Browsing Category

ଖେଳ

ଜାତୀୟ କ୍ରୀଡ଼ା ଦିବସ ଅବସରରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ

*କିଏ କେଉଁ ବର୍ଗରେ ପାଇଲେ ୧- ଶ୍ରେଷ୍ଠ କ୍ରୀଡ଼ାବିତ୍ ଭାବେ ୨୦୨୩ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଗ୍ରହଣ କରୁଛନ୍ତି କିଶୋର ଜେନା ।୨- ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରୁଛନ୍ତି ଲାଜ୍ରୁସ ବାର୍ଲା ।୩- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠାରୁ ପୁରସ୍କାର ଗ୍ରହଣ

ଆରମ୍ଭ ହେଲା ରାଜ୍ୟ ଫିଜିଓଥେରାପିଷ୍ଟ ବ୍ୟାଡମିଣ୍ଟନ ଲିଗ

ଭୁବନେଶ୍ବର,୨୫-୦୮-୨୪ (ପିପିଏସ): ସ୍ୱାସ୍ଥ୍ୟ ହିଁ ସମ୍ପଦ, ଆଉ କ୍ରୀଡା ଦ୍ୱାରା ହିଁ ସ୍ୱାସ୍ଥ୍ୟ ଠିକ ରହେ | କିଛି ଏଭଳି ବାର୍ତ୍ତା ନେଇ ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ରାଜ୍ୟ ଫିଜିଓଥେରାପିଷ୍ଟ ବ୍ୟାଡମିଣ୍ଟନ ଲିଗ | ଭୁବନେଶ୍ୱରର ପାୱାର ସଟଲର ବ୍ୟାଡମିଣ୍ଟନ ଏକାଡେମୀଠାରେ ଏହି

ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟର୍‌ରୁ ଶିଖର ଧୱନଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ/ଭୁବନେଶ୍ୱର /୨୪-୦୮-୨୪ (ପିପିଏସ): ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟର୍‌ରୁ ଶନିବାର ଅବସର ଘୋଷଣା କରିଛନ୍ତି କ୍ରିକେଟର୍‌ ଶିଖର ଧାୱନ୍‌। ସେ ପ୍ରଶଂସକମାନଙ୍କ ପାଇଁ ଏକ ଭାବପ୍ରବଣ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ କରି ତାଙ୍କ ଅବସର ସଂପର୍କରେ ସୂଚନା ଦେଇଛନ୍ତି। ସେ ସମସ୍ତ ପ୍ରକାରର

କଳିଙ୍ଗ ଷ୍ଟାଡିୟମରେ ହକି ଟିମଙ୍କୁ ଭବ୍ୟ ସ୍ବାଗତ

ଭୁବନେଶ୍ୱର/୨୧-୦୮-୨୪ (ପିପିଏସ ): ଭୁବନେଶ୍ୱର ବିମାନ ବନ୍ଦରରେ ହକି ଟିମକୁ ଭବ୍ୟ ସ୍ୱାଗତ। ପ୍ୟାରିସ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜେତାଙ୍କୁ ଓଡ଼ିଶା ମାଟିରେ ଜୋରଦାର ସ୍ୱାଗତ କରାଯାଇଛି। ରୋଡ଼ ସୋ’ କରି ବିମାନ ବନ୍ଦର ଠାରୁ କଳିଙ୍ଗ ଷ୍ଟାଡିୟମକୁ ଯାଇଛନ୍ତି ଖେଳାଳି। ରୋଡ଼ ସୋ’ରେ ଶହ ଶହ

ଆଇସିସିର ନୂଆ ଅଧ୍ୟକ୍ଷ ହେବେ ଜୟ ଶାହ !

ନୂଆଦିଲ୍ଲୀ/ଭୁବନେଶ୍ୱର -୨୧-୦୮-୨୪ (ପିପିଏସ ): ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ର ବର୍ତ୍ତମାନର ଅଧ୍ୟକ୍ଷ ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେବ। ଏହାର ଠିକ୍ ପୂର୍ବରୁ, ମଙ୍ଗଳବାର ଦିନ ସେ ତୃତୀୟ ଥର ପାଇଁ ଅଧ୍ୟକ୍ଷ ହେବା ଦୌଡ଼ରୁ ନିଜକୁ ବାଦ ଦେଇଥିଲେ।

