କଳିଙ୍ଗ ଛକରେ ଗଳିପୋଲ ପାଇଁ ସ୍ଥିତି ପରଖିଲେ ସାଂସଦ

କଟକ-ଚୌଦ୍ୱାର,୦୧-୧୦-୨୦୨୪ (ପିପିଏସ) : ନିର୍ମାଣାଧୀନ ୫୫ ନମ୍ବର ଜାତୀୟ ରାଜପଥର କଳିଙ୍ଗଛକଠାରେ ରାଜପଥରେ ଏକ ଗଳିପୋଲ ନିର୍ମାଣ କରିବା ପାଇଁ କଳିଙ୍ଗ ବଜାର କମିଟି କଟକ ସାଂସଦ ଭତ୍ତୃହରି ମହତାବଙ୍କୁ ପୂର୍ବରୁ ଏକ ଲିଖିତ ଆବେଦନ କରିଥିଲେ ।ବ୍ୟସ୍ତ ବହୁଳ କଳିଙ୍ଗ ଛକରେ ଜାତୀୟ ରାଜପଥରରେ

ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲା

ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍‌ କଟକ,୦୧-୧୦-୨୦୨୪ (ପିପିଏସ) : ବିଜୁ ଜନତା ଦଳ (ବିଜେଡି)ର ରାଉରକେଲା ବିଧାୟକ ସାରଦା ନାୟକଙ୍କ ନାଁରେ ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲା ନେଇ ଓଡ଼ିଶା ହାଇକୋର୍ଟ ମଙ୍ଗଳବାର ଶୁଣାଣି କରିଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ

“ସ୍ୱଚ୍ଛତା ହିଁ ସେବା” ବାର୍ତ୍ତାକୁ ନେଇ ମାରାଥନ

କୋଣାର୍କ,୩୦-୦୯-୨୦୨୪ (ପିପିଏସ) : ସ୍ୱଚ୍ଛତା ହିଁ ସେବା ବାର୍ତ୍ତାକୁ ନେଇ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏକ ମିନି ମାରାଥନ କୋଣାର୍କ ଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଅନୁଷ୍ଟିତ ହୋଇଯାଇଛି। ସୋମବାର ପୂର୍ବାହ୍ନ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ସଫେଇ କର୍ମଚାରୀ ମାନଙ୍କୁ

କୋଷ୍ଟାଲ ରେଗୁଲେସନ ଜୋନ ଆଇନ ଉଲଙ୍ଗନ

ସମୁଦ୍ରକୂଳରୁ ବାଲି ଉଠି ଚାଲିଛି ରାସ୍ତା ନିର୍ମାଣ କାର୍ଯ୍ୟ ପାରାଦୀପ,୩୦-୦୯-୨୦୨୪ (ପିପିଏସ) : ସରକାରୀ ନିୟମକୁ ଫୁ କରି ଉଡାଉଛନ୍ତି କଣ୍ଟ୍ରାକ୍ଟର,ରାସ୍ତା ନିର୍ମାଣ ପାଇଁ ଦିନ ଦ୍ବିପ୍ରହର ରେ ଖୁଲମଖୁଲା କରୁଛନ୍ତି ସିଆରଜେଡ ଉଲଂଘନ l ସମୁଦ୍ର କୂଳରୁ ଦୁଇଶହ ମିଟର ଭିତରେ ବାଲି ଖୋଲି

ପୁଣି ଭାରରେ ବୁହାହେଲେ ରୋଗୀ

ଚିତ୍ରକୋଣ୍ଡାରେ ଅଭାବନୀୟ ଦୃଶ୍ୟ ଚିତ୍ରକୋଣ୍ଡା/ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ଭାରରେ ବୁହାହେଲେ ରୋଗୀ, ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ନୂଆଗୁଡା ପଂଚାୟତର ରଥଗୁଡା ଗ୍ରାମରେ। ତେବେ କୋରୁକୋଣ୍ଡା ବ୍ଲକ ନିଳାକାମ୍ବେରୁ ପଞ୍ଚାୟତ

