ମହିଳା ଟି–୨୦ ବିଶ୍ୱକପ୍–୨୦୨୬ : ଇଂଲଣ୍ଡକୁ ୭ ୱିକେଟ୍ରେ ପରାସ୍ତ କରି ସପ୍ତମ ଥର ପାଇଁ ଅଷ୍ଟ୍ରେଲିଆ ଚାମ୍ପିଅନ
ଲଣ୍ଡନ, ୬।୭ ବ୍ୟୁରୋ: ମହିଳା ଟି–୨୦ କ୍ରିକେଟ୍ରେ ଅଷ୍ଟ୍ରେଲିଆ ପୁଣିଥରେ ନିଜର ଅପ୍ରତିଦ୍ୱନ୍ଦ୍ୱୀ ପ୍ରାଧାନ୍ୟ ପ୍ରତିଷ୍ଠା କରିଛି। ରବିବାର ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ମହିଳା ଟି–୨୦ ବିଶ୍ୱକପ୍–୨୦୨୬ର ଫାଇନାଲ୍ରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ୭ ୱିକେଟ୍ରେ ପରାସ୍ତ କରି ସପ୍ତମ ଥର ପାଇଁ…
ଆଗକୁ ପଢ଼ନ୍ତୁ