ଦୁନିଆ ଦେଖିବ ୟୁଭିଙ୍କ ବାୟୋପିକ୍‌

ମୁମ୍ବାଇ /ଭୁବନେଶ୍ୱର,୨୦-୮-୨୪(ପିପିଏସ): ତାରକା କ୍ରିକେଟର ତଥା କର୍କଟ ଭଳି ରୋଗକୁ ପରାସ୍ତ କରିଥିବା ଯୁବରାଜ ସିଂହଙ୍କ କାହାଣୀ ଏବେ ବଡ଼ ପରଦାକୁ ଆସିବ। ତାଙ୍କ ବାୟୋପିକ୍‌ ଘୋଷଣା କରାଯାଇଛି। ଏହି ବାୟୋପିକ୍‌କୁ ଟି-ସିରିଜ୍‌ ବ୍ୟାନରରେ ନିର୍ମାଣ କରାଯିବ। ଭୂଷଣ କୁମାର ଓ ରବି ଭଗଚାନ୍ଦକା

ଲୁସାନେ ଡାଇମଣ୍ଡ ଲିଗରେ ଭାଗନେବେ ନୀରଜ ଚୋପ୍ରା

ନୂଆଦିଲ୍ଲୀ/ଭୁବନେଶ୍ୱର ୧୭-୦୮-୨୪ (ପିପିଏସ ): ପ୍ୟାରିସ୍ ଅଲିମ୍ପିକ୍ସରେ ୮୯.୪୫ ମିଟର ଥ୍ରୋ ସହ ରୌପ୍ୟ ପଦକ ଜିତିଥିବା ଭାରତର ତାରକା ଜାଭେଲିନ୍ ଥ୍ରୋ ଆଥଲେଟ୍ ନୀରଜ ଚୋପ୍ରାଙ୍କୁ ଖୁବ୍ ଶୀଘ୍ର ପୁଣି ଥରେ ଆକ୍ସନରେ ଦେଖିବାକୁ ମିଳିବ। ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବା ପରେ ଆଘାତ

ହକି ଇଣ୍ଡିଆ ପକ୍ଷରୁ ଜର୍ସି ନମ୍ୱର ୧୬କୁ ଦିଆଗଲା ଅବସର

*ଗୋଲକିପର ଶ୍ରୀଜେଶଙ୍କ ଅବସର * ଜର୍ସିକୁ ସ୍ମରଣୀୟ କରିବା ପାଇଁ ବଡ଼ ନିଷ୍ପତ୍ତି ଭୁବନେଶ୍ୱର:୧୬-୦୮-୨୪(ପିପିଏସ ):ଶ୍ରୀଜେସଙ୍କ ଜର୍ସିକୁ ଦିଆଗଲା ଅବସର। ଜର୍ମି ନମ୍ବର ୧୬ ଏବେ ଅବସର ନେଇଛି କାରଣ ହକିକୁ ବିଦାୟ କହିଛନ୍ତି ଶ୍ରୀଜେସ। ତାଙ୍କ ସମ୍ମାନରେ ତାଙ୍କ ଜର୍ସିକୁ ମଧ୍ୟ ଅବସର

ଲଣ୍ଡନରେ ବାସ କରିବେ ବିରାଟ !

ନୂଆଦିଲ୍ଲୀ/ଭୁବନେଶ୍ୱର :୧୬-୦୮-୨୪(ପିପିଏସ ): ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ତାଙ୍କ ପରିବାର ସହିତ ସବୁଦିନ ପାଇଁ ଭାରତ ଛାଡ଼ି ଲଣ୍ଡନକୁ ଯିବାକୁ ଚିନ୍ତା କରୁଛନ୍ତି। ଏଭଳି ଗୁଜବକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଜୋର ଧରିଛି। ଏବେ ଏହି ଗୁଜବ ପୁଣି ଥରେ

ଗାୟିକା ଜସ୍ମିନ୍ ୱାଲିଆଙ୍କୁ ଡେଟ୍‌ କରୁଛନ୍ତି ପାଣ୍ଡ୍ୟା!

ନୂଆଦିଲ୍ଳୀ/ଭୁବନେଶ୍ୱର ୧୪-୦୮-୨୪(ପିପିଏସ ): ନିକଟରେ ପତ୍ନୀ ନତାସା ଷ୍ଟାନକୋଭିକଙ୍କଠାରୁ ଅଲଗା ହେବା ଖବର ଘୋଷଣା କରିଥିବା ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଗ୍ରିସରେ ଏବେ ଛୁଟି କାଟୁଛନ୍ତି। ତେବେ ସେ ଛୁଟି କାଟିବାକୁ ଯାଇଥିବା ବେଳେ କିଛି ଫଟୋକୁ ନେଇ ସେ ବ୍ରିଟିଶ ଗାୟକ ତଥା