ପଚାଶ ଉପରେ ପିଆଜ ଦର : ଶହେ ଛୁଇଁବ ବାଇଗଣ, କଲରା, ଭେଣ୍ଡି, ଜହ୍ନି, କାକୁଡ଼ି

ଭୁବନେଶ୍ବର/କଟକ,୨୧-୮-୨୪ (ପିପିଏସ ) : ଆଳୁର ମୂଲ୍ୟ ଶୀର୍ଷରେ ରହିଥିବା ବେଳେ, ଖୁଚୁରା ବଜାରରେ ଆକାଶଛୁଆଁ ହୋଇଛି ପିଆଜ ଦର। ଗତ ମାସରେ କିଲୋ ପିଛା ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଦର ଗତ ୧୫ଦିନ ମଧ୍ୟରେ ୫୦ ଟଙ୍କା ଅତିକ୍ରମ କରିଛି। ମହାରାଷ୍ଟ୍ରରେ ବର୍ଷା ଯୋଗୁଁ ପିଆଜ ଫସଲ

ଆସନ୍ତା ୨୩ରେ ସ୍ଥାନାନ୍ତରଣ ହେବ ଭିତର ଓ ବାହାର ରତ୍ନଭଣ୍ଡାରର ଖାଲି ଆଲମିରା ଓ ସିନ୍ଧୁକ

ପୁରୀ,୨୧-୮-୨୪ (ପିପିଏସ ) : ରତ୍ନଭଣ୍ଡାରର ଖାଲି ଆଲମିରା ଓ ସିନ୍ଧୁକ ସ୍ଥାନାନ୍ତରଣ ପାଇଁ, ସରକାରଙ୍କ ତରଫରୁ ଆସିଲା ନୂଆ ଏସଓପି l ଆସନ୍ତା ୨୩ ତାରିଖରେ ବାହାର ଏବଂ ଭିତର ରତ୍ନଭଣ୍ଡାର ରେ ଥିବା ଖାଲି ଆଲମିରା ଏବଂ ସିନ୍ଦୁକଗୁଡ଼ିକ ସ୍ଥାନାନ୍ତରଣ କରାଯିବ । ରାଜ୍ୟ ସରକାରଙ୍କ ଅନୁମୋଦିତ

ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ୧୨ ଘଣ୍ଟିଆ ଭାରତ ବନ୍ଦ

ଭୁବନେଶ୍ୱର,୨୧-୮-୨୪ (ପିପିଏସ ) : ତଫସିଲଭୁକ୍ତ ଜାତି(ଏସ୍‌ସି) ଏବଂ ଜନଜାତି(ଏସ୍‌ଟି)ଙ୍କ ମଧ୍ୟରେ ଉପବର୍ଗୀକରଣ ତଥା ସଂରକ୍ଷଣ ନେଇ ଅଗଷ୍ଟ ୧ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ରାଜନୈତିକ

ଆଉପାଦେ ଆଗେଇଲା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂତନ ରେଳପଥ : ସରିଲା ପୁରୁଣାକଟକ ଓ ଚାରିଛକ ମଧ୍ୟରେ ୨ କିଲୋମିଟର ଲମ୍ବ…

ଭୁବନେଶ୍ୱର,୨୧-୮-୨୪ (ପିପିଏସ ) : ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପରେ ପୂର୍ବତଟ ରେଳପଥକୁ ମିଳିଛି ସଫଳତା । ଶେଷ ହୋଇଛି ବୌଦ୍ଧ ପୁରୁଣା କଟକ ଓ ଚାରିଛକ ମଧ୍ୟରେ ୨ କିଲୋମିଟର ଲମ୍ବ ଟନେଲ୍ କାମ । ଏହି ଅଞ୍ଚଳରେ ରେଳ ସଂଯୋଗର ସମ୍ପ୍ରସାରଣ ଏବଂ ଉନ୍ନତି ପାଇଁ ଚାଲୁରହିଥିବା ପ୍ରୟାସରେ ଏହା

କଲେଜ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ : ଅଧ୍ୟକ୍ଷ କହିଲେ “ମୁଁ’ ସବୁ ଠିକ କରିଛି”