ବେଦାନ୍ତ ଆଲୁମିନିୟମର ସପ୍ତାହ-ବ୍ୟାପି ସ୍ୱଚ୍ଛତା ଅଭିଆନ

ଭାରତ ସରକାରଙ୍କ ‘ସ୍ବଚ୍ଛତା ହି ସେବା’ ପଦକ୍ଷେପର ଏକ ଅଂଶ ଭାବରେ ବେଦାନ୍ତ ଆଲୁମିନିୟମ ଝାରସୁଗୁଡାରେ ଏକ ସପ୍ତାହ ବ୍ୟାପୀ ସ୍ୱଚ୍ଛତା ଅଭିଆନକୁ ସଫଳତାର ସହ ସମାପ୍ତ କରିଛି। ଝାରସୁଗୁଡା /ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ଭାରତ ସରକାରଙ୍କ ‘ସ୍ବଚ୍ଛତା ହି ସେବା’ ପଦକ୍ଷେପର ଏକ ଅଂଶ

ଭରତପୁର କାଣ୍ଡ:ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ

ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ମାମଲାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ। ତଦନ୍ତ କମିଶନ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସ ପ୍ରଥମ ବୈଠକ କରିଛନ୍ତି। ଏଥିରେ ପୁଲିସ ଡିଜି ଓ ଗୃହ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକ ପରେ

୩ ମାସରେ ଥରେ ବଦଳିବ ପେଟ୍ରୋଲ୍‌ ଦର!

ପେଟ୍ରୋଲ ଓ ଡିଜେଲର ବର୍ତ୍ତମାନ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାକୁ ସରକାର ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି। ପ୍ରତି ୩ ମାସରେ ଥରେ ପେଟ୍ରୋଲ, ଡିଜେଲ ଦର ସମୀକ୍ଷା କରାଯିବ। ନୂଆଦିଲ୍ଲୀ/ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ପେଟ୍ରୋଲ ଓ ଡିଜେଲର ବର୍ତ୍ତମାନ ମୂଲ୍ୟ ନିର୍ଦ୍ଧାରଣ

ଏଥର ଝାରପଡ଼ା ଦୁର୍ଗାପୂଜାରେ ‘ଇମ୍ପେରିଆଲ୍‌ ପ୍ୟାଲେସ୍‌’

୮୫ ଫୁଟ ଉଚ୍ଚତା ଓ ୧୫୦ ଫୁଟ ଚଉଡ଼ାର ଏହି ଭବ୍ୟ ତୋରଣ ନିର୍ମାଣ କରାଯାଉଛି ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ଚଳିତ ବର୍ଷ ଚତୁର୍ଦ୍ଦଶ ବର୍ଷରେ ପଦାର୍ପଣ କରୁଛି ଝାରପଡ଼ା ଦୁର୍ଗାପୂଜା ସମିତି। ତେଣୁ ଏଥର ମଧ୍ୟ ପୂଜା ସମିତି ପକ୍ଷରୁ ନିଜସ୍ବ ପରିକଳ୍ପନାରେ ‘ଇମ୍ପେରିଆଲ୍‌ ପ୍ୟାଲେସ୍‌’

 ବାପାଙ୍କ ଠାରୁ ଅଲଗା ହୋଇଥିବା ବ୍ୟକ୍ତିଙ୍କୁ ମିଳିବ ପକ୍କା ଘର

ଭୁବନେଶ୍ୱର ୩୦-୦୯-୨୦୨୪ (ପିପିଏସ) : ବାପାଙ୍କଠାରୁ ଭିନେ ହୋଇ ଅଲଗା ପରିବାର କରିଥିବା ବ୍ୟକ୍ତିଙ୍କୁ ବି ମିଳିବ ଆବାସ ଯୋଜନାରେ ଘର | ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ପୂର୍ବ ସରକାରରେ ବଞ୍ଚିତ ହୋଇଥିବା