କିଡ୍‌ନି ରୋଗ ନେଉଛି ମୁଣ୍ଡ

୨୮ ପରିବାରର ୩୧ ମୃତ ବୌଦ୍ଧ/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ସ୍ବାଧୀନତାର ୭୭ବର୍ଷ ପରେ ବି ପିଇବା ପାଣି ପାଇଁ ଡହଳବିକଳ। ଯେଉଁ ପାଣି ପିଉଛନ୍ତି, ତାହା ପାଲଟିଛି ଜହର। ଆଉ ଏହାର ଭୟଙ୍କର ମୂଲ୍ୟ ଦେବାକୁ ପଡୁଛି ଗ୍ରାମବାସୀଙ୍କୁ। ଦୂଷିତ ପାଣି ବ୍ୟବହାର କରି ଲୋକେ କିଡ୍‌ନି ରୋଗରେ

ସ୍ଥାୟୀ ଡିଜିପି ନିଯୁକ୍ତି ପ୍ରସଙ୍ଗ

କେନ୍ଦ୍ର, ଓଡ଼ିଶା ସମେତ ସାତ ରାଜ୍ୟକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌ ନୂଆଦିଲ୍ଲୀ/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ପୁଲିସ ମହାନିର୍ଦ୍ଦେଶକଙ୍କ ନିଯୁକ୍ତି ନେଇ ପ୍ରକାଶ ସିଂହ ମାମଲା ମାର୍ଗଦର୍ଶିକାକୁ ଲାଗୁ କରିବା ତଥା ଦୁଇ ବର୍ଷର ନିଶ୍ଚିତ କାର୍ଯ୍ୟକାଳ ପାଇଁ ନିୟମିତ ନିଯୁକ୍ତି

ଦଶହରା ଛୁଟି ପରେ ନବମ, ଦଶମ ଷାଣ୍ମାସିକ ପରୀକ୍ଷା

କଟକ,୦୪-୧୦-୨୪ (ପିପିଏସ) : ଚଳିତ ବର୍ଷ ଅକ୍ଟୋବର ୪ରୁ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ଅର୍ଦ୍ଧବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। କିନ୍ତୁ ବ୍ଲକ୍‌ସ୍ତରୀୟ ସୁରଭି, ଜିଲ୍ଲା ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା, ପ୍ରାଥମିକ ବିଦ୍ୟାଳୟରେ ସ୍କ୍ରିମାଟିକ୍ ଶିକ୍ଷକ ନିଯୁକ୍ତି ମେଳା ଆଦି

୧୨ଘଣ୍ଟିଆ କୋରାପୁଟ ବନ୍ଦ

କୋରାପୁଟ/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : କୋରାପୁଟ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆହ୍ବାନକ୍ରମେ ଜିଲ୍ଲାଭିତ୍ତିକ ସ୍ଥାୟୀ ନିଯୁକ୍ତି ଦାବିରେ ଆଜି ୧୨ ଘଣ୍ଟିଆ କୋରାପୁଟ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ

ସମ୍ବଲପୁର ଓ ବରଗଡ଼ କାରାଗାରରେ ଅଚାନକ ଚଢ଼ାଉ

ସମ୍ବଲପୁର/ଭୁବନେଶ୍ୱର ୦୪-୧୦-୨୪ (ପିପିଏସ) : ଆଜି ସମ୍ବଲପୁର ଓ ବରଗଡ଼ କାରାଗାରରେ ଅଚାନକ ଚଢ଼ାଉ କରାଯାଉଛି। ଭୋର ପ୍ରାୟ ୪ଟାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢ଼ାଉ କରାଯାଇଛି। ସମ୍ବଲପୁର ମଣ୍ଡଳ କାରାଗାରରେ ପୁଲିସ ଫୋର୍ସ ସହ ସମ୍ବଲପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ସଦର ଏସଡିପିଓଙ୍କ

ଦୁର୍ଗାପୂଜାରେ ଡିଜେର ଶଦ୍ଦ ୬୫ ଡିସେବଲ୍‌ ମଧ୍ୟରେ ସୀମିତ ରହିବ: ହାଇକୋର୍ଟ

ଭୁବନେଶ୍ବର/କଟକ,୦୩-୧୦-୨୦୨୪ (ପିପିଏସ) : ଶାରଦୀୟ ନବରାତ୍ରୀ ଆଜି ଠାରୁ ଆରମ୍ଭ ହୋଇଯାଇଛି। ଦେବୀ ମନ୍ଦିରଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି। ମା’ଙ୍କ ପୂଜାର୍ଚ୍ଚନା ପାଇଁ ମନ୍ଦିରଗୁଡ଼ିକରେ ସ୍ବତନ୍ତ୍ର ଆୟୋଜନ ପ୍ରସ୍ତୁତ ହୋଇଛି। ମଣ୍ଡପରେ ଦୁର୍ଗାପୂଜାର ଆୟୋଜନ ପାଇଁ ବିଭିନ୍ନ ଅନୁଷ୍ଠାନ

ମହାଷ୍ଟମୀରେ ମାଛ ଓ ଉଷୁନା ଚାଉଳ ଖେଚୁଡ଼ି

ପାର୍ବଣରେ ମହାମାୟୀ ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ପମ୍ପାଲୋ ପଞ୍ଚାୟତ କୁଳନ୍ତିରାଶାସନସ୍ଥିତ ମା’ସଂକଟ ତାରିଣୀ ପୀଠରେ ବିଧିବିଧାନ ଅନୁସାରେ ଷୋଳ ପୂଜା ଚାଲିଛି। ସକାଳୁ ରାତି ପର୍ଯ୍ୟନ୍ତ ମା’ଙ୍କ ପୀଠରେ ଲାଗିରହିଛି ଆଧ୍ୟାତ୍ମିକ ପରିବେଶ। ସକାଳେ ବାଳ ଭୋଗ, ମଧ୍ୟାହ୍ନ ଓ

ପାର୍ବଣରେ ମହାମାୟୀ

ନବରଙ୍ଗପୁରବାସୀଙ୍କ ସୁରକ୍ଷାକବଚ ମା’ଭଣ୍ଡାରଘରଣୀ ନବରଙ୍ଗପୁର/ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ନବରଙ୍ଗପୁରବାସୀଙ୍କ ଇଷ୍ଟଦେବୀ ମା’ ଭଣ୍ଡାରଘରଣୀ। ଏ ମାଟିର ସନ୍ତାନଙ୍କୁ ଯୁଗ ଯୁଗ ଧରି ନିଜ ଅଭୟ ପଣତ ତଳେ ସୁରକ୍ଷିତ ରଖି ଆସିଛନ୍ତି। କେବଳ ନବରଙ୍ଗପୁର ସହର ନୁହେଁ, ସାରା

୪ରେ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) : ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଦକ୍ଷିଣ ପୂର୍ବ ବାଂଲାଦେଶ ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଧୀରେ ଧୀରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ନିକଟରେ ଆସନ୍ତା ୪

ପାଞ୍ଚଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା

ନୂଆଦିଲ୍ଲୀ/ଭୁବନେଶ୍ୱର ୦୩-୧୦-୨୦୨୪ (ପିପିଏସ) :  କେନ୍ଦ୍ର କ୍ୟାବିନେଟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଗୁରୁବାର ପାଞ୍ଚଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଛନ୍ତି। ମରାଠୀ, ବଙ୍ଗାଳୀ, ପାଲି, ପ୍ରାକୃତ ଏବଂ ଆସାମୀ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିବାକୁ