ଲଣ୍ଡନରେ ବାସ କରିବେ ବିରାଟ !

ନୂଆଦିଲ୍ଲୀ/ଭୁବନେଶ୍ୱର :୧୬-୦୮-୨୪(ପିପିଏସ ): ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ତାଙ୍କ ପରିବାର ସହିତ ସବୁଦିନ ପାଇଁ ଭାରତ ଛାଡ଼ି ଲଣ୍ଡନକୁ ଯିବାକୁ ଚିନ୍ତା କରୁଛନ୍ତି। ଏଭଳି ଗୁଜବକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଜୋର ଧରିଛି। ଏବେ ଏହି ଗୁଜବ ପୁଣି ଥରେ

ଗଣମାଧ୍ୟମ ସଂଗଠନକୁ ଧମକ:ହସିନାଙ୍କ ଫଟୋ ପ୍ରକାଶ କଲେ ଅଫିସ ପୋଡ଼ିଦେବୁ

ଢାକା/ଭୁବନେଶ୍ୱର :୧୬-୦୮-୨୪(ପିପିଏସ ): ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଫଟୋ ପ୍ରକାଶ କଲେ ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲ ଅଫିସକୁ ନ୍ୟିା ଲଗାଇ ପୋଡ଼ିଦେବାକୁ ବିଏନପି ଅଧ୍ୟକ୍ଷ ଖାଲିଦା ଜିଆଙ୍କ ପରାମର୍ଶଦାତା ରୁହୁଲ କୁଦ୍ଦୁସ ଦୁଲୁ ଧମକ ଦେଇଛନ୍ତି।ବାଂଲାଦେଶୀ

ବିଦେଶୀ ଜାହାଜକୁ ଗିରଫ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ

ପାରାଦୀପ:୧୬-୦୮-୨୪(ପିପିଏସ ): ପାରାଦୀପରେ ଅଟକ ଥିବା ବିଦେଶୀ ଜାହାଜକୁ ଗିରଫ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏମଭି ଓ୍ୱାଡି ଆଲବୋଷ୍ଟୋନ୍ ନାମକ ଇଜିପ୍ଟ ଫ୍ଲାଗସିପକୁ ଗିରଫ ନିର୍ଦ୍ଦେଶକୁ ଗିରଫ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ପର୍ୟ୍ୟନ୍ତ

ମହିଳା ମାନଙ୍କ ମାସିକ ଋତୁସ୍ରାବ ପାଇଁ ଗୋଟିଏ ଦିନ ଛୁଟି ମିଳିବ

ଭୁବନେଶ୍ୱର, ୧୫/୮/୨୪(ପିପିଏସ) : ସ୍ୱାଧୀନତା ଦିବସରେ ସରକାରଙ୍କ ନୂଆ ଘୋଷଣା l ରାଜ୍ୟରେ ଏବେ ମହିଳା ମାନଙ୍କ ମାସିକଧର୍ମ ପାଇଁ ଗୋଟିଏ ଦିନ ଛୁଟି ମିଳିବ । କେବଳ କର୍ମଜୀବି ମହିଳାମାନଙ୍କୁ ଏହି ଛୁଟି ପ୍ରଦାନ କରାଯିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୋଟିଏ ଦିନ ଛୁଟି ଘୋଷଣା

ମାଓବାଦୀଙ୍କ ବର୍ବର କାଣ୍ଡ : ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ମାରିଦେଲେ

ସୁକମା/ଭୁବନେଶ୍ୱର, ୧୫/୮/୨୪(ପିପିଏସ) : ଛତିଶଗଡ଼ ସୁକମା ଜିଲ୍ଲା ପୂଭାର୍ତ୍ତୀ ଗାଁରେ, ମାଓବାଦୀମାନେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପଟି ହତ୍ୟା କରିଛନ୍ତି । ପୁଲିସ ସୂଚନାଦାତା ଅଭିଯୋଗରେ ସେମାନେ ଏହି ନାବାଳକକୁ ହତ୍ୟା କରିଥିବା ସୂଚନା ମିଳିଛି । ଏହା ପୂର୍ବରୁ ସପ୍ତାହକ ତଳେ

୩ ସହଯୋଗୀଙ୍କ ସହିତ ନୀଳଗିରି ଡେପୁଟି କଲେକ୍ଟର ଗିରଫ

ନୀଳଗିରି/ଭୁବନେଶ୍ୱର, ୧୫/୮/୨୪(ପିପିଏସ) : ଏକ କୋଟିରୁ ଅଧିକ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ବୁଧବାର ନୀଳଗିରି ଡେପୁଟି କଲେକ୍ଟର ପରୀକ୍ଷିତ ଜେନାଙ୍କ ସହିତ ତାଙ୍କର ୩ ସହଯୋଗୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହା ସହିତ ଅନ୍ୟ ୫ ଜଣଙ୍କୁ ଗିରଫ କରିବାକୁ ପ୍ରୟାସ ଜାରି ରହିଛି ।