*ଲକ୍ଷ ଲକ୍ଷ ଟଙ୍କା ର ଦୁର୍ନୀତି ଅଭିଯୋଗ *କଲେଜରେ ବିଭିନ୍ନ ସମସ୍ୟାକୁ ନେଇ ବଢ଼ିବାରେ ଲାଗିଛି ବିବାଦ *ଅଧ୍ୟକ୍ଷ କହିଲେ 'ସବୁ ଅଭିଯୋଗ ଭିତ୍ତିହୀନ' କନ୍ଧମାଳ,୨୧-୮-୨୪ (ପିପିଏସ ) : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଡିଗ୍ରୀ କଲେଜର ଭାରପ୍ରାପ୍ତ

ନୂଆକରି ବିଜେପିରେ ମିଶିଥିବା ମମତା ହେଲେ ରାଜ୍ୟସଭା ପାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୦-୦୮-୨୪ (ପିପିଏସ) : ରାଜ୍ୟସଭା ପାଇଁ ମଙ୍ଗଳବାର ଦିନ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ନିକଟରେ ବିଜୁ ଜନତା ଦଳ ଛାଡ଼ି ବିଜେପିରେ ମିଶିଥିବା ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଛି । ରାଜ୍ୟସଭା ପ୍ରାର୍ଥୀ ପାଇଁ ବିଜେପି ରାଷ୍ଟ୍ରୀୟ

ଭିଜନ୍ ୨୦୩୬ ଓ ୨୦୪୭ ପାଇଁ ବ୍ଲୁପ୍ରିଣ୍ଟ

ବିଭିନ୍ନ କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଭୁବନେଶ୍ୱର /୨୦-୦୮-୨୪ (ପିପିଏସ ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମସ୍ତ ବିଭାଗୀୟ ସଚିବମାନଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ

ଦୁନିଆ ଦେଖିବ ୟୁଭିଙ୍କ ବାୟୋପିକ୍‌

ମୁମ୍ବାଇ /ଭୁବନେଶ୍ୱର,୨୦-୮-୨୪(ପିପିଏସ): ତାରକା କ୍ରିକେଟର ତଥା କର୍କଟ ଭଳି ରୋଗକୁ ପରାସ୍ତ କରିଥିବା ଯୁବରାଜ ସିଂହଙ୍କ କାହାଣୀ ଏବେ ବଡ଼ ପରଦାକୁ ଆସିବ। ତାଙ୍କ ବାୟୋପିକ୍‌ ଘୋଷଣା କରାଯାଇଛି। ଏହି ବାୟୋପିକ୍‌କୁ ଟି-ସିରିଜ୍‌ ବ୍ୟାନରରେ ନିର୍ମାଣ କରାଯିବ। ଭୂଷଣ କୁମାର ଓ ରବି ଭଗଚାନ୍ଦକା

ବନ୍ଧାହେଲେ ହେଲେ ଅଭିନେତା ସମ୍ରାଟ ମୁଖାର୍ଜୀ

କୋଲକାତା/ଭୁବନେଶ୍ୱର,୨୦-୮-୨୪(ପିପିଏସ): ଟଲିଉଡ଼ ଅଭିନେତା ସମ୍ରାଟ ମୁଖାର୍ଜୀଙ୍କୁ ଗିରଫ କରିଛି ପୁଲିସ। ସେ ତାଙ୍କ କାର୍‌ରେ ଜଣେ ମୋଟରସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। କୋଲକାତା ପୁଲିସ ମଙ୍ଗଳବାର ଅଭିନେତାଙ୍କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ଅଭିନେତାଙ୍କୁ

ଆଳୁ ପରେ ବଢ଼ିଲା ପିଆଜ ଦର : ଖାଉଟି ମୁଣ୍ଡରେ ଚଡ଼କ

ଭୁବନେଶ୍ୱର,୨୦-୮-୨୪(ପିପିଏସ) : ରାଜ୍ୟରେ ଆଳୁ ଦର ବୃଦ୍ଧି ପରେ ଏବେ ଉପର ମୁହାଁ ହୋଇଛି ପିଆଜ । କିଛି ଦିନ ମଧ୍ୟରେ ପିଆଜ ଦର ୧୦ ଟଙ୍କା ବୃଦ୍ଧି ପାଇଥିବା ଜଣାପଡିଛି । ଏବେ ବଜାରରେ ପିଆଜ କିଲୋ ପ୍ରତି ୫୦ଟଙ୍କାରେ ବିକ୍ରି ହେଉଛି । ନାସିକରୁ ରାଜ୍ୟକୁ ପିଆଜ କମ ପରିମାଣରେ ଆସୁଥିବାରୁ ଦର