୨୪ (ପିପିଏସ ) : ପବିତ୍ର ଗହ୍ମା ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ, ଭାରତୀୟ ସଂସ୍କୃତିର ଏହି ଅନନ୍ୟ ପର୍ବ ଆମର ସାମାଜିକ ମୂଲ୍ୟବୋଧକୁ ଆହୁରି ସୁଦୃଢ଼ କରୁ

କେନାଲ ମଧ୍ୟକୁ ଡେଇଁ ପଡିଲେ ଯୁବକ

କଟକ,୧୯-୦୮-୨୪ (ପିପିଏସ ) : କଟକ ସହର ଉପକଣ୍ଠ ଜଗତପୁର-ମଧୁପୁର ବ୍ରିଜ୍‌ ଉପରୁ ସୋମବାର ଜଣେ ଯୁବକ କେନାଲକୁ ଡେଇଁ ପଡ଼ିଛନ୍ତି। ଯୁବକ ଜଣକ ହେଲେ ବିହାର ରାଜ୍ୟର ବିଟ୍ସ କୁମାର ଯାଦବ । ସେ କାହିଁକି ଡେଇଁଲେ ବର୍ତ୍ତମାନ ସୁଦ୍ଧା କାରଣ ଜଣାପଡିନାହିଁ । ଚାଉଲିଆଗଞ୍ଜ ଅଗ୍ନିଶମ ବିଭାଗକୁ ଖବର

ଧାନବିଲରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର

ମୟୁରଭଞ୍ଜ,୧୯-୦୮-୨୪ (ପିପିଏସ ) : ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ତଥା ଚିତ୍ରଡା ଫାଣ୍ଡି ଅଧୀନ ପାରିଆଉଡ଼ାର ହାତୀଗଳା ପୋଲ ବାଙ୍କ ନିକଟ ରାସ୍ତା କଡ଼ରେ ଏକ ବାଇକ୍‌ ପଡିଥିବା ବେଳେ, ଧାନବିଲ ଭିତରୁ ଦୁଇଜଣ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି l ଦୁର୍ଘଟଣାରେ ଏହି ଦୁଇ ଜଣ ଯୁବକଙ୍କ ମୃତ୍ୟୁ

ପୁରୀ ଜିଲ୍ଲାରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି

ପୁରୀ,୧୮-୦୮-୨୪ (ପିପିଏସ ) : ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ତଥା ଜାତୀୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ସଞ୍ଜୀବ ଖାନ୍ନା ଆଜି ପୁରୀ ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ସତ୍ୟବାଦୀ ବ୍ଲକ୍‌ ଅନ୍ତର୍ଗତ ଦୁଗଲ ପଞ୍ଚାୟତ ଅଠାଇଶ ଗ୍ରାମର କିଛି ଭୂମିହୀନ ପରିବାର

ବିଦେଶୀ ସନ୍ଦେହରେ ୩ ଯୁବକଙ୍କୁ ମାଡ଼, ଜଣେ ଗୁରୁତର : ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ମୟୁରଭଞ୍ଜ,୧୯-୦୮-୨୪ (ପିପିଏସ ) : ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ଷ୍ଟେସନ ବଜାର ଅଞ୍ଚଳରେ ଭିନ୍ନ ସମ୍ପ୍ରଦାୟର ୩ଜଣ ଯୁବକଙ୍କୁ କିଛି ଅଜଣା ବ୍ୟକ୍ତି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହି ୩ ଯୁବକ ଏକ ଅଟୋରେ ସହର ମଧ୍ୟ କୁ ଆସୁଥିବା ବେଳେ କିଛି ଯୁବକ ସେମାନଙ୍କୁ

ଶ୍ରୀମନ୍ଦିର ପେଯ ନଳା ଜାମ୍‌

ସିଂହଦ୍ବାରରେ ଭାସିଲା ନଳାପାଣି ମିଶା ପେଯ: ଭକ୍ତ,ସେବାୟତ ଅସନ୍ତୁଷ୍ଟ ପୁରୀ୧୮-୦୮-୨୪ (ପିପିଏସ ): ଶ୍ରୀମନ୍ଦିର ପେଯନଳା ଜାମ୍‌ କାରଣରୁ ଆଜି ସିଂହଦ୍ବାରରେ ଭାସିଛି ରୋଷଘର ପେଯ। ନଳାପାଣି ସହ ମିଶି ଏହା ବଡ଼ଦାଣ୍ଡ ସିଂହଦ୍ବାରରେ ଲହଡ଼ି ମାରିଛି। ଏହାକୁ ମାଡ଼ି ଭକ୍ତ, ସେବାୟତ

ଜେଏନୟୁରେ ଆର୍ଥିକ ସଙ୍କଟ:ସମ୍ପତ୍ତି ବିକ୍ରି କରିବ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ/ଭୁବନେଶ୍ୱର ୧୮-୦୮-୨୪ (ପିପିଏସ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ବା ଜେଏୟୁ ଭାରତର ଏକ ଜଣାଶୁଣା ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ | ଗତ କିଛିବର୍ଷ ମଧ୍ୟରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟକୁ ମଧ୍ୟ ଦେଶର ଏକ ନମ୍ବର ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରାଯାଇଛି | ଦେଶର ବଡ ବଡ଼