ଚର୍ଚ୍ଚାରେ ଟ୍ୟାକ୍ସି ଚାଳକ : ଦେଶ ଭକ୍ତିପାଇଁ ସାରାଦେଶରେ ପ୍ରଶଂସା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୪/୮(ପିପିଏସ) : ଭାରତକୁ ଆସି ଭାରତ ବିରୋଧରେ କହୁଥିଲେ ପାକିସ୍ତାନ ଯୁବକ । ତାଳ ଦେଉଥିଲେ ଭାରତୀୟ ଯୁବତୀ । ସମ୍ପର୍କରେ ସେମାନେ କୁଆଡ଼େ ଗାର୍ଲଫ୍ରେଣ୍ଡ ବୟଫ୍ରେଣ୍ଡ । ଆଉ ଏଇ ହରକତ ସେମାନଙ୍କୁ ଦିଲ୍ଲୀରେ ହଟହଟ୍ଟା କରିଛି । ଅଧରାତିରେ ଉଭୟଙ୍କୁ ରାସ୍ତାରେ ଛାଡ଼ି

ବର୍ଷା ରେ ଭିଜି ଭିଜି ତ୍ରିରଙ୍ଗା ଯାତ୍ରା

*ଉତ୍ସାହ ଉଦ୍ଦୀପନା ସହିତ ସମ୍ବଲପୁର ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ସମ୍ପନ୍ନ*ସ୍ୱଚ୍ଛ ଭାରତ ଅଭିଯାନ ରେ ଗଣ ସଫେଇ କାର୍ଯ୍ୟକ୍ରମ ସମ୍ବଲପୁର,୧୪/୮(ପିପିଏସ): ୨୦୨୨ ରୁ ୨୦୪୭ ଭାରତ ସ୍ୱାଧୀନତା ର ଅମୃତ କାଳ ରେ ରାଷ୍ଟ୍ରବାଦ ର ପରାକାଷ୍ଠାକୁ ଆହୁରି ସାଣିତ ଓ ରୁଦ୍ଧିବନ୍ତ କରିବା

ବ୍ରହ୍ମପୁର ସହରରେ ରୋଟାରୀ କ୍ଳବ ସମୂହର ମହାତ୍ରିରଙ୍ଗା ଯାତ୍ରା : ଅଂଶ ଗ୍ରହଣ କଲେ ଶହସ୍ରାଧିକ ଛାତ୍ର ଓ ଯୁବକ

ବ୍ରହ୍ମପୁର,,୧୪/୮(ପିପିଏସ) : ଭାରତ ସ୍ବାଧୀନତାର 78 ବର୍ଷ ଜୟନ୍ତୀର ପ୍ରାକ୍ କାଳରେ ବ୍ରହ୍ମପୁର ସହରର ରୋଟାରୀ କ୍ଳବ ସମୂହର ଏକ ମହା ତ୍ରିରଙ୍ଗା ଯାତ୍ରା ସହର ପରିକ୍ରମା କରି ଜନ ସାଧାରଣଙ୍କ ମଧ୍ଯରେ ସ୍ବାଧୀନତାର ଏକ ସୁଖଦ ବାର୍ତ୍ତା ପ୍ରଦାନ ପାଇଁ ଚେଷ୍ଟା କରା ଯାଇଛି । ରୋଟାରୀ କ୍ଳବ ଅଫ୍

ନନ୍ଦନକାନନରେ ଆଖି ବୁଜିଲା ସିଂହ କ୍ରିଶ

ଭୁବନେଶ୍ୱର: ୧୪-୦୮-୨୪(ପିପିଏସ ): ନନ୍ଦନକାନନରେ ଆଖି ବୁଜିଲା ସିଂହ କ୍ରିଶ। ଆଜି ସକାଳ ୯ଟାରେ ସିଂହ କ୍ରିଶର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୬ଜୁନ ୨୦୦୪ରେ ଜନ୍ମ ହୋଇଥିଲା କ୍ରିଶ। କ୍ରିଶର ଦୁଇଟି ସନ୍ତାନ ଅଛନ୍ତି। ସେମାନେ କଳ୍ପନା ଏବଂ ଜିତ୍‌‌। ତେବେ ସିଂହ କ୍ରିଶ ଦିର୍ଘ ଦିନ ହେବ